Home Left

ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ଜାପାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ଜାପାନର ବହିର୍ବ୍ୟାପାର ମନ୍ତ୍ରୀ ଭାରତ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ଚାଇନା ସହିତ ଚାଲିଥିବା ବିବାଦକୁ ନେଇ ଭାରତ ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମର୍ଥନ ପାଇଛି। ସ୍ବତନ୍ତ୍ର ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରକୁ ସୁନିଶ୍ଚିତ କରିବାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ…

ଆଜି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ପୁରୀ,୨୮।୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଦିନକୁ ଦିନ ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନେଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ବନକ ଲାଗି ନୀତି ହୋଇପାରୁ ନାହିଁ।…

୩ ବିବାହ, ୩୭ ବର୍ଷ ସାନ ଗାୟିକାଙ୍କ ସହ ରୋମାନ୍ସ; ବିବାଦରେ ଛନ୍ଦି ହୋଇଛନ୍ତି ଏହି ଭଜନ ସମ୍ରାଟ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ କିଏ ବା ନଜାଣେ। ଗାୟକ ହିସାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ ହେଁ ବ୍ୟକ୍ତିଗତ ଜୀବନରେ ସେ ସେତିକି ଅସଫଳ। ଥରେ କି ଦୁଇଥର ନୁହେଁ ତିନି ଥର ସେ ବିବାହ କରିଛନ୍ତି। ହେଲେ…

୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ ଫିଙ୍ଗିଦେଲେ

ପାରାଦୀପ,୨୮ା୭(ଶରତ ରାଉତ): ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ସେଠାରୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି…

ରୁଷିଆ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ ବିଲିୟନ ଡ଼ଲାର ଅତିକ୍ରମ କରିଛି: ପୁଟିନ୍‌

ମସ୍କୋ,୨୮।୭: ଚାଲିଥିବା ରୁଷିଆ-ୟୁକ୍ରେନ୍‌ ବିବାଦ କାରଣରୁ ବୈଶିକ ସ୍ଥରରେ ବିଚ୍ଛିନ୍ନ ହୋଇଥିବା ରୁଷିଆ ଆଫ୍ରିକୀୟ ରାଷ୍ଟ୍ର ସମ୍ମିଳନୀରେ ରୁଷିଆ-ଆଫ୍ରିକା ସମ୍ପର୍କ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର କହିଛନ୍ତି, ୨୦୨୨ରେ ରୁଷିଆ ଏବଂ ଆଫ୍ରିକା…

ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ନାହିଁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮।୭(ଶର୍ମିଷ୍ଠା ପାଣିଗ୍ରାହୀ): ଶିଖରଚଣ୍ଡୀ ପ୍ରକଳ୍ପର ଶୁଣାଣି ପୁଣି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା। ଜୁଲାଇ ୫ରେ ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପାହାଡ଼ ଉପରେ ୱାଟ୍‌କୋର କୌଣସି କାର୍ଯ୍ୟ ହୋଇପାରିବ…

ବର୍ଷାରେ ଧୋଇଗଲା ପାଣ୍ଡିଆବିଲି ରାସ୍ତା

ଜଟଣୀ,୨୮ା୭(ରବୀନ୍ଦ୍ର ନାଥ ମହାକୁଡ଼): ଲଘୁଚାପଜନିତ ବର୍ଷା ଯୋଗୁ ବୁଧବାର ସନ୍ଧ୍ୟାରେ ଜଟଣୀ ବ୍ଲକ  ବେଣାପଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲିକୁ ଯାଇଥିବା ରାସ୍ତା ଧୋଇଯାଇଛି। ଫଳରେ ପୁରୀ ଜିଲା କଣାସ, ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର କେତେକ ଗ୍ରାମ ବାହ୍ୟଜଗତରୁ…

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ଫୋନକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଗୁରୁବାର ଏହି ଜାତୀୟ…

ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଅଧ୍ୟକ୍ଷତା ସମ୍ଭାଳିବ ଭାରତ, ୫୦ ବର୍ଷରେ ପ୍ରଥମ ଥର ପାଇଁ ମିଳିଲା ସୁଯୋଗ

ନୁୟର୍କ,୨୮।୭: ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ପ୍ରାୟ ୫୦ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଭାରତ ଏହାର ଅଧ୍ୟକ୍ଷତା…

ସମସ୍ୟା ଘେରରେ ପ୍ରାଣୀ ଚିକିତ୍ସାଳୟ

ନିରାକାରପୁର,୨୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ଆର୍‌ଡି କାର୍ଯ୍ୟାଳୟ ନିକଟରେ ରହିଛି ପ୍ରାଣୀ ଚିକିତ୍ସାଳୟ। ନିରାକାରପୁର, ଡିଆ, ରାମେଶ୍ୱର, ଲେଣ୍ଡୋ ଆଦି ପଞ୍ଚାୟତର ଗୃହପାଳିତ ପ୍ରାଣୀ ଓ ପକ୍ଷୀଙ୍କ ସମେତ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଷଣ୍ଢ,…

ସିରିଆର ଏକ ଧାର୍ମିକସ୍ଥଳରେ ବିସ୍ପୋରଣ: ୬ ମୃତ

ଡାମାସକସ,୨୮।୭: ସିରିଆର ମହରମ ପୂର୍ବରୁ ଗୁରୁବାର ରାତିରେ ଏକ ଶିଆ ଧାର୍ମିକସ୍ଥଳକୁ ଟାର୍ଗେଟ କରି ବିସ୍ପୋରଣ ହୋଇଛି। ଫଳରେ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦମିସ୍କର ଗ୍ରାମାଞ୍ଚଳରେ ଥିବା ସୌଏଦା ଜୌନାବ…

ନିଷ୍କାସନ ପଥ ବନ୍ଦ, ରାସ୍ତାରେ ଲହଡ଼ି ମାରୁଛି ଆବର୍ଜନା ପାଣି

ଖଣ୍ଡପଡ଼ା,୨୮ା୭(ଅଜୟ କୁମାର ମହାରଣା): ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ଖଣ୍ଡପଡ଼ା ବ୍ଳକ ବେଣାଗାଡିଆ ପଞ୍ଚାୟତ ଅଧୀନ ବେଣାଗାଡିଆ ଛକ ପୂର୍ତ୍ତ ବିଭାଗ ରାସ୍ତାଠାରୁ ତେନ୍ତୁଳାପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ପରିତ୍ୟକ୍ତ ଅବସ୍ଥାରେ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri