ବାଇକ୍କୁ ଧକ୍କା ଦେଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ
ଖଲ୍ଲିକୋଟ,୨୨ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ କାର୍ ଧକ୍କା ଦେବାରୁ ବାଇକ୍ରେ ବସିଥିବା ସ୍ତ୍ରୀ ଏବଂ ସ୍ବାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ…
ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବିଷୟରେ କ’ଣ କହୁଛି ପାକିସ୍ତାନୀ ଗଣମାଧ୍ୟମ ?
ଅଯୋଧ୍ୟା,୨୨।୧: ସୋମବାର ଧୁମଧାମ୍ କାର୍ଯ୍ୟକ୍ରମରେ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ସମାରୋହ ରୀତିନୀତି କରାଯାଇଛି। ଅଯୋଧ୍ୟାରେ ଚାଲିଥିବା ରାମ ଲାଲାଙ୍କ…
ମୁଁ ଏ ପୃଥିବୀର ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି: ଯୋଗୀରାଜ
ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଆୟୋଜନ ହେଉଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି…
‘ରାମମୟ’ ହେଲା ମୁକେଶ ଅମ୍ବାନୀଙ୍କ ଘର
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନୂତନ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ସମଗ୍ର ଦେଶରେ ମନ୍ଦିରଗୁଡ଼ିକରେ ଉତ୍ସବ ଚାଲିଛି। ଦୀର୍ଘ ଲଢେଇ ପରେ ଭକ୍ତମାନେ ଶେଷରେ ସେମାନଙ୍କର ରାମ ମନ୍ଦିର ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ…
ଇତିହାସ ରଚିପାରନ୍ତି ଅଶ୍ୱିନ
ହାଇଦ୍ରାବାଦ୍,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜ ଜାନୁୟାରୀ ୨୫ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ। ଏହି କ୍ରମରେ ଭାରତର କିମ୍ବଦନ୍ତୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାର…
ଏହି ବଲିଉଡ୍ ସେଲିବ୍ରିଟିଙ୍କୁ ମିଳିନାହିଁ ରାମମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ନିମନ୍ତ୍ରଣ
ଜାନୁୟାରୀ ୨୨ ଅର୍ଥାତ୍ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାର ସାକ୍ଷୀ ହେବାକୁ ଚାହାଁନ୍ତି। କିନ୍ତୁ…
ଅଯୋଧ୍ୟାରେ ପହଞ୍ଚିଲେ ସଚିନ ତେନ୍ଦୁଲକର
ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ପ୍ରକମ୍ପିତ ହେଉଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି…
କୁକିଜ୍ ବିକୁଥିବା ବ୍ୟକ୍ତିଙ୍କ ଆୟ ଶୁଣିଲେ ଉଡ଼ିଯିବ ହୋଶ୍: କେଇଟା ମାସରେ କିଣିଦେେଲେ ଫର୍ଚୁନର କାର୍!
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କୁକିଜ୍ ବିକୁଥିବା ନଜର ଆସିଛନ୍ତି। ଭିଡିଓରେ ଏକ ଫୁଡ୍ ବ୍ଲଗର୍ ଏହି କୁକିଜ୍ ବିକୁଥିବା ବିକ୍ରେତାଙ୍କ ନିକଟକୁ ଆସନ୍ତି ଏବଂ ତାଙ୍କୁ କୁହନ୍ତି ଯେ…
ମାର୍ଚ୍ଚ ୨୨ ରୁ ମେ ୨୬ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ ଆୟୋଜନ କରିବାକୁ ବିସିସିଆଇର ଯୋଜନା
ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସଂସ୍କରଣ ମାର୍ଚ୍ଚ ୨୨ ରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ର ନିର୍ଦ୍ଧାରିତ ସମାପ୍ତ ହେବାର ଠିକ୍ ପାଞ୍ଚ ଦିନ ପରେ ଆଇପିଏଲ…
ରାମମନ୍ଦିର ନିର୍ମାଣ ପାଇଁ ହୃଦୟଖୋଲା ଦାନ କରିଛନ୍ତି ଏହିସବୁ ଅଭିନେତା: ଜାଣନ୍ତୁ କିଏ କେତେ ଦେଇଛନ୍ତି
ନୂଆଦିଲ୍ଲୀ,୨୨।୧: ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଛି, ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଜାନୁୟାରୀ ୨୨ ଅର୍ଥାତ୍ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଅନେକ…
ଜୟ ଶ୍ରୀରାମ ଲେଖିଲେ ପାକିସ୍ତାନ କ୍ରିକେଟର, ପୋଷ୍ଟ କଲେ ଭିଡ଼ିଓ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଲେଖିଲେ ସମସ୍ତଙ୍କୁ ନମସ୍ତେ …
ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ବଲିଉଡ ଏବଂ କ୍ରୀଡା ତାରକାମାନେ ମଧ୍ୟ ପଛରେ ନାହାନ୍ତି। ଭାରତୀୟ ତାରକା ବିରାଟ…
ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍ର ଏସବୁ କଳାକାର
ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

