ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର
କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା…
ମମତା ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଇଡି ଚଢାଉ
କୋଲକାତା,୫।୧୦: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ସ୍କାମ ସମ୍ପର୍କରେ ଏହି ଚଢାଉ କରାଯାଉଛି। ରଥିନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ଚଢାଉ…
ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ
ବାଲେଶ୍ୱର,୫।୧୦: ବାଲେଶ୍ୱର ଜିଲା ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ଗୁରୁବାର ରେଳ ଚଳାଚଳ ବାତିଲ କରାଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ବୁଧବାର ରେଳଟ୍ରାକ…
ସରକାରୀ ବିଦେଶୀମଦ ଦୋକାନରୁ ଗାଁକୁ ମଦ ଯୋଗାଉଥିବା ବେଳେ ଅଟକ ରଖିଲେ ଗ୍ରାମବାସୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ନିରବ
କେନ୍ଦୁଝର,୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଏକ ଆସିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଠାରେ ରହିଛି ଏକ ସରକାରୀ ମଦ ଦୋକାନ। ଏହି ମଦ ଦୋକାନର କର୍ମଚାରୀ ଦିନ ଦ୍ୱି ପହରେ…
ଶେଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଧାଓ୍ବନ୍
ନୂଆଦିଲ୍ଲୀ,୫।୧୦: କ୍ରିକେଟର ଶିଖର ଧାୱନ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଶେଷରେ ଛାଡପତ୍ର ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ପରିବାର କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ…
‘ବର୍ଡର ୨’ ଅଫର୍କୁ ନା କହିଲେ କାର୍ତ୍ତିକ !
ବମ୍ବେ: ‘ଗଦର ୨’ର ସଫଳତା ପରେ ନିର୍ମାତାମାନେ ‘ବର୍ଡ଼ର ୨’ ଆଣିବାକୁ କରୁଛନ୍ତି ଯୋଜନା। ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଅଭିନେତା ସନ୍ନି ଦେଓଲଙ୍କ ସହ ଯୁବ କଳାକାରଙ୍କୁ ଯୋଡ଼ାଯିବ। ଏଥିଲାଗି ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ଆର୍ୟନ। ହେଲେ…
ଆଜି ବିଶ୍ୱକପ୍ ଉଦ୍ଘାଟନୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ…
ଅହମଦାବାଦ, ୫।୧୦: ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହାର ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଏହା ଗତ ସଂସ୍କରଣ ଫାଇନାଲ ଉଭୟ ଦଳ ଖେଳିଥିବାରୁ ଏହି ମ୍ୟାଚ୍…
ଫିଜିକ୍ସରେ ଫେଲ୍ ହୋଇଥିଲେ ଅମିତାଭ୍
ବମ୍ବେ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ରେ ଛାତ୍ରଜୀବନକୁ ମନେ ପକାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ଗ୍ରାଜୁଏଶନ ଲାଗି ଫିଜିକ୍ସ(ପଦାର୍ଥ ବିଜ୍ଞାନ)କୁ ବାଛିଥିଲେ। ହେଲେ ଏହି ବିଷୟ ସେତେଟା ସହଜ ନ ଥିଲା। ଏହାକୁ ନେଇ ସେ…
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’
ଅହମଦାବାଦ,୫ା୧୦(ପି.ଟି.): ଭାରତରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ବୁଧବାର ପାଳିତ ହୋଇଛି ‘କ୍ୟାପଟେନ୍ସ ଡେ’। ପ୍ରଥମ ଥର ପାଇଁ ବିନା ଉଦ୍ଘାଟନୀ ସମାରୋହରେ ଏହି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ସମସ୍ତ ୧୦ ଦଳର ଅଧିନାୟକ ବିଶ୍ୱର…
ହକି, ସ୍କ୍ବାଶ୍, ବ୍ରିଜ୍ରୁ ପଦକ ପକ୍କା
ହାଙ୍ଗଝୋ,୫ା୧୦(ପି.ଟି.): ୧୯ ତମ ଏସିଆନ୍ ଗେମ୍ସରେ ହକି, ସ୍କ୍ବାଶ୍ ଓ ବ୍ରିଜ୍ରେ ପଦକ ପକ୍କା କରିଛି ଭାରତ। ପୁରୁଷ ହକି ଦଳ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଦଳ ଜାପାନକୁ ଭେଟିବ। ଏହା…
ଭୁବନେଶ୍ୱରରେ ସିଆଇଏସ୍ସିଇ ଜାତୀୟ ଫୁଟ୍ବଲ
ଭୁବନେଶ୍ୱର, ୫।୧୦ (ତପନ ସ୍ବାଇଁ): ରୁଚିକା ସ୍କୁଲ ଆନୁକୂଲ୍ୟରେ ଭୁବନେଶ୍ୱରରେ ପ୍ରଥମଥର ପାଇଁ ସିଆଇଏସ୍ସିଇ(କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ୍ସ) ଜାତୀୟ କ୍ରୀଡ଼ାର ୧୯ ବର୍ଷରୁ କମ୍ ଫୁଟବଲ ଟୁର୍ନାମେଣ୍ଟ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ୟୁନିଟ-୧ସ୍ଥିତ ଭୁବନେଶ୍ୱର…
ମା’ଙ୍କ ରେକର୍ଡ ଭାଙ୍ଗିଲେ ହରମିଲାନ
ହାଙ୍ଗଝୋ,୫ା୧୦(ପି.ଟି.): ପ୍ରଥମ ଭାରତୀୟ ମା-ଝିଅ ଯୋଡି ଭାବରେ ଏସିଆନ୍ ଗେମ୍ସ ପଦକ ବିଜୟୀ ହେବାର ରେକର୍ଡ କରିଛନ୍ତି ହରମିଲାନ ବେନ୍ସ ଓ ମାଧୁରୀ। ୨୦୦୨ ମସିହାରେ ମା’ ମାଧୁରୀ ଭାରତ ପାଇଁ ୮୦୦ ମିଟର ରେସ୍ରେ ଏକ ପଦକ ବିଜୟୀ ହୋଇଥିବା…
Archives


