Home Left

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ, ବେଳାଭୂମି ସଫେଇ ପାଇଁ…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୁଦ୍ର ବେଳାଭୂମିରେ ଲକ୍ଷଲକ୍ଷ କଇଁଛ ଅଣ୍ଡାଦାନ କରିବେ ।ଏଥିପାଇଁ ଗଞ୍ଜାମ ଏସ୍‌ପିଙ୍କ ନିର୍ଦେଶ…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି ଧରି ପାକିସ୍ତାନ କ୍ରିକେଟର ସେବା କରିଥିବା ସରଫରାଜଙ୍କ ଏହି ନିଷ୍ପତ୍ତି ସହିତ ଏକ…

ଏବେ ଘରେ ରଖିପାରିବେ କେତୋଟି ଗ୍ୟାସ ସିଲିଣ୍ଡର? ନିୟମ ନ ଜାଣି ଅଧିକ ରଖିଲେ ହେବ ଜେଲ!

ନୂଆଦିଲ୍‌ଲୀ,୧୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଯୋଗାଣ ଶୃଙ୍ଖଳ ବାଧା ମଧ୍ୟରେ, ଦେଶରେ ଏଲପିଜିର ଉପଲବ୍ଧତା ନେଇ ସାଧାରଣ ଲୋକଙ୍କ ଚିନ୍ତା ବୃଦ୍ଧି ପାଉଛି। ଫଳସ୍ୱରୂପ, ଭୟ ଦ୍ୱାରା ପ୍ରଭାବିତ ହୋଇ, ଅନେକ ବ୍ୟକ୍ତି ସେମାନଙ୍କର ପ୍ରକୃତ ଆବଶ୍ୟକତାଠାରୁ ଅଧିକ ଘରେ…

କେମିତି ଫେରିଲେ ସଞ୍ଜୁ ସାମସନ, ଜିମରେ ଗୁପ୍ତ କଥାବାର୍ତ୍ତାର ଗୁମର ଖୋଲିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୫।୩: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ସଞ୍ଜୁ ସାମସନଙ୍କୁ ପ୍ରଶଂସା କରିଛନ୍ତି। ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯେତେବେଳେ ସଞ୍ଜୁ ସାମସନ ଫର୍ମରେ ଥାଆନ୍ତି, ସେ ପାୱାରପ୍ଲେ ମଧ୍ୟରେ ଏକାକୀ ପ୍ରତିପକ୍ଷଙ୍କଠାରୁ ମ୍ୟାଚ ଛଡ଼ାଇ ନେଇପାରନ୍ତି। ଆଇସିସି ପୁରୁଷ…

ନେପାଳରେ ଓଲଟିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍, ୭…

କାଠମାଣ୍ଡୁ,୧୫।୩; ନେପାଳରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଘାଟିରେ ଓଲଟି ପଡିଛି । ମଧ୍ୟ ନେପାଳରେ ଘଟିଛି ଏହି ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ସାତ…

ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ପଞ୍ଜୀକରଣ କଲେ ମହିଳା ଚାଷୀ

କର୍ଲାମୁଣ୍ଡା,୧୫ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧଅଁରାଖମନ ଗାଁର ସଫଳ ମହିଳା ଜୈବିକ ଚାଷୀ ଫାଲ୍‌ଗୁନି ଭୋଇ ( ୪୦) ଶରୀରର ଅଙ୍ଗଗୁଡ଼ିକ ଦାନ କରିବାକୁ ଇଚ୍ଛା ପ୍ରକାଶ କରି ଆବେଦନ କରିବା ପରେ ଇଚ୍ଛାକୃତ…

୩୦ ବର୍ଷ ପରେ ମା’ ଦକ୍ଷିଣକାଳୀ ପୀଠରେ ହେଲା ମହାଯଜ୍ଞ

ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଳେଶ୍ବରଖଣ୍ଡି ଗ୍ରାମ ଋଷିକୂଲ୍ୟା ନଦୀତଟରେ ତାରାତାରିଣୀଙ୍କ ନିକଟରେ ପ୍ରତିଷ୍ଠିତ ଅନ୍ୟତମ ଶକ୍ତିପୀଠ ମା’ ଦକ୍ଷିଣକାଳୀଙ୍କ ପୀଠରେ ଦୀର୍ଘ ୩୦ ବର୍ଷ ପରେ ଅନୁଷ୍ଠିତ ହୋଇଛି ସପ୍ତସତୀ ଚଣ୍ଡୀ ମହାଯଜ୍ଞ। ମନ୍ଦିର ଟ୍ରଷ୍ଟି ସୁଦର୍ଶନ…

ହର୍ମୁଜ ଷ୍ଟ୍ରେଟକୁ ଯୁଦ୍ଧ ଜାହାଜ ପଠାଇବେ ଚାଇନା-ବ୍ରିଟେନ? ଇରାନ ବିରୋଧରେ ଟ୍ରମ୍ପଙ୍କ ଆବେଦନର ଆସୁଛି ପ୍ରତିକ୍ରିୟା

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା ହର୍ମୁଜ ପ୍ରଣାଳୀରେ ଯୁଦ୍ଧଜାହାଜ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି। ସେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଜାହାଜ ପଠାଇବାକୁ ମଧ୍ୟ ନିବେଦନ…

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ ଯାଉଥିବା ବେଳେ ଏବେ ପତ୍ନୀ ଦେବିଶା ଶେଟ୍ଟୀଙ୍କ ‘ବେବି ସାୱାର୍‌’ ଉତ୍ସବର ଏକ…

ମଦ ଭାଗବଣ୍ଟାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ, ଜୀବନ ଚାଲିଯିବା ପରେ…

ବଲାଙ୍ଗୀର,୧୫ା୩(ସୁନିଲ କୁମାର ମହାନ୍ତି): ରିନବଚନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ସଦର ଥାନା ପୋଲିସ। ମଦ ପାଉଚ ଭାଗ ବଣ୍ଟାରୁ ସାଙ୍ଗ ସାଙ୍ଗ ମଧ୍ୟରେ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। ସଦର ଏସ୍‌ଡିପିଓ ସରୋଜ ଉପାଧ୍ୟାୟ ରବିବାର ସଦର ଥାନାରେ…

ସିଲିଣ୍ଡର ବୁକିଂ କଲେ ବି ଆଉ ମିଳିବନି… ଡବଲ ସିଲିଣ୍ଡର ଥିଲେ ଜାଣି ନିଅନ୍ତୁ

ନୂଆଦିଲ୍‌ଲୀ,୧୫।୩: ଘରୋଇ ବଜାରରେ ରୋଷେଇ ଗ୍ୟାସର ବୃଦ୍ଧି ପାଉଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଶେଷକରି ଗ୍ୟାସ ସିଲିଣ୍ଡରର ବୁକିଂ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।  ରିପୋର୍ଟ ଅନୁଯାୟୀ, ବୁକିଂ…

ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ୧୧ ମାଓବାଦୀ, ଆବେଦନ କରି DGP କହିଲେ…

ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ରବିବାର ଏକାସାଙ୍ଗରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଓ୍ବାଇ୍‌.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୩୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri