Home Left

ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ ‘ମହୀଶୂର’

ବେଙ୍ଗାଲୁରୁ: ପ୍ରସିଦ୍ଧ ତଥା ଭାରତୀୟ ମିଠା ଭାବେ ମହୀଶୂର ପାକ୍‌କୁ ଟେଷ୍ଟ ଆଟଲାସ ଦୁନିଆର ସର୍ବୋତ୍ତମ ଷ୍ଟ୍ରିଟ୍‌ ଫୁଡ୍‌ର ମାନ୍ୟତା ଦେଇଛି। ମହୀଶୂର ସର୍ବୋତ୍ତମ ଭାବେ ୧୪ ନଂ. ର଼୍ୟାଙ୍କ୍‌ରେ ରହିଛି। ଏଥିସହ ଭାରତର ଆଉ ୨ଟି ମିଠା ଫାଲୁଦା ଏବଂ…

କାର୍ତ୍ତିକଙ୍କୁ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତବର୍ଷ ମେଲବୋର୍ନର ୧୪ତମ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ଅଫ୍‌ ଇଣ୍ଡିଆନ ସିନେମା ଆଓ୍ବାର୍ଡ ପାଇଁ ମନୋନୀତ ହୋଇଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, କଠିନ ପରିଶ୍ରମ କରି…

ପ୍ରାଚୀନ ଗୁମ୍ଫାରୁ ତନ୍ତ୍ରଭିତ୍ତିକ ସାମଗ୍ରୀ

ଜେରୁଜେଲମ: ଏହି ରହସ୍ୟମୟୀ ଦୁନିଆରେ କେଉଁଠାରେ କ’ଣ କ’ଣ ଅଛି ତାହା କଳ୍ପନା କରିବା କଷ୍ଟକର। ଅନେକ ସମୟରେ ଏପରି କିଛି ଜିନିଷ ଆମ ଆଖିଆଗକୁ ଆସେ, ଯାହା ଆଶ୍ଚର୍ଯ୍ୟ ଲାଗେ। ଏପରି କିଛି ଜିନିଷ ଇସ୍ରାଏଲର ଜେରୁଜେଲମରେ ଦେଖିବାକୁ ମିଳିଛି।…

ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ ବହିଷ୍କୃତ

ବେଜିଂ,୨୬ା୭: ମାସେ ହେଲା ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କୁ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ଓ୍ବାଙ୍ଗ୍‌ ୟିଙ୍କୁ ନୂଆ ବହିର୍ବ୍ୟାପାର ମନ୍ତ୍ରୀ ନିଯୁକ୍ତ କରିବା ଲାଗି ଚାଇନାର ଶୀର୍ଷ ବ୍ୟବସ୍ଥାପିକା ଭୋଟ୍‌ ଦେଇଥିଲା।…

ରୁଷିଆରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ

ମସ୍କୋ,୨୬।୭: ରୁଷିଆରେ ଏଣିକି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ। ରାଷ୍ଟ୍ରପତି ଭ୍ଲାଡିମର ପୁଟିନ୍‌ ଏ ସଂକ୍ରାନ୍ତୀୟ ବିଲ୍‌ରେ ସୋମବାର ସ୍ବାକ୍ଷର କରିଛନ୍ତି। ଲିଙ୍ଗ ପରିବର୍ତ୍ତନ ନେଇ କରାଯାଉଥିବା ଡାକ୍ତରୀ ପ୍ରକ୍ରିୟାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ଆଇନ ଅଣାଯାଇଛି। ପୂର୍ବରୁ ରୁଷିଆ…

ଲାଞ୍ଚ ଟଙ୍କା ଗିଳିଦେଲେ ରାଜସ୍ବ କର୍ମଚାରୀ

ଭୋପାଳ,୨୬।୭: ମଧ୍ୟପ୍ରଦେଶ କାଣ୍ଟନି ରାଜସ୍ବ ବିଭାଗ ପଟଓ୍ବାରି (ରେକର୍ଡକିପର୍‌) ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଜବଲପୁର ଲୋକାୟୁକ୍ତର ସ୍ପେସିଆଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଏସ୍‌ପିଇ) ତାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ଧରାପଡ଼ିବା ପରେ ପଟଓ୍ବାରି ଗଜେନ୍ଦ୍ର ସିଂ ଲାଞ୍ଚ ଟଙ୍କାକୁ ଗିଳି…

ମଣିପୁରରେ ଭାରତର ବିଚାରଧାରା ପୁନଃ ପ୍ରତିଷ୍ଠା କରିବୁ: ରାହୁଲ

ନୂଆଦିଲ୍ଲୀ,୨୬ା୭: ବିରୋଧୀ ମେଣ୍ଟର ନୂଆ ନାଁ ‘ଇଣ୍ଡିଆ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଜୋର୍‌ଦାର ବର୍ଷିଛନ୍ତି। ଉକ୍ତ ନାଁକୁ ପରିହାସ କରି ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଏବଂ ଆତଙ୍କବାଦୀ ସଂଗଠନ ‘ଇଣ୍ଡିଆନ ମୁଜାହିଦ୍ଦିନ’ ଓ ‘ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ’ରେ…

ବର୍ଷକରେ ୧୬ ହଜାର ଲୋକଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୭:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ମଙ୍ଗଳବାର ଗୋଟିଏ ବର୍ଷ ପୂରିଛି। ବର୍ଷକରେ ରାଷ୍ଟ୍ରପତି ମୋଟ ୧୬,୦୦୦ ବ୍ୟକ୍ତି ବିଶେଷ ସ୍ବତନ୍ତ୍ର ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜସ୍ଥାନ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ନାଟକ, ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଗସ୍ତ ସମୟରେ…

ବୀରେନ୍‌ ସିଂଙ୍କ ଇସ୍ତଫା ଦାବିକଲେ ଡିସିଡବ୍ଲ୍ୟୁ ମୁଖ୍ୟ

ଇମ୍ଫାଲ,୨୬ା୭: ମଣିପୁର ହିଂସା ଘଟଣାରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଦିଲ୍ଲୀରୁ ଆସି ପୀଡ଼ିତାଙ୍କୁ ଭେଟିପାରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆସିପାରୁନାହାନ୍ତି କାହିଁକି ବୋଲି ସ୍ବାତୀ ପ୍ରଶ୍ନ କରିଥିଲେ। ଜାତିଆଣ ହିଂସା…

ରାଜ୍ୟ ସଭାରେ ଖାର୍ଗେ-ଗୋୟଲ ମୁହଁାମୁହିଁ

ନୂଆଦିଲ୍ଲୀ,୨୬ା୭(ପି.ଟି.): ମଣିପୁର ପ୍ରସଙ୍ଗରେ ଆଲୋଚନାକୁ ନେଇ ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ମଙ୍ଗଳବାର ଜୋର୍‌ଦାର ବାକ୍‌ଯୁଦ୍ଧ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ରହନ୍ତୁ ବୋଲି ଖାର୍ଗେ…

ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି…

ମାସେ ନ ପୁରୁଣୁ ଭୁଶୁଡିଲା ମଣ୍ଡପ କୋଠା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ନିରାକାରପୁର, ୨୫।୭(ମାନସ ଚନ୍ଦ୍ର ପଟ୍ଟନାୟକ ):ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଅଚୁତପୁର ପଞ୍ଚାୟତରରେ ମାସେ ହେଲା ନିର୍ମାଣ ହୋଇଥିବା ମଣ୍ଡପ କୋଠା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ମାସକ ତଳେ ପଞ୍ଚାୟତ ଅନୁଦାନ ୧ଲକ୍ଷ ୭0ହଜାରରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri