Home Left

ଧନୁଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହେଉଛି। ଧନୁଯାତ୍ରା ମହୋତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ…

ଭାରତରେ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାର ରାମ ମନ୍ଦିରରେ ଚଳିତ ମାସ ୨୨ ତାରିଖରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କାର୍ୟ୍ୟକ୍ରମ ଅବସରରେ ସମ୍ପୂର୍ଣ୍ଣ ଦେଶରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ସଂଘ…

୧୮ରୁ ସମୂହ ଛୁଟିରେ ଯିବେ ପ୍ରାଣୀ ଚିକିତ୍ସକ

ଛତ୍ରପୁର,୧୫ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ଆସନ୍ତା ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲା ସଂଘ ପକ୍ଷରୁ କୁହାଯାଇଛି। ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା…

ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍‌ ଆଡଭାଇସ୍‌, କହିଲେ ଏଭଳି ସିନିୟର ଥିଲେ…

ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍‌ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ…

ଦରବୃଦ୍ଧି ସତ୍ତ୍ୱେ ଗହମ ଆମଦାନୀ କରିବେ ନାହିଁ ସରକାର: ରିପୋର୍ଟ

ନୂଆଦିଲ୍ଲୀ,୧୫।୧: ଡିସେମ୍ବର ମାସରେ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ସହିତ ଗହମର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୂଲ୍ୟବୃଦ୍ଧି ପରେ ମଧ୍ୟ ଭାରତ ସରକାରଙ୍କର ଗହମ ଆମଦାନୀ ନେଇ…

ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ ଭେଟିବା…

ନିଜର ୪ ଛୁଆଙ୍କୁ ମାରିବା ପରେ ୩୦ ଲୋକଙ୍କୁ ଗୋଡେଇ କାମୁଡିଲା ପୋଷା କୁକୁର

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜରେ ଏକ ପୋଷା କୁକୁର ଆତଙ୍କ ସୃଷ୍ଟି କରିଛି। ପ୍ରଥମେ ତାର ଚାରି ପିଲାଙ୍କୁ ମାରିବା ପରେ ଗାଁର ୩୦ ଲୋକଙ୍କୁ ଗୋଡେଇ କାମୁଡିଥିଲା। କୁକୁର ଦ୍ୱାରା ଭୟଭୀତ ହୋଇ ଲୋକମାନେ ତାକୁ ହତ୍ୟା କରିଥିଲେ। ମୋହନଲାଲଗଞ୍ଜର…

ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଯଦି କରିନାହାନ୍ତି ତେବେ କରିନିଅନ୍ତୁ ଏହି କାମ, ସହଜରେ ହୋଇଯିବ ଆବେଦନ

ନୂଆଦିଲ୍ଲୀ,୧୫।୧: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ ସମସ୍ତ ଡାକ୍ତରଖାନାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ଅଟେ। ଏଥିପାଇଁ ଆପଣଙ୍କୁ…

ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି; ଆଇଟି ଶେୟାରରେ ଦେଖିବାକୁ ମିଳିଲା ଉତ୍ସାହ

ମୁମ୍ବାଇ,୧୫।୧: ଭାରତୀୟ ପୁଞ୍ଜି ବଜାରରେ ସୋମବାର ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଘରୋଇ ଆଇଟି କମ୍ପାନୀ ଗୁଡିକର ଶେୟାର ବୃଦ୍ଧି ସହିତ ଉଭୟେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁଛି।…

୩ ଦିନ ହେଲା ରାଜଧାନୀ ଦିଲୀରେ ଖସୁଛି ପାରଦ: ଚିନ୍ତା ବଢାଉଛି ଘନ କୁହୁଡ଼ି

ନୂଆଦିଲ୍ଲୀ,୧୫।୧: ରାଜଧାନୀ ଦିଲ୍ଲୀରେ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ, ସୋମବାର ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୩ଡିଗ୍ରୀକୁ ଖସି ଆସିଛି। ଏପରିକି ଲୋଧି ରୋଡ଼ରେ ତାପମାତ୍ରା ୩.୧ ଡିଗ୍ରୀକୁ ହ୍ରାସ…

ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୧୫।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କ ବିଧାୟକଙ୍କ ଅଯୋଗ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ଜାନୁଆରୀ ୧୦ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା…

ପଞ୍ଚତାରକା ହୋଟେଲରେ ଏନ୍‌ଆର୍‌ଆଇ ମହିଳାଙ୍କୁ ବଳାତ୍କାରକଲେ ସିଇଓ

ନୂଆଦିଲ୍ଲୀ,୧୫।୧: ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଜଣେ ଏନ୍‌ଆର୍‌ଆଇ ମହିଳାଙ୍କୁ ତାଙ୍କର ଜଣେ ସହକର୍ମୀ ତଥା ସିଇଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନୂଆଦିଲ୍ଲୀର ଏକ ଘରୋଇ ସଂସ୍ଥାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?