Home Left

ବଡ଼ ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୩-୦ରେ ଜିତିଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୁପର ଓଭରରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ଦଳକୁ ପରାସ୍ତ କରିଛି। ରୋହିତ ଶର୍ମା ଏହି ମ୍ୟାଚରେ ଚମତ୍କାର ଶତକ ହାସଲ…

ପୁଅର ମାନସିକ ସାରି ଫେରିବା ବାଟରେ ଗଛକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଲିଗଲା ଦେଢ଼ବର୍ଷର ଶିଶୁ ପୁତ୍ରର ଜୀବନ

ପାଟଣା ,୧୮।୧(ବୀର କିଶୋର ଦାଶ)ଦେଢବର୍ଷର ଶିଶୁପୁତ୍ରର ମାନସିକ ସାରି ଫେରୁଥିଲେ। ଫେରିବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୁରୁଣିଆ ରାସ୍ତାରେ। ପୁଅର ମାନସିକ ପୂରଣ ସାରି ଘଟଗାଁ ମା…

ଲଜ୍ଜାଜନକ ରେକର୍ଡ ହାସଲ କଲେ ବିରାଟ କୋହଲି

ବେଙ୍ଗାଲୁରୁ,୧୮।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟ ଚାଲି ନ ଥିଲା। ସେ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ। କୋହଲି ସିରିଜର ପ୍ରଥମ ମ୍ୟାଚରେ ଖେଳିପାରି ନ ଥିଲେ। ଇନ୍ଦୋରରେ…

‘ପ୍ଲେୟର ଅଫ ଦ ମ୍ୟାଚ’ ହେଲେ ରୋହିତ

ନୂଆଦିଲ୍ଲୀ,୧୮।୧: ଭାରତ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ରନ୍‌ର ବରାବରି କରିଥିଲା। ଯାହା ଫଳରେ ମ୍ୟାଚ ଟାଏ ହୋଇଯାଇଥିଲା।…

କପେ କଫି ଦେଇଥାଏ ଲକ୍ଷେ ଟଙ୍କାର ଚାକିରୀ, ଇଣ୍ଟରଭ୍ୟୁବେଳେ ବିଶେଷ ଧ୍ୟାନ ଦିଅନ୍ତି ସିଇଓ

ଜବ୍‌ ଇଣ୍ଟରଭ୍ୟୁ ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନାକୁ ପଡିଥାଏ। କମ୍ପାନୀର ଯେକୌଣସି ପ୍ରକାର ଟେଷ୍ଟକୁ କ୍ରାକ୍‌ କରିବା ପାଇଁ ପ୍ରାର୍ଥୀ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଆବେଦନକାରୀଙ୍କ ମଧ୍ୟରୁ କିଛିଜଣ ଚାହାନ୍ତି କି, ଇଣ୍ଟରଭ୍ୟୁରେ କମ୍ପାନୀର ଲୋକଙ୍କୁ ଇମ୍ପ୍ରେସ…

ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …

ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ ଏବଂ…

‘ଗୋବିନ୍ଦା ସବୁଠୁ ଶ୍ରେଷ୍ଠ, ଗୋଟିଏ ଦୃଶ୍ୟରେ ସେ କନ୍ଦାଇ ଆଉ ହସାଇ ପାରନ୍ତି ’

ବମ୍ବେ: ନବେ ଦଶକର ହିଟ୍‌ ଯୋଡ଼ି ମଧ୍ୟରୁ ଗୋଟିଏ ଥିଲେ ରବିନା ଟଣ୍ଡନ ଏବଂ ଗୋବିନ୍ଦା। ଉଭୟ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି, ଯେଉଁଥିରେ ଦୁହିଁଙ୍କ କମେଡି ଦର୍ଶକଙ୍କ ମନଛୁଉଁ ଥିଲା। ବିଶେଷକରି ତାଙ୍କର ଡ୍ୟାନ୍ସ ନମ୍ବରଗୁଡ଼ିକ ବାହାବାଃ ସାଉଁଟୁଥିଲା।…

ଟିମ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍‌ ପାଇଁ ମିଳିଗଲା ଘାତକ ଅସ୍ତ୍ର

ନୂଆଦିଲ୍ଲୀ,୧୮।୧: ଭାରତୀୟ କ୍ରିକେଟର ଶିବମ ଦୁବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଦମ୍‌ଦାର ରେକର୍ଡ କରିଛନ୍ତି। ତାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଭାବେ ଚୟନ କରାଯାଇଛି। ଦୁବେ ୩ ମ୍ୟାଚରେ ୧୨୪ ରନ୍‌ ଏବଂ ୨ ଉଇକେଟ୍‌ ମଧ୍ୟ ନେଇଛନ୍ତି।…

ପ୍ରଥମଥର ପଦକ ନିଶ୍ଚିତ କଲା ଓଡ଼ିଶା

ଭୁବନେଶ୍ୱର, ୧୮।୧(ତପନ ସ୍ବାଇଁ): ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ୟୁଟିଟି ୮୫ତମ ଆନ୍ତଃ ରାଜ୍ୟ ସବ୍‌ଜୁନିୟର ଓ ଜାତୀୟ କ୍ୟାଡେଟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ପ୍ରଭାବୀ ପ୍ରଦର୍ଶନ ଯୋଗୁ ଓଡ଼ିଶା…

ଶୃଙ୍ଖଳା, ପରିଶ୍ରମର ବିକଳ୍ପ ନାହିଁ: କିଶୋର

ଭୁବନେଶ୍ବର, ୧୮ା ୧: କଳିଙ୍ଗ ଷ୍ଟାଡିୟମର ଟେନିସ ସେଣ୍ଟର ପରିସରରେ ବୁଧବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)ର ୭ମ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନାଙ୍କୁ ୨୦୨୩ର ଶ୍ରେଷ୍ଠ କ୍ରୀଡ଼ାବିତ୍‌…

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଓଏଫ୍‌ସି

ଭୁବନେଶ୍ୱର, ୧୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ଏଫ୍‌ସି ୩-୦ ଗୋଲରେ ଇଣ୍ଟର କାଶିକୁ ପରାସ୍ତ କରିଛି। ଫଳରେ ୨ ମ୍ୟାଚରୁ ୨ ବିଜୟ ସହ…

ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ

ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍‌ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା ଅନ୍ତିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?