Home Left

ସରକାରୀ ବଙ୍ଗଳା ଖାଲି କରିବେ ରାଘବ ଚଢା!

ନୂଆଦିଲ୍ଲୀ,୭।୧୦: ଆମ ଆଦମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଡ ଝଟକା ଦେଇଛନ୍ତି। କୋର୍ଟ କହିଛନ୍ତି, ଏଏପି ନେତା ରାଘବ ଚଢା ଦାବି କରିପାରିବେ ନାହିଁ…

ନିର୍ବାଚନକୁ ହିଂସାମୁକ୍ତ କରିବାକୁ ସିଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬ା୧୦: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକ କରିଥିଲେ। ଅର୍ଥବଳକୁ ଠିକ୍‌ ଭାବେ ନିୟନ୍ତ୍ରଣ କରିବା ସହ ନିର୍ବାଚନ ଯେପରି ହିଂସାମୁକ୍ତ…

ସରପଞ୍ଚଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସନ୍ଦୀପ କୁମାର ମହାନ୍ତି ଶୁକ୍ରବାର ଏକ ଆକ୍ରମଣ ମାମଲାର ଅଭିଯୁକ୍ତ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ସରପଞ୍ଚ ଓ ତାଙ୍କର ୫ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।…

ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ଅଭିଯୋଗ

ହିଞ୍ଜିଳିକାଟୁ ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳିକାଟୁ ମୁନିସିପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପାଟିତୁଣ୍ଡ କରିଥିବା ଅଭିଯୋଗ…

୨ ଦିନରେ ୪ ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତା

ପାଟଣା,୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ରାଇଡ଼ିହା ବିଟ୍‌ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା ଗୁରୁବାର ରାତିରେ ଉତ୍ପାତ କରିଛି। ଏହି ବିଟ୍‌ ଅଧୀନ ପୁରୁଣା ପାଣିର ୱାର୍ଡ ମେମ୍ବର ପାଣ୍ଡ ମୁଣ୍ଡାଙ୍କ ଗୋଟିଏ ଖପର ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା…

ସ୍ବର୍ଣ୍ଣ ପଦକ ପାଇଁ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ

ହାଙ୍ଗ୍‌ଝୋ,୬ା୧୦: ବାଂଲାଦେଶକୁ ୯ ଉଇକେଟରେ ହରାଇ ଭାରତ ଏସିଆନ ଗେମ୍ସ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶନିବାର ଖେଳାଯିବାକୁ ଥିବା ସ୍ବର୍ଣ୍ଣ ପଦକ ମୁକାବିଲାରେ ଦଳ ଆଫଗାନିସ୍ତାନକୁ ଭେଟିବ। ଆଫଗାନିସ୍ତାନ ଅନ୍ୟ ସେମିଫାଇନାଲରେ ୪ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଟାଇଟଲ…

ଟ୍ରକ୍‌ ଧକ୍କାରେ ବାପାଙ୍କ ମୃତ୍ୟୁ, ଶିଶୁ ଗୁରୁତର

ବଡବିଲ,୬।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୫ ବର୍ଷର ପୁଅ…

୭ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାଲିଗଲା ୭ ଜୀବନ, ୬୦ ଆହତ

ମୁମ୍ବାଇ,୬ା୧୦: ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଥିବା ଏକ ୭ ମହଲା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଶିଶୁ ଥିବା ଜଣାଡିଛି। ୬୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ…

ନଦୀପଠାରୁ ମଇଁଷିକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି,୬ା୧୦(ଅଶୋକ ପଣ୍ଡା/କିଶାନ ପାତ୍ର): ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡ଼ା ଗାଁ ପାଖରେ ବୈତରଣୀ ନଦୀପଠାରୁ ଶୁକ୍ରବାର ପୂର୍ବାହ୍ନରେ ଏକ ମଇଁଷିକୁ କୁମ୍ଭୀର ଝାମ୍ପି ନେଇଛି । ନଦୀପଠାରେ କେତୋଟି ମଇଁଷି ପାଣି ପିଉଥିବା ବେଳେ ପଛରେ ଥିବା ଏକ ମଇଁଷିକୁ…

କାନ୍ଥ ଭାଙ୍ଗି ବୋହି ନେଲେ

କୁଚିଣ୍ଡା,୬ା୧୦(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ତୁରେଇ ଗ୍ରାମର ଏକ ତେଜରାତି ଦୋକାନରୁ ଚୋରି ଅଭିଯୋଗରେ ପୋଲିସ ତୁରେଇ ଗୁର୍ଲୁଗୁଡାର ଝୁନୁ ନାଏକଙ୍କୁ ଗିରଫ କରିଛି। ପୋଲିସ ଗୁରୁବାର ତାଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର…

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୬ା୧୦(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟବଜାରର ପରିବାହାଟ ନିକଟରେ ଥିବା ସାହୁ ଜୁଏଲେରୀ ଓ ୱାର୍କସପ୍‌ ନାମକ ଗହଣା ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ଆଜବେଷ୍ଟସ୍‌ ତାଡ଼ି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର…

ବାପାଙ୍କୁ ବିକ୍ରି କରିବେ ୮ ବର୍ଷର ଝିଅ, ଘର ବାହାରେ ମାରିଲେ ପୋଷ୍ଟର

ବିଦେଶରେ ମା’ବାପା କିଛି କଲେ ପିଲା ପୋଲିସ ଡାକିବାର ନଜିର ରହିଛି। କିଛି ଏଭଳି ଘଟଣାକ୍ରମରେ ୮ ବର୍ଷର ଝିଅ ନିଜ ବାପାଙ୍କୁ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏ ସଂକ୍ରାନ୍ତରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri