Home Left

ପିଡିଏସ୍‌ ଚାଉଳ ଆଣିବା ବେଳେ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ମାଡ଼ପିଟ୍‌

କର୍ଲାମୁଣ୍ଡା,୮ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍‌ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଜୋରାଡବରା ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ କରି କୁଶୁର୍ଲା…

ବାୟୁସେନା ଦିବସରେ ରିଲିଜ ହେଲା ‘ତେଜସ’ର ଟ୍ରେଲର

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାଓ୍ବତ ଷ୍ଟାରର ମୁଭି ‘ତେଜସ’ର ଟିଜର ବଡ ପରଦାରେ ଆସିବା ପାଇଁ ଆକ୍ସନ ଏବଂ ରୋମାଞ୍ଚକର ଝଲକ ଦେଖାଇଛି। ଏହା ସମଗ୍ର ଦେଶରେ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛି। ଦର୍ଶକଙ୍କ ଆଗ୍ରହ ଦେଖି ନିର୍ମାତାମାନେ ଘୋଷଣା…

ମେଳାରେ ଦୋଳିର ମଜା ନେଉଥିଲେ ଯୁବତୀ, ଘଟିଥିଲା ଏମିତି, ଭିଡିଓ ଦେଖିଲେ ଥରିଉଠିବ କଲିଜା

ନବରାତ୍ରି ଉପଲକ୍ଷେ ଭାରତର ଅନେକ ସ୍ଥାନରେ ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଅନେକ ପ୍ରକାରର ଦୋଳି ଲାଗିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ନେଉଥିବା ଦେଖିବାକୁ ମିଳିଥାଏ। ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଦୋଳି…

ଇସ୍ରାଏଲ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ୧୪ ଅକ୍ଟୋବର ପର୍ଯ୍ୟନ୍ତ ରଦ୍ଦ

ନୂଆଦିଲ୍ଲୀ,୮।୧୦: ଉଗ୍ରବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଛି ଯେଉଁଥିରେ ୩୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସଙ୍କ ଏହି ଆକ୍ରମଣକୁ ଯୁଦ୍ଧ ବୋଲି କହିଛନ୍ତି। ସେ କହିଛନ୍ତି…

ମିଷ୍ଟ୍ରି ଗର୍ଲଙ୍କ ସହ ଫଟୋ ଶେୟାର କଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ କୌଣସି ନାୟିକାଙ୍କ ସହ ଦେଖିଲେ ତାଙ୍କ ପ୍ରଶଂସକଙ୍କ ମନରେ ବିବାହ କଥା ପ୍ରଥମେ ଆସିଥାଏ। ନିକଟରେ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କ…

୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକା

ପ୍ରୟାଗରାଜ,୮।୧୦: ଦୀର୍ଘ ୭୨ବର୍ଷ ପରେ ଭାରତୀୟ ବାୟୁସେନା ଏହାର ପତାକା ବଦଳାଇଛି। ଏହି ପତାକା ବାୟୁସେନା ଦିବସରେ ପ୍ରୟାଗରାଜର ବାମରୌଲି ସେଣ୍ଟ୍ରାଲ ଏୟାର କମାଣ୍ଡ ମୁଖ୍ୟାଳୟରେ ଉନ୍ମୋଚିତ ହୋଇଥିଲା। ୮ ଅକ୍ଟୋବର ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ୭୨ବର୍ଷ ପରେ ବାୟୁସେନା…

୫୦୦୦ କଙ୍କଡା ବିଛା ସହ ୩୩ ଦିନ

କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି…

ସ୍ବେଟ ପାଓ୍ବାରଡ ସ୍ମାର୍ଟଓ୍ବାଚ୍‌

  ଆଜିକାଲି ଯୁଗ ସ୍ମାର୍ଟଓ୍ବାଚ୍‌ର। ପ୍ରାୟ ସମସ୍ତଙ୍କ ହାତରେ ଏବେ ଏହି ଘଣ୍ଟା ଦେଖିବାକୁ ମିଳୁଛି। ତେବେ ଆଗକୁ ଏଭଳି ସ୍ମାର୍ଟଓ୍ବାଚ୍‌ ଆସିବାକୁ ଯାଉଛି ଯାହାକି ପିନ୍ଧୁଥିବା ବ୍ୟକ୍ତିଙ୍କ ଝାଳ ଦ୍ୱାରା ଚାର୍ଜ ହେବ। ସ୍କଟଲାଣ୍ଡର ୟୁନିଭର୍ସିଟି ଅଫ୍‌ ଗ୍ଲାସଗୋର ବୈଜ୍ଞାନିକମାନେ…

ଆଇରନ୍‌ ମ୍ୟାନ

  ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ…

ଝିଅ ନାଁର ଟାଟୁ କରି ରେକର୍ଡ

ବାପ ଝିଅର ସମ୍ପର୍କ ଖୁବ୍‌ ମଧୁର। ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର୍‌ ହିରୋ। ସବୁ ବାପା ନିଜ ଝିଅକୁ ଜୀବନଠୁ ବି ବେଶି ଭଲ ପାଆନ୍ତି। ଏମିତିକି ଝିଅ ପାଇଁ ସବୁକିଛି କରିବାକୁ…

ରାତିରେ ଚମକେ ଆଖି

ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି? ଏଥର ଜାଣିବା ଏହାର…

ପ୍ରାକୃତିକ ଶୋଭାର ଭଣ୍ଡାର: କେନ୍ଦୁଝର

କେନ୍ଦୁଝର ଜିଲାରେ ରହିଛି ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ, ଯାହା ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟକରି ଟାଣିଆଣେ ନିଜ ଆଡ଼କୁ। ଏହି ଜିଲାର ଘଟଗାଁରେ ରହିଛି ବିଶ୍ୱ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର। ତା’ସହିତ ସହର ଉପକଣ୍ଠରେ ରହିଛି ବଡ଼ ଘାଗରା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri