ଓଲଟିଲା ଆଇରନ୍ ବୋଝେଇ ଟ୍ରକ
କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଗୋପାଳପୁର-ନେକଡା ରାସ୍ତାରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଜିଲା ଗନଶିଳା…
ବସ୍କୁ କରିଥିଲେ ଅପେକ୍ଷା: ଦୁର୍ଘଟଣାରେ ଚାଲିଗଲା ଜୀବନ
ରାଇରଙ୍ଗପୁର,୩୧।୮(ମାନସ ମହାନ୍ତି ): ମୟୁରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଖଡମବେଡା ପଞ୍ଚାୟତ ଦେଉପଟା ଗ୍ରାମ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଗାଡ଼ି ଧକ୍କାରେ ଜୈନକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ଥାନା…
ମହିଳାଙ୍କୁ ଛୁରିରେ ଆକ୍ରମଣ: ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସମ୍ପର୍କୀୟ
କୋରୁକୋଣ୍ଡା,୩୧।୮(ଅବିନାଶ ବେହେରା): ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଉଥିବା ଜଣେ ଅଭିଯୁକ୍ତଙ୍କୁ ଧରି ପିଟିପିଟି ମାରିଦେବା ଘଟଣା ସାମ୍ନାକୁ ଆସିଛି। ଏହିପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା କାଲିମେଳା ବ୍ଲକ ସଦର ଥାନା ଚିନ୍ତାଳୱାଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝୀଗୁଡ଼ା…
ପିକ୍ଅପ ଭ୍ୟାନ୍ ଧକ୍କାରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ
କୋଟଗଡ଼,୩୧।୮(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଅଞ୍ଚଳରେ ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବାରଖମା ଦଣ୍ଡିସାହି ଅଞ୍ଚଳର ଅଭିରାମ ଦଣ୍ଢିଆଙ୍କ ପୁଅ…
ଜେସିବି, ମୋରମ୍ ବୋଝେଇ ଟ୍ରାକ୍ଟର ଜବତ
ମୋରଡ଼ା,୩୧।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ତହସିଲ ଅଧୀନ କୋହି ପଞ୍ଚାୟତ ପ୍ରତାପଚନ୍ଦ୍ରପୁର ଅଞ୍ଚଳରେ ସୁବର୍ଣ୍ଣରେଖା କେନାଲ ରାସ୍ତା ନିର୍ମାଣ କାମ କରାଯାଉଛି। ଏନେଇ ଏକ ଘରୋଇ ଠିକା ସଂସ୍ଥା ବେଆଇନ ଭାବେ ସରକାରୀ ଜାଗାରୁ ମୋରମ୍ ଉତ୍ତୋଳନ କରୁଥିବା ବିଭାଗୀୟ…
‘ମର୍ଦ୍ଦାନି ୩’ରେ ନଜର ଆସିବେ ରାଣୀ!
ମୁମ୍ବାଇ: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ଇଣ୍ଡଷ୍ଟ୍ରିରେ ଅନେକ ହିଟ ମୁଭି ଭେଟି ଦେଇଛନ୍ତି। ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ଓ୍ବାଇଆରଏଫ ବର୍ତ୍ତମାନ ମର୍ଦ୍ଦାନୀ ୩ର କାହାଣୀ ଉପରେ ବିଚାର କରୁଛି। ରାଣୀ ହେଉଛନ୍ତି ଏକମାତ୍ର…
ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ସନ୍ନି
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଏବେ ଖୁବ ଚର୍ଚ୍ଚାରେ। ଏବେ ତାଙ୍କ ଅଭିନୀତ ମୁଭି ଗଦ୍ଦର ୨ ବକ୍ସ ଅଫିସରେ ଭଲ କଲେକ୍ସନ କରି ଚାଲିଛି। ଏଥିରେ ସନ୍ନିଙ୍କ ସହ ଅମିଶା ପଟେଲଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। ନିକଟରେ…
ବିସିସିଆଇ ମିଡିଆ ରାଇଟସ୍: ବାଜି ମାରିଲା ଭାଏକମ ୧୮
ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଇ-ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏଥର ଭାଏକମ ୧୮ ଟିମ ଇଣ୍ଡିଆର…
ରାଜସ୍ଥାନ ନିର୍ବାଚନ ୨୦୨୩: ଏହିଦିନ ଜାରି ହୋଇପାରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା
ଜୟପୁର,୩୧।୮: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଦଳ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ୨୦୦ ବିଧାନସଭା ଆସନ ଲାଗି ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲାଣି।ଗତ ତିନି ଦିନ ଧରି ସ୍କ୍ରିନିଂ କମିଟିର ସଭାପତି ଗୋରବ…
ସ୍ବାୟତ୍ତ ଶାସନ ଦିବସ: ସହରରେ କାର୍ଯ୍ୟକ୍ଷମ ହେଲା ୧୧୦ସିସି କ୍ୟାମେରା
ପୁରୁଷୋତ୍ତମପୁର ୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଥମେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା…
ଅମରନାଥ ଯାତ୍ରା ଶେଷ: ବାବାଙ୍କ ଦର୍ଶନ କଲେ ୪.୪୨ ଲକ୍ଷ ଭକ୍ତ
ନୂଆଦିଲ୍ଲୀ,୩୧।୮: ଛରି ମୁବାରକ ପୂଜା ସହିତ ଅମରନାଥ ବାର୍ଷିକ ଯାତ୍ରା ସମାସ୍ତା ହୋଇଛି। ଏଥର ପ୍ରାୟ ସାଢେ ଚାରି ଲକ୍ଷ ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ। ଗୁରୁବାର ସକାଳେ ଅମରନାଥ ଯାତ୍ରାର ଛରି ମୁବାରକ ପବିତ୍ର ଗୁମ୍ଫାରେ ପହଞ୍ଚିଥିଲା। ପବିତ୍ର…
ବନ୍ଦେ ଭାରତ, ହମ ସଫର ଏକ୍ସପ୍ରେସରେ ଯାତ୍ରା କରିପାରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ
ନୂଆଦିଲ୍ଲୀ,୩୧।୮: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ’ ଏବଂ…
Archives


