Home Left

ଚାନ୍ଦି ଭଣ୍ଡାରର ‘ପାର୍ଟି ଏଡିଟ୍‌’ ସମ୍ଭାର

ଭୁବନେଶ୍ୱର,୨୫।୧୨: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ପାର୍ଟି କଲେକ୍ସନ ‘ପାର୍ଟି ଏଡିଟ୍‌’ର ବ୍ୟାପକ ସମ୍ଭାରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ନବ ବର୍ଷର ଆଗମନ ପୂର୍ବରୁ ଏହି କଲେକ୍ସନକୁ ବଜାର ପ୍ରବେଶ କରାଇବା ସହ ସେଲିବ୍ରେଶନ ୱାଡ୍ରୋବ୍‌ରେ…

ପଟିଆରେ ଭିଏଲ୍‌ସିସିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୫।୧୨: ଦେଶର ଅଗ୍ରଣୀ ହେଲ୍‌ଥ କେୟାର ପ୍ଲାଟ୍‌ଫର୍ମ ଭିଏଲ୍‌ସିସିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିଏଲ୍‌ସିସିର ପୂର୍ବ ଏବଂ ବାଂଲାଦେଶର ଭିପି ଡା.ଶ୍ରୀକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।…

ଇନ୍‌ସ୍ପାୟାରର ଶୁଭାରମ୍ଭ

ଭୁବନେଶ୍ୱର,୨୫।୧୨: ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ଇନ୍‌ସ୍ପାୟାର’ ପ୍ରୋଗ୍ରାମ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଗ୍ରାଧିକାର ଭିତ୍ତିକ ସୁଧ ହାର, ବ୍ୟାଙ୍କ ସେବାରେ ପ୍ରାଥମିକତା ଓ ଘର ପାଖରେ ବ୍ୟାଙ୍କ…

ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ମଡେଲ ଘରୋଇ ବଜାରରେ ଭଲ କାରବାର କରୁଥିବାବେଳେ ବିଭିନ୍ନ କାରଣ ଓ କଞ୍ଚାମାଲର ଅଭାବ ଏବଂ ଦରବୃଦ୍ଧିରୁ ମିକୁଳିବା ପାଇଁ କମ୍ପାନୀ ୨୦୨୪…

ଡିପ୍‌ଫେକ୍‌-ନୂଆ ଆତଙ୍କ

ପ୍ରକାଶ ତ୍ରିପାଠୀ   ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳ ଦିନକୁ ଦିନ ବ୍ୟାପକ ହେଉଛି। ଇଣ୍ଟରନେଟ ଦ୍ୱାରା ଆମର ଜୀବନଯାପନ ପ୍ରଣାଳୀ ସହଜ ଓ ସରଳ ତ ହେଉଛି ସତ, ମାତ୍ର ଏହାଦ୍ୱାରା ସୃଷ୍ଟ ଅନେକ…

ଖ୍ରୀଷ୍ଟମାସ ଓ ଯିଶୁ

ହରିଶ୍‌ ଚନ୍ଦ୍ର ଅରିଶଲ୍ୟ   ବାଇବେଲ କହେ, ”କାରଣ ଈଶ୍ୱର ଜଗତକୁ ଏପରି ପ୍ରେମକଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ର(ପ୍ରଭୁ ଯିଶୁ)ଙ୍କୁ ଦାନକଲେ। ଏଣୁ ଯେକେହି ତାହାଙ୍କଠାରେ ବିଶ୍ୱାସ କରିବ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“…

ଅସ୍ୱାଭାବିକ ବିନ୍ଦୁରେ କଶ୍ମୀର

ଜମ୍ମୁ ଓ କଶ୍ମୀରର ଦ୍ୱୈତ ଜିଲା ପୁଞ୍ଚ୍‌ ଓ ରଜୌରିବାସୀ ଏବେ ୧୯୯୦ ସମୟର ଉଗ୍ରବାଦ ପରିସ୍ଥିତିକୁ ସାମ୍ନା କଲାଭଳି ଅବସ୍ଥାରେ ପହଞ୍ଚତ୍ଥିବା ମନେହେଉଛି। କାରଣ ଏହିସବୁ ଅଞ୍ଚଳରେ ଗୋଟିଏ ବର୍ଷ ମଧ୍ୟରେ ୪ଟି ବଡ଼ ଏନ୍‌କାଉଣ୍ଟରରେ ୨୦ ଜଣ ଯବାନ,…

ଦେଶର ସବୁଠାରୁ ମହଙ୍ଗା ଗୀତିକାର, ଗୋଟିଏ ଗୀତ ଲେଖିବାକୁ ନେଉଛନ୍ତି ୨୦ ଲକ୍ଷ ଟଙ୍କା!

ମୁମ୍ବାଇ: ସେହି ଦିନ ସବୁ ଅତିତ ହେଲାଣି ଯେଉଁ ଦିନ କେବଳ ଅଭିନେତା ଏବଂ ଅଭିନେତ୍ରୀମାନେ ଚଳଚ୍ଚିତ୍ରରେ କାମ କରିବା ପାଇଁ ବିପୁଳ ଫି ଆଦାୟ କରୁଥିଲେ। ସଂଗୀତକାର ଏବଂ ଗୀତିକାରମାନେ ମଧ୍ୟ ଭାରତୀୟ ସିନେମାର ଉନ୍ନତିରୁ ବହୁ ଉପକୃତ ହୋଇଛନ୍ତି।…

ଭିତରକନିକା ବୁଲିଲେ ୨୫୧୯ ପର୍ଯ୍ୟଟକ

ରାଜନଗର, ୨୫ା୧୨ (ଭାସ୍କର ରାଉତରାୟ): ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସୁଛନ୍ତି। ରବିବାର ଛୁଟିଦିନ ଥିବାରୁ ଭିତରକନିକାର ବିଭବକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୬୧ଟି…

ନୂଆ ରୂପରେ ଷ୍ଟଲ୍‌ଓ୍ବାର୍ଟ ଯଯାତି

ଭୁବନେଶ୍ୱର, ୨୫।୧୨: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ(ଏସ୍‌ପିପିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଟେଲ ‘ଷ୍ଟଲଓ୍ବାର୍ଟ ଯଯାତି’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ପିପିଏଲ୍‌ର ନିର୍ଦ୍ଦେଶିକା ରୁକ୍ମିଣୀ…

ଖାଉଟିଙ୍କୁ ଠକୁଛି ସ୍ମାର୍ଟ ପଏଣ୍ଟ

ମାଲକାନଗିରି,୨୫ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରରେ ଥିବା ସ୍ମାର୍ଟ ପଏଣ୍ଟ ଦୋକାନ ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଠକୁଥିବା ଅଭିଯୋଗ ଆଣିଲେ ଜଣେ ଗ୍ରାହକ। ସୂଚନା ଅନୁଯାୟୀ, ଜିଲା ସଦର ମହକୁମା ସୁକୁମା ବାଇପାସ୍‌ ଛକ ନିକଟରେ ରିଲିଆନ୍ସ ସ୍ମାର୍ଟ ପଏଣ୍ଟ…

ଏକାମ୍ର କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ପୁରୁଣା ଭୁବନେଶ୍ୱର, ୨୫।୧୨ (ସୁବାସ ଚନ୍ଦ୍ର ପ୍ରଧାନ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ କେଶୁରା ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଏକାମ୍ର କପ୍‌ ଟେନିସ ବଲ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଶହୀଦ ନଗର ଦଳ ୪ ଉଇକେଟରେ ସମରସେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?