ଜାଣନ୍ତୁ ଏହି ରାଶିମାନଙ୍କ ପାଇଁ କେମିତି ରହିଛି ନୂଆବର୍ଷ

ଆସନ୍ତାକାଲି ବଦଳିଯିବ କ୍ୟାଲେଣ୍ଡର। ଆରମ୍ଭ ହେବ ଆଉ ଏକ ବର୍ଷ। ଏହି ନୂଆବର୍ଷକୁ ନେଇ ଅନେକ ଲୋକ ଅନେକ କିଛି ଭାବିଥାନ୍ତି। ଲୋକଙ୍କର ବିଶ୍ୱାସ ରହିଥାଏ ବର୍ଷର ଆରମ୍ଭ ଦିନ ଯଦି ଭଲରେ କଟେ ତେବେ ବର୍ଷସାରା କେବଳ ଭଲ ହିଁ ଭଲ ହୋଇଥାଏ। ତେବେ ଜ୍ୟୋତିର୍ବିଦ୍‌ ରୁଚି ଶର୍ମା କେଉଁ ରାଶିମାନଙ୍କ ପାଇଁ ଏହି ନୂଆବର୍ଷ ଶୁଭଫଳ ନେଇ ଆସିଛି ସେ ସମ୍ପର୍କରେ କ’ଣ କହିଛନ୍ତି ଜାଣନ୍ତୁ …

ମେଷ: ନୂଆବର୍ଷଟି ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହି ଦିନଟି ଚାକିରିଆଙ୍କ ପାଇଁ ବହୁତ ଶୁଭଫଳ ଦେବ। ସେମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ସେହିପରି ବେପାର ବଣିଜ କରୁଥିବା ଏହି ରାଶିର ଲୋକମାନେ ନୂଆବର୍ଷରେ ଟିକେ ସତର୍କତା ଅବଲମ୍ବନ କରିବେ। କାହାକୁ ଅଧିକ ବିଶ୍ୱାସ କରିବେ ନାହିଁ। ନଚେତ ପରବର୍ତ୍ତୀ ମୁହୂର୍ତ୍ତରେ ମନସ୍ତାପ କରିବେ।

ବୃଷ: ଏହି ରାଶିର ବ୍ୟକ୍ତିବିଶେଷମାନେ ନୂଆ ଚାକିରିର ସନ୍ଧାନ କରିବେ। ନୂଆ ଚାକିରି ମିଳିବା ପରେ ପୁରୁଣା ଚାକିରି ଛାଡ଼ନ୍ତୁ।

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ନୂଆବର୍ଷରେ କିଛି ବାଦ ବିବାଦ ଦେଖାଦେବ। ତେଣୁ ସତର୍କତା ଅବଲମ୍ବନ କରିବା ଜରୁରୀ। ସ୍ବାସ୍ଥ୍ୟ ଖରାପ ରହିବ। ପେଟଜନିତ ରୋଗର ଶିକାର ହେବେ।

କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ଏହି ଦିନଟି ବହୁତ ଭଲ ରହିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ ନୂଆବର୍ଷରେ ଅଧିକ କାମ କରିବାକୁ ପଡ଼ିବ। ନୂଆ ଚାକିରି ସନ୍ଧାନରେ ଥିଲେ ଖୁବ୍‌ଶୀଘ୍ର ମିଳିଯିବ। ବେପାର କରୁଥିବା ଲୋକ ଆଜିର ଦିନରେ ସାବଧାନ ରୁହନ୍ତୁ। ଚୋରି ହେବାର ସମ୍ଭାବନା ରହିଛି।

ମୀନ: ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ନୂଆ ଚାକିରି ଖୋଜନ୍ତୁ। ଆପଣଙ୍କୁ ଖୁବ୍‌ ଶୀଘ୍ର ନୂଆ ଚାକିରି ସମ୍ବନ୍ଧିତ ଖୁସିଖବର ମିଳିଯିବ। ବେପାର ବଣିଜ କରୁଥିବା ଲୋକମାନେ ବ୍ୟବସାୟରେ ଲାଭବାନ ହେବେ। ବେପାରକୁ ଆହୁରି ଅଧିକ ବଢ଼ାଇବା ପାଇଁ ଚିନ୍ତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri