Home Left

କର୍ନାଟକ କଂଗ୍ରେସର ୪୫ ନେତା ଆମ ଯୋଗାଯୋଗରେ ଅଛନ୍ତି: ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୯: କର୍ନାଟକରେ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ। ଜାନୁଆରୀ ପରେ ସିଦ୍ଦରମୈୟା ସରକାର ଆଉ ରହିବ ନାହିଁ ବୋଲି ଦାବି କରାଯାଉଛି। ଭାଜପା ବିଧାୟକ ବାସନାଗୌଡା ଆର ପାଟିଲ ଏକ ଦାବି କରିଛନ୍ତି। ବାସନାଗୌଡା କହିଛନ୍ତି ଯେ, ତାଙ୍କ ଦଳ ସହିତ…

ବାଉଁଶ ଦେଇଛି ଜୀବିକା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବାଉଁଶ ଦେଇଛି ଜୀବିକା, ପାଲଟିଛି ବେସାହାରାଙ୍କ ସାହାରା। ଗାଁର ସୁରକ୍ଷା ବାଡ଼ଠାରୁ ଆରମ୍ଭ କରି ଘର ଛପର, ଘରୋଇ ଉପକରଣ ଓ ସାଜସଜ୍ଜା ସାମଗ୍ରୀଠାରୁ ସହରର ନଭଶ୍ଚୁମ୍ବୀ କୋଠା ନିର୍ମାଣ, ସବୁଥିରେ ବାଉଁଶର ବ୍ୟବହାର ହେଉଛି। ତେଣୁ ଭାରତରେ…

ନୂଆ ସଂସଦ ଭବନ ଏଣ୍ଟ୍ରି ଗେଟରେ ଲାଗିଛି ହାତୀ, ଘୋଡା, ଗରୁଡ ଷ୍ଟାଚ୍ୟୁ, ବାସ୍ତୁଶାସ୍ତ୍ର ସହ ରହିଛି କନେକଶନ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନର ପ୍ରକ୍ରିୟା ୧୯ ସେପ୍ଟେମ୍ବର ମଙ୍ଗଳବାରଠାରୁ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ଏହି ନୂତନ ନିର୍ମିତ କୋଠାର ସ୍ଥାପତ୍ୟ କେବଳ ଦାସତ୍ୱର ପ୍ରତୀକରୁ ମୁକ୍ତିର ସଙ୍କେତ ନୁହେଁ, ଏହାସହ ହଜାର ହଜାର ବର୍ଷର ଭାରତୀୟ ସ୍ଥାପତ୍ୟ…

ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନକୁ ନେଇ କୌଣସି ଉଲ୍ଲେଖ ନାହିଁ

ନୂଆଦିଲ୍ଲୀ,୧୮।୯: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ସୋମବାର ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବାର କିଛି ସପ୍ତାହ ପରେ ହିଁ ସ୍ବତନ୍ତ୍ର ଅଧିବେଶନର ଘୋଷଣା କରାଯାଇଥିଲା। ସରକାର ଏହି ଅଧିବେଶନର ପ୍ରସ୍ତାବିତ ଏଜେଣ୍ଡା ଉପସ୍ଥାପନ…

ମୋଦି ଦେଶର ସବୁଠାରୁ ବଡ ବ୍ୟକ୍ତି: ଆଜମ ଖାନ୍‌

ନୂଆଦିଲ୍ଲୀ,୧୮।୯: ଗତ ସପ୍ତାହରେ ଆୟକର ବିଭାଗ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ରାମପୁର ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି କାର୍ଯ୍ୟ ତିନି ଦିନ ପର୍ଯ୍ୟନ୍ତ ଚାଲିଲା। ଏହି ଚଢାଉ…

ଦୁନିଆର ସବୁଠୁ ସ୍ବାଦିଷ୍ଟ ହୋଟେଲ, ଏଠାକୁ ଖାଇବା ପାଇଁ ଯାଉଥିଲେ ଚର୍ଚ୍ଚିଲ-ଆଇନ୍‌ଷ୍ଟାଇନଙ୍କ ପରି ମହାନ ବ୍ୟକ୍ତି

ଭାରତ ଏବଂ ପାକିସ୍ତାନ ସମେତ ଦୁନିଆର ଅନେକ ଦେଶ ସେମାନଙ୍କର ସୁସ୍ବାଦୁ ଖାଦ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାରେ ଏପରି ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଅଛି, ଯେଉଁଠାରେ ଆପଣ ଖାଦ୍ୟ ଖାଇବା ପରେ ଖୁସି ହେବେ। କିନ୍ତୁ ଆଜି ଆମେ…

ଗଞ୍ଜାମରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢୁଛି

ଛତ୍ରପୁର,୧୮ା୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ରୋକିବାକୁ ସଚେତନତାଠାରୁ ଆରମ୍ଭ କରି ଏନଫୋର୍ସମେଣ୍ଟ, ସଡକ ସୁରକ୍ଷା କମିଟି ବୈଠକ ନିୟମିତ ହେଉଥିଲେ ମଧ୍ୟ ସୁଧାର ଆସୁନି। ଏ ନେଇ…

ସଚେତନ କରୁନି ଉଦ୍ୟାନ ବିଭାଗ

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ଉଦ୍ୟାନ କୃଷି ବିଭାଗ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛି। ହେଲେ ସଚେତନତା ଅଭାବରୁ ଚାଷୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଜାଣି ପାରୁନି। ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଉ ନ ଥିବା…

ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ…

ଆବାସ ଯୋଜନାରୁ ବଞ୍ଚିତ ପ୍ରମିଳା

ଡେରାବିଶ,୧୮ା୯(ବେବର୍ତା ଅଜୟ ଦାସ): ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଜଣେ ବିଧବା ଅସହାୟା ମହିଳା ଭଙ୍ଗା ଛପର ଘରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି। ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଗୁହାରୀ କରି ମଧ୍ୟ କୌଣସି…

ଅନୁପ୍ରବେଶକାରୀଙ୍କୁ ମିଳିଛି ସରକାରୀ ଜମି

କେନ୍ଦ୍ରାପଡ଼ା,୧୮ା୯ (ଜଗନ୍ନାଥ ଧଳ): ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲାର ୫୭୯ ଜଣ ଗୃହହୀନ ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ମୋଟ ୧୩.୩୮୦ ଏକର ପତିତ ଜମି ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ତଥ୍ୟ ଅନୁଯାୟୀ ଏହି…

ଜଳବନ୍ଦୀରେ ବଳଭଦ୍ରପୁର ଗ୍ରାମବାସୀ

ଜେନାପୁର,୧୮ା୯(ଅଶୋକ ଦାସ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ୯ ନମ୍ବର ୱାର୍ଡବାସୀ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମରେ ୩୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କ କହିବା ମୁତାବକ, ପ୍ରତିବର୍ଷ ବର୍ଷା ଋତୁରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri