Home Left

ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ କରୁଥିବାବେଳେ…

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ…

ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ…

ବାମହାତୀ ବ୍ୟକ୍ତି ଅଧିକ ସଫଳ

ଅଧିକାଂଶ ଲୋକ ଡାହାଣ ହାତରେ ସବୁ କାର୍ଯ୍ୟ କରୁଥିବା ବେଳେ କିଛି ଲୋକ ବାମହାତରେ ମଧ୍ୟ ସେଇ ସମାନ କାର୍ଯ୍ୟ କରିଥା’ନ୍ତି। ସେମାନଙ୍କୁ ଲେଫ୍ଟି (ବାମହାତୀ )ବୋଲି କୁହାଯାଇଥାଏ। ପୃଥିବୀରେ ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦% । ଏଭଳି ବ୍ୟକ୍ତିଙ୍କ…

ଭାଜପା ନେତ୍ରୀ ହତ୍ୟା ଘଟଣାରେ ସ୍ବାମୀ ଗିରଫ

ନାଗପୁର, ୧୩।୮: ନାଗପୁରର ମହିଳା ଭାଜପା ନେତ୍ରୀ ସାନା ଖାନ୍‌ ହତ୍ୟା ଘଟଣାରେ ତାଙ୍କ ସ୍ବାମୀ ଅମିତ ସାହୁଙ୍କୁ ପୋଲିସ ମଧ୍ୟପ୍ରଦେଶର ଜବଲପୁରରୁ ଗିରଫ କରିଛି। ଅମିତ ଏହି ଅପରାଧ ଘଟଣାଇଥିବା ସ୍ବୀକାର କରିଥିବାବେଳେ ପୋଲିସ ତାଙ୍କୁ ଓ ତାଙ୍କର ଜଣେ…

ପୋକ୍ସୋ, ଏସ୍‌ସି/ଏସ୍‌ଟି ଆଇନର ଦୁରୁପଯୋଗ କରୁଛନ୍ତି ମହିଳା

ଲକ୍ଷ୍ନୌ,୧୩।୮: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଅନୁସୂଚିତ ଜାତି, ଜନଜାତି (ଅତ୍ୟାଚାର ନିରାକରଣ) ଆଇନ (ଏସ୍‌ସି/ଏସ୍‌ଟି ଆଇନ)ରେ ଥିବା ଆଇନଗତ ବ୍ୟବସ୍ଥାର ଦୁରୁପଯୋଗ କରାଯିବା ସହ ମିଥ୍ୟା ଅଭିଯୋଗ କରାଯାଉଥିବା ନେଇ ଆଲ୍ଲାହାବାଦ ହାଇକୋର୍ଟ ଗଭୀର ଅସନ୍ତୋଷ…

ହାଇକୋର୍ଟର ୨୪ ବିଚାରପତିଙ୍କ ବଦଳି ପାଇଁ କଲେଜିୟମ୍‌ର ସୁପାରିସ

ନୂଆଦିଲ୍ଲୀ,୧୩।୮(ପି.ଟି.): ଗୁଜରାଟ ହାଇକୋର୍ଟ ବିଚାରପତି ହେମନ୍ତ ଏମ୍‌. ପ୍ରଚ୍ଛକଙ୍କ ସମେତ ବିଭିନ୍ନ ହାଇକୋର୍ଟର ମୋଟ ୨୪ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ…

ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସୁଧା ମୂର୍ତ୍ତି, ଶଙ୍କର ମହାଦେବନ

ନୂଆଦିଲ୍ଲୀ,୧୩।୮(ପି.ଟି.):  ନୂଆ ପାଠ୍ୟକ୍ରମ ଅନୁଯାୟୀ ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଲାଗି ଏନ୍‌ସିଇଆର୍‌ଟି ଏକ ନୂଆ କମିଟି ଗଠନ କରିଛି। ସେଥିରେ ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ସୁଧା ମୂର୍ତ୍ତି, ସଙ୍ଗୀତ ବିଶାରଦ ଶଙ୍କର ମହାଦେବନ, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ସମେତ ୧୯ ସଦସ୍ୟ…

ପରିଚୟ ଦେଇଛି ବାଲୁକା କଳା

ପଢ଼ାବେଳେ ଛୁଟିଦିନମାନଙ୍କରେ ପୁରୀ ବେଳାଭୂମିରେ ସେ ସମୟ କାଟୁଥିଲେ। ସାଙ୍ଗସାଥୀଙ୍କ ସହ ମିଶି ସମୁଦ୍ର ପାଣିରେ ଗାଧୋଇବା ଓ ବାଲିରେ ଘର ତୋଳିବା ତାଙ୍କୁ ଆନନ୍ଦ ଦେଉଥିଲା। ହେଲେ କୌଣସି ବାଲୁକା ଶିଳ୍ପୀଙ୍କ ଦ୍ୱାରା ବେଳାଭୂମିରେ ନିର୍ମିତ ବାଲୁକା କଳା ଥିଲା…

ମନ ବଦଳାଏ ରଙ୍ଗ

ନିଜ ଆଉଟ୍‌ଫିଟ୍‌ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍‌ ନୁହେଁ, କିଭଳି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ପ୍ରେଜେଣ୍ଟେବଲ୍‌ ଲୁକ୍‌ ମିଳିବା ସହ ପର୍ସନାଲିଟି ଅଧିକ ଆକର୍ଷଣୀୟ ଲାଗିବ, ସେଥିପ୍ରତି ସେମାନେ ଭାରି ସଜାଗ। କାରଣ…

ଜଘନ୍ୟ ଅପରାଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପ୍ରସ୍ତାବିତ ଆଇନ: ହତ୍ୟା ଅପରାଧ ନିମନ୍ତେ ରହିବ ଧାରା ୧୦୧

ନୂଆଦିଲ୍ଲୀ,୧୩।୮: ଭାରତୀୟ ଦଣ୍ଡ ସଂହିତା, ୧୮୬୦ ବଦଳରେ ଅଣାଯିବାକୁ ଥିବା ଭାରତୀୟ ନ୍ୟାୟ ସଂହିତାରେ ଆତଙ୍କବାଦ ଏବଂ ସଂଗଠିତ ସିଣ୍ଡିକେଟ୍‌ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧକୁ ରୋକିବା ଲାଗି ଅନେକ ସ୍ବତନ୍ତ୍ର ବ୍ୟବସ୍ଥା ରଖାଯାଇଛି। ଏଭଳି ଅପରାଧରୁ ହେଉଥିବା ଆର୍ଥତ୍କ ଉପାର୍ଜନକୁ…

କନ୍ଧମାଳ ମହୋତ୍ସବକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ଫୁଲବାଣୀ, ୧୩ା୮(ରାକେଶ କୁମାର ରାଉତ)କନ୍ଧମାଳ ମହୋତ୍ସବ ନାଁକୁ ନେଇ ଏବେ ଜିଲାରେ ଜୋରଦାର ଚର୍ଚ୍ଚା ା ଜିଲା ଉତ୍ସବ ଭାବେ ପରିଚିତ କନ୍ଧମାଳ ମହୋତ୍ସବ ନାଁରେ ଏବେ ଆଉ ଗୋଟିଏ ସଙ୍ଗଠନ ଏହି ଉତ୍ସବ କରିବାକୁ ଯାଉଛି ା ୧୩ ତାରିଖରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri