Home Left

ଭରସା ଭାଙ୍ଗୁଛି

ଭୁବନ,୧୪।୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଭୁବନ ବ୍ଲକ କିମ୍ବା ଏନ୍‌ଏସି ନୁହେଁ, ଏହା ଉପରେ ନିର୍ଭର କରନ୍ତି ସୀମାନ୍ତ ଯାଜପୁର ଜିଲାର ରୋଗୀ। ତେବେ ବିଶେଷଜ୍ଞ ଡାକ୍ତର…

ବେଳେବେଳ ହାରିବା ଭଲ: ହାର୍ଦ୍ଦିକ ପାଣ୍ଡ୍ୟା

ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ ୩-୨ ପରାଜୟର ସମ୍ମୁଖୀନ ହୋଇଛି। ଏହି ସିରିଜର ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ବ୍ରେଣ୍ଡନ କିଙ୍ଗଙ୍କ ଅପରାଜିତ ଇନିଂସ ଆଧାରରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି।…

ପାଣି ଥାଇ ଜମି ପଡ଼ିଆ

ରାସୋଳ,୧୪।୮(ସରୋଜ ମିଶ୍ର): ଲଘୁଚାପଜନିତ ଲଗାଣ ବର୍ଷା ପରେ ଭର୍ତ୍ତି ହୋଇଛି ଡ୍ୟାମ୍‌। ମୋଟ ଜଳଧାରଣ କ୍ଷମତାର ୭୮% ପାଣି ମହଜୁଦ ଅଛି। ହେଲେ ଠିକ୍‌ ସମୟରେ ଗେଟ୍‌ ଖୋଲାଗଲାନାହିଁ କି ପାଣି ଛଡ଼ାଗଲାନାହିଁ। ଫଳରେ ଯେଉଁ ସମୟରେ ରୁଆ ବେଉଷଣ ଶେଷ…

ଲଜ୍ଜାଜନକ ରେକର୍ଡ କଲା ଭାରତ

ଫ୍ଲୋରିଡା,୧୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ଟି-୨୦ ସିରିଜରେ ଭାରତକୁ ୨-୩ରେ ପରାଜୟର ସାମ୍ନା କରିବାକୁ ପଡିଛି। ଫ୍ଲୋରିଡାଠାରେ ସିରିଜର ଶେଷ ତଥା ଅନ୍ତିମ ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ୮ ଉଇକେଟରେ ପରାସ୍ତ ହୋଇଥିଲା। ଏହି…

ହୀନସ୍ତା କରୁଛି ହନୁ

କାମାକ୍ଷାନଗର, ୧୪।୮(ସୁଧୀର ପରିଡ଼ା): ଏକ ହନୁ ମାଙ୍କଡ଼ ପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ କିଛିଦିନ ହେଲା ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ସହରକୁ ଚାଲି ଆସିଥିବା ଉକ୍ତ ହନୁ କେତେବେଳେ ପଥଚାରୀଙ୍କ ଉପରେ…

ପୃଥ୍ବୀ ଶ’ଙ୍କ କମାଲ

ଲଣ୍ଡନ,୧୪।୮:ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ଆଜିକାଲି ରୟାଲ ଲଣ୍ଡନ ୱାନ ଡେ କପରେ କାଉଣ୍ଟି ଦଳ ନର୍ଥମ୍ପଟାୟଶାୟାର ପାଇଁ ଖେଳୁଛନ୍ତି। ଶ’ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଚମତ୍କାର ଖେଳିଛନ୍ତି। ଡେବ୍ୟୁ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ…

ମୋଦିଙ୍କ ଅପିଲ ପରେ ଭାଜପା ନେତା ବଦଳାଇଲେ ‘ଏକ୍ସ’ ଡିପି

ନୂଆଦିଲ୍ଲୀ,୧୪।୮: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଜପାର ୪ ବଡ ନେତାଙ୍କ ଭେରିଫିକେଶନ ଟିକ ଉଭାନ ହୋଇଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂ ଚୌହାନ, ମନୋହର ଲାଲ ଖଟ୍ଟର। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ…

ବର୍ଷାଦିନେ ସ୍ବାସ୍ଥ୍ୟ ସମସ୍ୟା

ବର୍ଷକ ବାରମାସ। ତନ୍ମଧ୍ୟରୁ ବର୍ଷା ଚାରିମାସରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ରୋଗଗୁଡ଼ିକୁ ନିୟନ୍ତ୍ରଣ, ନିରାକରଣ ଓ ପ୍ରତିରୋଧ ପାଇଁ ଯଥା ସମୟରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମ୍ୟାଲେରିଆ: ସାରା ପୃଥିବୀରେ…

ଇତିହାସ ରଚିଲେ ସୂର୍ଯ୍ୟକୁମାର

ଫ୍ଲୋରିଡା,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ଟି-୨୦ ସିରିଜରେ ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଭଲ ଫର୍ମରେ ନଜର ଆସିଛନ୍ତି। ସେ ସିରିଜର ଅନ୍ତିମ ମ୍ୟାଚ୍‌ରେ ୬୧ ରନ ସଂଗ୍ରହ କରିଥିଲେ। ଯଦିଓ ତାଙ୍କ ଇନିଂସ…

‘ଶେଷଥର ପାଇଁ ଲାଲକିଲାରେ ତ୍ରିରଙ୍ଗା ଉଡାଇବେ ମୋଦି’, ଜେଡିୟୁର ଦାବି

ପାଟନା,୧୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୭୭ ତମ ସ୍ବାଧିନତା ଦିବସ ଅମସରରେ ରାଜଧାନୀ ଦିଲ୍ଲୀର ଲାଲକିଲାରେ ପତାକା ଉତ୍ତୋଳନ କରିବେ। ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ…

ଇତିହାସ ରଚିବ ଚନ୍ଦ୍ରୟାନ-୩

ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦ୍‌ଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଳରୁ ଉଦ୍ୟମ କରି ଆସିଛି। ରୁଷିଆର ଏକ ଯାନ ଲୁନା-୨, ୧୯୫୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ।…

ମଦୁରାଇ ଶିଳ୍ପୀଙ୍କ ବିଦାୟ

ପୂର୍ବ ସଂଖ୍ୟାରେ ଆଲୋଚିତ ହୋଇଥିଲା କୋଣାର୍କଠାରେ ମନ୍ଦିର ନିର୍ମାଣବେଳେ କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା। ପ୍ରସଙ୍ଗକ୍ରମେ ସୁନି ଓ ସମନାଥଙ୍କ ବହୁଚର୍ଚ୍ଚିତ ପ୍ରେମ କାହାଣୀର ଅବତାରଣା ଆମେ କରିଥିଲୁ। ଏହାପରେ ଦେଖିବା ଗଜପତି ଲାଙ୍ଗୁଳା ନରସିଂହଦେବଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri