ଆଜି ଚେନ୍ନାଇ-ଗୁଜରାଟ ଫାଇନାଲ ମୁକାବିଲା
ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ସିଜନ-୨ର ଫାଇନାଲ ଶନିବାର ଚେନ୍ନାଇ କୁଇକ୍ ଗନ୍ସ ଓ ଗୁଜରାଟ ଜାଏଣ୍ସ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍ରେ ପରସ୍ପରକୁ ଭେଟିବେ…
ପାକିସ୍ତାନରେ ଲିଭ-ଇନ୍ରେ ରହିପାରିବେନି ପ୍ରେମୀଯୁଗଳ
ଇସ୍ଲାମାବାଦ୍: ଦୁନିଆରେ ଅନେକ ଦେଶ ଅଛି, ଯେଉଁଠି ବିଭିନ୍ନ ଆଇନ କାନୁନ ରହିଛି। କେଉଁଠି କେଶ କାଟିବାକୁ ଅନୁମତି ନିଆଯାଏ ତ ଆଉ କେଉଁଠି ଟିଭି ଚଳାଇବାକୁ ନିଆଯାଏ ଅନୁମତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଲିଭ-ଇନ୍ରେ ରହିବା…
ଭକ୍ତ କୌଣସି ଦିନ ଅଯୋଧ୍ୟା ଯାଇପାରିବେ: ଖାର୍ଗେ
ନୂଆଦିଲ୍ଲୀ,୧୩ା୧: ଜାନୁଆରୀ ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ମନା କରିବା ପରେ ଭାଜପା ନେତାମାନେ ବିରୋଧୀ ଦଳକୁ ସମାଲୋଚନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର କହିଛନ୍ତି, ଭଗବାନ…
୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା
ହାଭେରି,୧୩।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରାଇବା…
‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’
ନୂଆଦିଲ୍ଲୀ,୧୨।୧: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ସଚିନଙ୍କ ନାମରେ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକ ରେକର୍ଡ ରହିଛି। ଏଣୁ କୋହଲି ତାଙ୍କ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ବୋଲି…
ବଏକଟ ପ୍ରଭାବ,ଦୈନିକ ୮.୬୪ କୋଟି ଟଙ୍କାର କ୍ଷତି ସହୁଛି ମାଳଦ୍ୱୀପ
ନୂଆଦିଲ୍ଲୀ,୧୨।୧: ନିକଟରେ ମାଳଦ୍ୱୀପ ସରକାରଙ୍କ କିଛି ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାପରଠାରୁ ‘ବଏକଟ ମାଳଦ୍ୱୀପ’ ଟ୍ରେଣ୍ଡ କରି ଆସୁଥିବା ବେଳେ ତା’ର ପ୍ରଭାବ ମଧ୍ୟ ପଡ଼ୁଥିବା ଦେଖାଯାଇଛି। ଦେଶକୁ ପ୍ରତିଦିନ କୋଟି…
ଷଣ୍ଢକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ବାଲିଆପାଳ, ୧୨।୧(ଅମୂଲ୍ୟ କୁମାର ଦାସ)-ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଡିଗ୍ରିପାହୀ ଗ୍ରାମରେ ଏକ ଷଣ୍ଢକୁ କେହି ଅଜଣା ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗୁରୁତର ଅବସ୍ଥାରେ ଷଣ୍ଢକୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରାଣୀ ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି। ଷଣ୍ଢ…
ମିଲିସିଆ ସେକ୍ସନ କମାଣ୍ଡର ଶାମେଲଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୨ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀ ସଙ୍ଗଠନ ମିଲିସିଆ ସେକ୍ସନର କମାଣ୍ଡର ଶାମେଲ ତେଲାମ ଓରଫ ମିଥୁନ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୋଲିସ ପକ୍ଷରୁ ମାଓବାଦୀ ଦମନ ସମୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ…
କାମାକ୍ଷାନଗର ବାର୍ ଆସୋସିଏଶନ୍ ନିର୍ବାଚନ ମାମଲା: ବାର୍ ସଭାପତି, ନିର୍ବାଚନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍ ଆସୋସିଏଶନ୍ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସଭାପତି…
ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ଘଟଣା: ୭ ଜଣଙ୍କ ବିରୋଧରେ ଗଣବଳାତ୍କାର ମାମଲା
ହାଭେରି,୧୨।୧: କର୍ନାଟକର ହାଭେରି ଜିଲାରେ ଏକ ହୋଟେଲ ମଧ୍ୟରେ ଜବରଦସ୍ତ ପ୍ରବେଶ କରି ଆନ୍ତଃଧର୍ମ ଦମ୍ପତିଙ୍କୁ ମାଡ଼ ମାରିଥିବା ୭ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ପୀଡ଼ିତା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରାଇବା…
୬ ମହିଳା ବିଚାରପତିଙ୍କୁ ବହିଷ୍କାର ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ବିଚାରକୁ ନେଲେ
ନୂଆଦିଲ୍ଲୀ,୧୨।୧: ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ୬ ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟକୁ ପଠାଇଥିବା ଆବେଦନପତ୍ରକୁ ଜଷ୍ଟିସ୍…
ସାର୍ବଜନୀନ ସ୍ଥାନରେ ଚଳନ୍ତା ଗାଡି ଉପରେ ଫୁଟାଇଲେ ବାଣ, ଆଉ ତା’ ପରେ…
ନୋଏଡା,୧୨।୧: ଗ୍ରେଟର ନୋଏଡା ଫେଜ୍-୨ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗ ଝିଅର ଜନ୍ମଦିନକୁ ଯାଉଥିବା କିଛି ଯୁବକମାନେ ଗାଡିର ଛାତରେ ବାଣ ଫୁଟାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅର୍ଥାତ୍ ଟ୍ରାଫିକ୍ରେ ଏପରି କାଣ୍ଡ ଘଟିବାରୁ ଆଖପାଖରେ ଯାଉଥିବା ଲୋକମାନେ…

