Home Left

ରସୁଲପୁରରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଏନ୍‌ଏଚ୍‌ଆଇ ପକ୍ଷରୁ ନିର୍ମାଣଗତ ତ୍ରୁଟି ଥିବା ସ୍ପଷ୍ଟିକରଣ

ଯାଜପୁର,୧୮।୭(ରଞ୍ଜିତ ରାଉତ୍‌): ଯଜପୁର ଜିଲା ରସୁଲପୁରରେ ବ୍ରିଜ ଭୁଶୁଡ଼ିବା ଘଟଣାରେ ନିର୍ମାଣଗତ ତ୍ରୁଟି ଥିବା ଏନ୍‌ଏଚ୍‌ଆଇ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି। ପ୍ରାୟ ୧୦ ଫୁଟ ତଳକୁ ବ୍ରିଜଟି ଧସେଇ ଯାଇଛି। ଏନ୍‌ଏଚ୍‌ଆଇ ପ୍ରୋଜକ୍ଟେ ଡାଇରେକ୍ଟର କହିଛନ୍ତି, ବ୍ରିଜ ନିର୍ମାଣଗତ ତ୍ରୁଟି ରହିଛି…

ପ୍ରିୟଙ୍କା ଚୋପ୍ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ପରେ ହଲିଉଡ୍‌ରେ ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୦ ମସିହାରେ ମିସ ୱାଲର୍‌ଡ ଟାଇଟଲ ଜିତିଥିବା ପ୍ରିୟଙ୍କା ନିକ ଜୋନାସଙ୍କୁ ବିବାହ କରିବା ପରେ ଆମେରିକାରେ ରହୁଛନ୍ତି। ଆଜି ପ୍ରିୟଙ୍କାଙ୍କ ପାଖରେ…

ବୀମା ଯୋଜନାରେ ଆଇଆର୍‌ସିଟିସିରେ ବଡ଼ ପରବର୍ତ୍ତନ

ନୂଆଦିଲ୍ଲୀ, ୧୮ା୭: ଆଇଆର୍‌ସିଟିସି ପୋର୍ଟାଲରେ ଟ୍ରେନ୍‌ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ୩୫ ପଇସା ପ୍ରିମିୟମ ଦେଇ ସ୍ବତଃ ୧୦ ଲକ୍ଷ ଟଙ୍କାର ବୀମାଭୁକ୍ତ ହେବେ। ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜମ୍‌ କର୍ପୋରେଶନ ଲିଃ(ଆଇଆର୍‌ସିଟିସି) ପକ୍ଷରୁ ବୀମା ଯୋଜନାରେ ପରିବର୍ତ୍ତନ…

ଧୋନୀଙ୍କ ବାଇକ୍‌ କଲେକ୍ସନ ଦେଖି ଭେଙ୍କଟେସ୍‌ ପ୍ରସାଦ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଇକ ଏବଂ କାରକୁ ଭଲ ପାଆନ୍ତି। ଧୋନୀଙ୍କ ବାଇକ ପ୍ରତି ଥିବା ଭଲ ପାଇବା ପୂର୍ବରୁ ମଧ୍ୟ ଦେଖାଯାଇଛି। ରାଞ୍ଚିରେ ଧୋନୀଙ୍କ ଘର ଏକ ବିରାଟ ଗ୍ୟାରେଜ ଅଛି,ଯେଉଁଠାରେ ସେ ତାଙ୍କର…

ଝାଡ଼ଖଣ୍ଡରେ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ରାଞ୍ଚି, ୧୮ା୭: ଝାଡ଼ଖଣ୍ଡର ବୋକାରୋରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩ ନାବାଳକ ଜଣେ ୧୪ ବର୍ଷୀୟା ବାଳିକାଙ୍କ ଘରେ ପଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପଞ୍ଚମ, ସପ୍ତମ ଓ ଅଷ୍ଟମ ଶ୍ରେଣୀ…

ନିର୍ବାଚନ ପୂର୍ବରୁ ୪୦ କୋଟିର ବିମାନ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ମନ୍ତ୍ରୀ

ଭୋପାଳ,୧୮।୭: ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ଚୈହାନ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ପ୍ରତ୍ୟେକ ଛୋଟ ଏବଂ ବଡ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟକୁ ନେବାରେ କୌଣସି ଅସୁବିଧା ନହେବାକୁ ସରକାର ୧୨ଟି ବେସରକାରୀ ବିମାନ…

ବିରୋଧୀ ଦଳର ଏକମାତ୍ର ଏଜେଣ୍ଡା, ‘ନିଜ ପରିବାରକୁ ବଞ୍ଚାଅ, ପରିବାର ପାଇଁ ଭ୍ରଷ୍ଟାଚାର ବଢାଅ’

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାବରକର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଏକତାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଲୋକମାନେ ଗୋଟିଏ ମୁହଁରେ…

ସରକାର ଗହମ ଦେଲେନି, ଛତୁଆ ବଣ୍ଟନ ବନ୍ଦ

ସୋନପୁର,୧୭।୭(ମୃତ୍ୟୁଞ୍ଜୟ ଶତପଥୀ): ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ ଉତ୍ତମ ସ୍ବାସ୍ଥ୍ୟଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ମା’ର ସ୍ବାସ୍ଥ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପୁଷ୍ଟିକର…

ପାକିସ୍ତାନରେ ଆତଙ୍କବାଦୀ ଘଟଣା ପାଇଁ ଆଫଗାନିସ୍ତାନ ଶରଣାର୍ଥୀ ଦାୟୀ ବୋଲି କୌଣସି ସୂଚନା ନାହିଁ: ହ୍ବାଇଟ ହାଉସ

ଓ୍ବାଶିଂଟନ୍‌,୧୮।୭: ଇସଲାମାବାଦ ଦ୍ୱାରା ତାଙ୍କ ଉପରେ ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗ କରିବା ପରେ ହ୍ବାଇଟ ହାଉସ କହିଛି ଯେ, ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀ କିମ୍ବା ଆଫଗାନିସ୍ତାନ ସୀମାରେ ରହୁଥିବା ଲୋକମାନେ ଆତଙ୍କବାଦୀ ଘଟଣାରେ ଜଡିତ ଅଛନ୍ତି। ହ୍ବାଇଟ ହାଉସ ହାଉସର…

କୋଚ୍‌ଙ୍କୁ ପ୍ରଭାବିତ କଲେ ରାହାନେ..ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ଥାନ ପକ୍କା!

ଡୋମିନିକା,୧୮।୭: ଭାରତୀୟ ଟିମ୍‌ର ଷ୍ଟାର ପ୍ଲେୟାର ଅଜିଙ୍କ୍ୟ ରାହାନେ ନିଜର ବ୍ୟାଟିଂରେ କୋଚ୍‌ ବିକ୍ରମ ରାଠୋର(ବ୍ୟାଟିଂ)ଙ୍କୁ ପ୍ରଭାବିତ କରିଛନ୍ତି। ଏହି କାରଣରୁ ବିକ୍ରମ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ପ୍ରତ୍ୟାବର୍ତ୍ତନରେ ବେଶ୍‌ ଆଶ୍ୱସ୍ତ ହୋଇ…

ଅଜଣା ଜନ୍ତୁ ଠାବ ପାଇଁ ଲାଗିଲା କ୍ୟାମେରା

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋର ସମୟରେ ଚାଷୀ ସାଧୁଚରଣ ରାଉତଙ୍କ ଗୁହାଳରେ ଥିବା ୪୨ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକ ମୃତ୍ୟୁ ହୋଇଥିବା ସନ୍ଦେହ…

ପାଇକ ପୁରୁଣାକୋଟ ରାସ୍ତାରେ ୩୮ ହାତୀ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ପାଇକ ପୁରୁଣାକୋଟ ଗ୍ରାମ ରାସ୍ତାରେ ୨ଦିନ ହେବ ୩୮ ହାତୀ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀପଲ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରୁ ହିନ୍ଦୋଳ ରେଞ୍ଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri