ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର, ୨୦।୭: ରାଜଧାନୀ ଭୁବନେଶ୍ୱରରେ ସୋମବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବା…
ରୋହିତ-ଗମ୍ଭୀରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା! ଭାଇରାଲ ହେଲା VIDEO
ଲଣ୍ଡନ,୨୦।୭: ଲର୍ଡସ ଦିନିକିଆରେ ଏକ ଚମତ୍କାର ଶତକ ହାସଲ କରି ରୋହିତ ଶର୍ମା ତାଙ୍କ ସମାଲୋଚକମାନଙ୍କୁ ଚୁପ କରାଇ ଦେଇଛନ୍ତି। ଏହି ମ୍ୟାଚ ପରେ ରୋହିତ ଅବସର ନେଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଥିଲା, କିନ୍ତୁ BCCI ଏହି ଗୁଜବକୁ ଖାରଜ କରିଦେଇଥିଲା।…
ସରକାର ମାନିଲେ ଆନ୍ଦୋଳନକାରୀଙ୍କ ଦାବି! CJP ମୁଖପାତ୍ର କହିଲେ- ‘୨ ଘଣ୍ଟା ଅପେକ୍ଷା କରାଇ…
ନୂଆଦିଲ୍ଲୀ,୨୦।୭: ‘କକରୋଚ ଜନତା ପାର୍ଟି’ (CJP) ସୋମବାର ଜନ୍ତର-ମନ୍ତରରୁ ସଂସଦ ଭବନ ଆଡ଼କୁ ମାର୍ଚ୍ଚ କରିଥିଲା। ଏହି ସମୟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ହଙ୍ଗାମା ଭିତରେ ସିଜେପିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ…
ଡାକ୍ତରଙ୍କୁ ଆକ୍ରମଣ ଘଟଣା: ପ୍ରତିକ୍ରିୟା ରଖି ଡାକ୍ତର କହିଲେ ଅଭିଯୁକ୍ତଙ୍କୁ…
ବରଗଡ଼,୨୦ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ କର୍ତ୍ତବ୍ୟରତ ବା. ସୁଦୀପ୍ତ କୁମାର ରାଉତଙ୍କୁ ଆକ୍ରମଣ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।…
ସରକାରଙ୍କ ସହ ଆଲୋଚନା ମଧ୍ୟରେ ଅନଶନ ପ୍ରତ୍ୟାହାର କଲେ ଅଭିଜିତ୍, ଅଢ଼େଇ ଦିନ ପରେ…
ନୂଆଦିଲ୍ଲୀ,୨୦ା୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ମଧ୍ୟ ତାଙ୍କର ଅନଶନ ସମାପ୍ତ କରିଛନ୍ତି । ସଂସଦ ଅଭିମୁଖେ ଏକ ପଦଯାତ୍ରା ପାଇଁ ଡାକରା ମଧ୍ୟରେ, ସେ ଜନ୍ତର ମନ୍ତରରେ ଅଢ଼େଇ ଦିନ ଧରି ଚାଲିଥିବା ତାଙ୍କର ଅନଶନ ଭାଙ୍ଗି…
‘ସଂସଦ ଚଲୋ’ ବିକ୍ଷୋଭ ବେଳେ ବିକ୍ଷୋଭକାରୀଙ୍କୁ ପୋଲିସର ଲାଠିଚାର୍ଜ
ନୂଆଦିଲ୍ଲୀ,୨୦ା୭: ଏନ୍ଇଇଟି ପ୍ରଶ୍ନପତ୍ର ଲିକ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତରମନ୍ତରଠାରେ ସିଜେପି ପକ୍ଷରୁ ସୋମବାର ଧାରଣା ଦିଆଯାଇଥିଲା। ଏହି ଅବସରରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ଯନ୍ତରମନ୍ତରରୁ ପାର୍ଲାମେଣ୍ଟ ପଦଯାତ୍ରା ବା ‘ସଂସଦ ଚଲୋ’କରିବାକୁ ଘୋଷଣା…
ବାଲିଅନ୍ତା ମର୍ଡର କେସ୍: ଆସିଲା ଓମ୍ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ, ଏଥିରେ ସେ…
ବାଲିଅନ୍ତା,୨୦ା୭: ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ଆସିଲା ସୌମ୍ୟଙ୍କ ସହଯୋଗୀ ଓମ୍ପ୍ରକାଶ ମହାନ୍ତି ଓମ୍ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ। ଓମ୍ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ୫/୬ ଅଭିଯୁକ୍ତ ଏବେ ବି ଫେରାର…
ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଘାଟିତ, ବିଧାୟକ ଯୋଗ ଦେଇ…
ଦିଗପହଣ୍ଡି,୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକରେ ଦୁଇଦିନବ୍ୟାପୀ ଖେମୁଣ୍ଡି ଲୋକ କଳା ମହୋତ୍ସବ ସୋମବାର ପୂର୍ବାହ୍ନ ସାଢ଼େ ୧୧ ଟାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ…
ପ୍ରଥମ ଡେଙ୍ଗୁ ଭ୍ୟାକ୍ସିନ୍ ‘QDENGA’କୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ,୨୦ା୭: ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ କ୍ଷତି ଘଟିଥାଏ। ବର୍ଷା ପରେ ଡେଙ୍ଗୁ ଦେଶର ଅନେକ ଅଞ୍ଚଳରେ ବ୍ୟାପିଥାଏ, ଯାହା ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟେ। କିନ୍ତୁ ଏବେ ଏହି ମହାମାରୀକୁ ରୋକିବା ପାଇଁ ସରକାର…
ପୋଲିସ ମୁଖ୍ୟାଳୟରୁ ଡିଜିପିଙ୍କ ମୃତଦେହ ଉଦ୍ଧାର, କାରଣ ଜାଣିଲେ….
ଅଗରତାଲା,୨୦।୭: ରାଜ୍ୟ ପୋଲିସ ମୁଖ୍ୟାଳୟରୁ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଖବର ପୋଲିସ ବିଭାଗରେ ଭୟର ଲହରୀ ଖେଳିଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ…
ଧୂଷୁରୀ ଅଞ୍ଚଳରେ ରହସ୍ୟମୟ ମୃତ୍ୟୁ: ନାଳରେ ଭାସୁଛି ଅଜଣା ମୃତଦେହ
ଧାମନଗର,୨୦ା୭(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ଅଧୀନ ବୟାଙ୍ଗଡିହି ପଞ୍ଚାୟତର ନୂଆଗାଁ ବଜାର ନିକଟସ୍ଥ ଏକ ନାଳରୁ ସୋମବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ…
ମେସିଙ୍କ ସ୍ବତନ୍ତ୍ର ବିଶ୍ୱକପ୍ ରେକର୍ଡ
ନ୍ୟୁୟର୍କ, ୨୦।୭: ଆର୍ଜେଣ୍ଟିନାର ଲିଓନେଲ ମେସି ସ୍ପେନ ବିପକ୍ଷ ଫାଇନାଲରେ ଦୁଇଟି ସ୍ବତନ୍ତ୍ର ବିଶ୍ୱକପ୍ ରେଡର୍କର ଅଧିକାରୀ ହୋଇଛନ୍ତି। ବିଶ୍ୱକପ୍ ବେଳେ ୩୯ ବର୍ଷରେ ପଦାର୍ପଣ କରିଥିବା ମେସି ବୟୋଜ୍ୟେଷ୍ଠ ଖେଳାଳି ଭାବେ ଫିଫା ବିଶ୍ୱକପ୍ ଫାଇନାଲ ଖେଳିଛନ୍ତି। ଏଥିସହିତ ସେ…

