Home Left

ଚାଇନାରେ ବନ୍ୟା ସହ ଭୂସ୍ଖଳନ, ୨୧ ମୃତ

ବେଜିଂ,୧୪।୮: ଚାଇନା ସାନକ୍ସିର ସିଆନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଫଳରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର…

ଲିଜାର୍ଡ ଡେ’

ଆଜି ଅଗଷ୍ଟ ୧୪ ଓ୍ବାର୍ଲଡ ଲିଜାର୍ଡ ଡେ’। ବିଶ୍ୱରେ ପ୍ରାୟ ୬ହଜାର ଲିଜାର୍ଡ ପ୍ରଜାତିର ସରୀସୃପ ଦେଖାଯାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ଅଧିକାଂଶ ସଙ୍କଟରେ ଅଛନ୍ତି। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ପର୍ଯ୍ୟନ୍ତ ସବୁ ଲିଜାର୍ଡ ପ୍ରଜାତିର। ତେବେ ଏମାନଙ୍କ…

କାକଟପୁର ଅଞ୍ଚଳରୁ ଲୋପପାଉଛି ଜଙ୍ଗଲ

କାକଟପୁର,୧୪।୮(ଶୁଭଦର୍ଶନ ମିଶ୍ର): ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଗଛ କଟା ଯିବା ମାନବ ସମାଜ ପାଇଁ ବଡ଼ ବିପଦ ସାଜିଛି। କାକଟପୁର- ନିମାପଡ଼ା ଓ କାକଟପୁର- କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଶହ ଶହ ଗଛ ରାସ୍ତା ପ୍ରଶସ୍ତୀକରଣ ନାମରେ କଟା…

ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ

ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାର୍ଯ୍ୟ ହେତୁ ଏହି ଡ୍ରେନର ସ୍ଥାୟିତ୍ୱକୁ…

ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍‌

ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ ଦେବା…

‘ଶାନ୍ତି ପାଇଁ ଭାରତ ବିପଦ’, ବିଷ ଓଗାଳିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ,୧୪।୮: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କାଶ୍ମୀରର ଆଳାପ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି ଏବଂ କହିଛନ୍ତି ଯେ ଭାରତ ଶାନ୍ତି ଚାହେଁ ନାହିଁ। ସୋମବାର ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ…

ସଚ୍ଚିନଙ୍କ ସହ ତ୍ରିରଙ୍ଗା ଉଡାଇଲେ ସୀମା

ନୂଆଦିଲ୍ଲୀ,୧୪।୮: ଭାରତ ସୀମା ଅତିକ୍ରମ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ରବିବାର ‘ହର ଘର ତିରଙ୍ଗା’ ଅଭିଯାନରେ ଯୋଗ ଦେଇ ତାଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶର ନୋଏଡାଠାରେ ରହୁଥିବା ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ…

ଅଟ୍ରୀ ଉଷ୍ଣ ପ୍ରସ୍ରବଣ ବିକାଶ ପାଇଁ ନକ୍ସା ପ୍ରସ୍ତୁତ

ବାଘମାରୀ,୧୪।୮(ଶୁଭକାନ୍ତ ମହାପାତ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଅନତୀ ଦୂରରେ ରହିଛି ବାବା ହଟକେଶ୍ୱରଙ୍କ ପୀଠ। ଏଠାରେ ଥିବା ଅଟ୍ରୀ ଉଷ୍ଣ ପ୍ରସ୍ରବଣ ଅବହେଳିତ ଅବସ୍ଥାରେ ରହିଛି। ତେବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରତିଶ୍ରୁତି ମୁତାବକ ଏହାର…

ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ…

ପାଇପ ବିଛାଇବା ପାଇଁ ଖୋଳି ଦେଉଛନ୍ତି ଗ୍ରାମ୍ୟ ରାସ୍ତା

ଭାପୁର,୧୪।୮(ଭରତ କୁମାର ବେହେରା): ରାଜ୍ୟ ସରକାର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପର ପରିକଳ୍ପନା କରିବା ସହିତ ଏଥିପାଇଁ ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା କରିଛନ୍ତି। ତେବେ କାମ କରୁଥିବା ଠିକା ସଂସ୍ଥାର ମନମୁଖୀ କାମ…

ବିଣ୍ଡା ସିମେଣ୍ଟରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ

ନୂଆଗାଁ,୧୪।୮(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନିକଟରେ ଚାଲିଥିବା ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟରେ ବିଣ୍ଡା ସିମେଣ୍ଟ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଶୁଣିବା ପରେ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତାକୁ…

ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ

ନୟାଗଡ଼,୧୪ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶଯ୍ୟା ନ ପାଇ ବାରଣ୍ଡାରେ ଶୋଇ ଚିକିସତ୍ିତ ହେଉଛନ୍ତି। ଏଭଳି ଘଟଣା ଦିନକର ନୁହେଁ। ପ୍ରାୟ ୧୫ ଦିନ ହେଲା ଏହି ଅବ୍ୟବସ୍ଥା ଲାଗି ରହିଛି। ସେପଟେ ସରକାରୀ ରେକର୍ଡ କହୁଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri