Home Left

‘ହର ଘର ତ୍ରିରଙ୍ଗା’

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୬ତମ ସ୍ବଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଡାକ ନିର୍ଦ୍ଦେଶାଳୟ…

ମିନି ଷ୍ଟାଡିୟମର ନାମକରଣକୁ ନେଇ ତେଜିଲା ବିବାଦ

ମୋରଡା,୧୧।୮(ସ୍ମାରକ ମାଜୀ): ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଶନିବାର ମୟୂରଭଞ୍ଜ ଜିଲା ମୋରଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ବ୍ଲକର ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହେଲେ ମିନି ଷ୍ଟାଡିୟମର…

କେବିସିର ପ୍ରତି ଏପିସୋଡ ଶୁଟିଂ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଅମିତାଭ

ମୁମ୍ବାଇ: ଟେଲିଭିଜନ ରିୟଲିଟି ସୋ ‘କୌନ ବେନଗା କରୋଡ ପତି’ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। କେବିସି ହେଉଛି ଦେଶର ଦୀର୍ଘତମ ଚାଲୁଥିବା ରିଆଲିଟି ସୋ ମଧ୍ୟରୁ ଅନ୍ୟତମ। ଏହା ୨୦୦୦ମସିହାରେ ଆରମ୍ଭ ହୋଇଥିଲା ଏବଂ…

ଟିମ୍ ଇଣ୍ଡିଆରେ ମିଳିଲାନି ସୁଯୋଗ, ଧାଓ୍ବନ କହିଲେ…

ନୂଆଦିଲ୍ଲୀ, ୧୧। ୮: ବିସିସିଆଇ ପକ୍ଷରୁ ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ଏସିଆନ୍ ଗେମ୍ସ ଲାଗି ଦଳ ଘୋଷଣା କରାଯାଇଛି। ଏଥିରେ ବରିଷ୍ଠ ଖେଳାଳି ଶିଖର ଧାଓ୍ବନ ଙ୍କୁ ନେତୃତ୍ବ ମିଳିବା ନେଇ କଳ୍ପନା ଜଳ୍ପନା କରାଯାଉଥିଲେ ହେଁ ତାଙ୍କୁ ବାଦ୍ ଦିଆଯାଇଛି।…

କେବିସି ୧୫: ବଦଳିବ ଲାଇଫ ଲାଇନ, ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଅଗଷ୍ଟ ୧୪ରେ କୌନ ବନେଗା କରୋଡପତି ୧୫ସହ ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି। ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି। ସେଟ ଡିଜାଇନଠାରୁ ଅମିତାଭଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ…

ମୋଦି ଡିଗ୍ରୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି

ଅହମ୍ମଦାବାଦ,୧୧।୮: ଗୁଜରାଟ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଏପି ନେତା ସଞ୍ଜୟ ସିଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କ ଅପରାଧିକ ମାନହାନି ମକଦ୍ଦମା ମାମଲାରେ ଅନ୍ତରୀଣ ରୋକ…

ମଣିପୁର ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ କହିଲେ ପାର୍ଲାମେଣ୍ଟରେ ୨ ଘଣ୍ଟା ଉପହାସ କଲେ, ସେନା ୨ ଦିନରେ ପରିସ୍ଥିତିକୁ ସମ୍ଭାଳି ପାରିଥାଆନ୍ତେ

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଏକ ପ୍ରେସ କନଫରେନ୍ସର ଆୟୋଜନ କରିଛନ୍ତି। ସେ କହିଛନ୍ତିି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ୨ ଘଣ୍ଟା ୧୩ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ, ଯାହାର ଶେଷରେ ୨ ମିନିଟ ମଣିପୁର…

ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ବରଗଡ଼,୧୧।୮(ପ୍ରୋମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୁମର ବେହେରାଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି। ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ…

ଶେଷ ହେବ ରାଜଦ୍ରୋହ ଆଇନ: ଅମିତ ଶାହା

ନୂଆଦିଲ୍ଲୀ,୧୧।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଘୋଷଣା କରିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗତ କିଛି ଦଶକ ହେବ ଚାଲି ଆସୁଥିବା ଏହି ଆଇନକୁ…

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଅହମ୍ମଦାବାଦ,୧୧।୮: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବାବଲା- ବାଗୋଦରା ହାଇଓ୍ବେରେ ଏକ ମିନି ଟ୍ରକ୍‌-ଟ୍ରକ୍‌ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ଅହମ୍ମଦାବାଦ ଗ୍ରାମୀଣର ଏସପି ସୂଚନା ଦେଇଛନ୍ତି।

ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ

ଏସିଆ କପ୍‌ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଇସିସିର ହସ୍ତକ୍ଷେପ ଫଳରେ ଟୁର୍ନାମେଣ୍ଟକୁ ହାଇବ୍ରିଡ୍‌…

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା

ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଅନଲାଇନ ମେମ୍ବରଶିପ ପୋଷ୍ଟ ସୋସିଆଲ ମିଡିଆରେ ସେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri