Home Left

ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପହଞ୍ଚିଛନ୍ତି, ଯେଉଁଠାରେ ପାଲମ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ଛିଡା ହୋଇଥିବା ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି- ଆଜି ଗ୍ରୀସରୁ ଫେରିବା ପରେ ମୁଁ ବୈଜ୍ଞାନିକମାନଙ୍କୁ…

ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ମାମୁ, ଭଣଜା ମୃତ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା): ୨୬।୮: ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ୨ ଜଣ…

ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଭାରତୀୟ ଟିମ୍‌କୁ ଚେତାବନୀ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ବର ୨ରେ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଏକ ବଡ଼ ମ୍ୟାଚ ଦେଖିବାକୁ ମିଳିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ମ୍ୟାଚ ଉପରେ ମନ୍ତବ୍ୟ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ,…

‘ମେନେ ପ୍ୟାର କିୟା’, ‘ବାଜିଗର’ ଭଳି ହିଟ ଫିଲ୍ମର ଗୀତିକାର ଦେବ କୋହଲିଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଲିରିସିଷ୍ଟ ଦେବ କୋହଲିଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ହୋଇ ସେ ପ୍ରାୟ ୨-୩ ମାସ ହେବ ଅନ୍ଧେରି ସ୍ଥିତ କୋକିଳାବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ…

ଆସନ୍ତା ବର୍ଷ ଫେବୃୟାରୀରେ ପାକିସ୍ତାନରେ ନିର୍ବାଚନ ଆଶା କଲେ ନିର୍ବାଚନ କମିଶନ, ବୈଠକ କରି ଦେଲେ ସୂଚନା

ଇସଲାମାବାଦ,୨୬।୮: ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆଶା ବ୍ୟକ୍ତ କରି ପାକିସ୍ତାନ ନିର୍ବାଚନ କମିଶନ (ଇସିପି) କହିଛନ୍ତି ଯେ ଏହା ନିର୍ବାଚନମଣ୍ଡଳୀର ବିଭାଜନ ଉପରେ କାର୍ଯ୍ୟ କରିବ ଏବଂ ଏକକାଳୀନ ନିର୍ବାଚନ ତାଲିକାକୁ ଅପଡେଟ କରିବ…

ଗ୍ରାମରେ ଆତଙ୍କ ଖେଳାଇଛନ୍ତି ୨ ଦନ୍ତା

ଲହୁଣୀପଡ଼ା,୨୬ା୮(ଦାଶରଥି ପଣ୍ଡା): ଲହୁଣୀପଡ଼ା ବ୍ଲକ କୁଡ଼େଇକଳା ଓ କଲେଇପୋଷ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ହେବ ୨ ଗୋଠଛଡ଼ା ଜଙ୍ଗଲି ହାତୀ ଘରଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଇଛନ୍ତି। ରାତରେ ଗ୍ରାମବାସୀ ଏକାଠି ହୋଇ…

ମଦୁରାଇ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଯୋଗୀ ଆଦିତ୍ୟନାଥ, ଜାରି ହେଲା ଟୋଲ ଫ୍ରି ନମ୍ବର, ବଢୁଛି ମୃତାହତଙ୍କ ସଂଖ୍ୟା

ମଦୁରାଇ,୨୬।୮: ମଦୁରାଇ ଟ୍ରେନ ଦୁର୍ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭିର ଦୁଃଖ ପ୍ରକାଶ କରିଛନ୍ତି। ମଦୁରାଇ ଟ୍ରେନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିବା ସହ ଯୋଗୀ ମୃତକଙ୍କ ପରିବାର ପ୍ରତି ସମବେଦନା…

ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ

ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢି ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍‌…

‘ଇଭିଏମ ହ୍ୟାକ କରି ଜିତୁଛନ୍ତି ନିର୍ବାଚନ’, ସାମନାରେ ଭାଜପାକୁ ପୁଣି ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୬।୮: ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ତା’ର ମୁଖପତ୍ର ସାମନାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି। ସାମନାର ସମ୍ପାଦକୀୟରେ ଲେଖାଯାଇଛି କି ଭାଜପା ଇଭିଏମ ହ୍ୟାକ କରି ନିର୍ବାଚନ ଜିତୁଛି। ଏହା ସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି ଏବଂ ବର୍ତ୍ତମାନ…

ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେଇକି ରହିବୁ

ମସ୍କୋ,୨୬।୮: ରୁଷିଆରେ ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ମୃତ୍ୟୁ ପରେ ୱାଗନର୍‌ ଗ୍ରୁପର ଯୋଦ୍ଧାମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବରେ ଅଛନ୍ତି। ସେ ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେ ଯେକୌଣସି ମୂଲ୍ୟରେ ପ୍ରିଗୋଝିନ୍‌ଙ୍କ ମୃତ୍ୟୁର…

ବର୍ଷା ହେଲେ ବାରଣ୍ଡାରେ ପାଠପଢ଼ା 

କଣ୍ଟିପାଳ,୨୬ା୮(ସୁଶାନ୍ତ କୁମାର ସାହୁ): ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ଜରିଆରେ ବିଦ୍ୟାଳୟର ଉନ୍ନତୀକରଣ କରି ଛାତ୍ରୀଛାତ୍ରଙ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ…

ଇତିହାସ ରଚିଲା ରଜନିକାନ୍ତଙ୍କ ‘ଜେଲର’

ମୁମ୍ବାଇ: ରଜନିକାନ୍ତ ଷ୍ଟାରର ମୁଭି ‘ଜେଲର’ ୧୦ ଅଗଷ୍ଟ ୨୦୨୩ରେ ରିଲିଜ ହୋଇଛି। ଏହି ମୁଭି ସହ ରଜନିକାନ୍ତ ପ୍ରାୟ ୨ ବର୍ଷ ପରେ ସିଲଭର ସ୍କ୍ରିନକୁ କମବ୍ୟାକ କରିଛନ୍ତି ଓ ଫ୍ୟାନ୍ସ ତାଙ୍କ ଥଲାଇଭାଙ୍କ ଲେଉଟାଣିକୁ ଖୁବ ଉତ୍ସାହର ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri