Home Left

ହମାସ୍‌ର ଗୁପ୍ତ ସୁଡ଼ଙ୍ଗ ଇସ୍ରାଏଲ ସେନା ପାଇଁ ବଡ଼ ଚ୍ୟାଲେଞ୍ଜ

ଇସ୍ରାଏଲ୍‌ ସ୍ଥଳସେନା ଜୋର୍‌ଦାର ଆକ୍ରମଣ କରି ଗାଜା ଷ୍ଟ୍ରିପ୍‌କୁ ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି। ତେବେ ସେଠାରେ ହମାସ ଆତଙ୍କବାଦୀଙ୍କ ଗୁପ୍ତ ସୁଡ଼ଙ୍ଗ ଇସ୍ରାଏଲ୍‌ ସୈନ୍ୟଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ସ୍ଥଳଭାଗରେ ଆକ୍ରମଣ କଲେ ଇସ୍ରାଏଲ୍‌କୁ…

ସଂସ୍କୃତି, ଆଧୁନିକତାରେ ସମୃଦ୍ଧ ହେବ ଗାଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୧୦(ଅନିଲ ଦାସ): ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ସଶକ୍ତ ଓଡ଼ିଶା ଗଠନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।…

ମଣିପୁର ଛାତ୍ରୀଛାତ୍ର ହତ୍ୟା: ୫ମ ଅଭିଯୁକ୍ତଙ୍କୁ ଗିରଫକଲା ସିବିଆଇ

ପୁଣେ,୧୪ା୧୦: ହିଂସାକାଣ୍ଡ ଲାଗି ରହିଥିବା ମଣିପୁରରେ ମେଇତି ସମ୍ପ୍ରଦାୟର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିବା ଅଭିଯୋଗରେ ସିବିଆଇ ମହାରାଷ୍ଟ୍ରର ପୁଣେରୁ ୫ମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଅକ୍ଟୋବର ୧ରେ ୪ ଜଣ…

ନଭେମ୍ବର ୨୭ରୁ କଟକ ବାଲିଯାତ୍ରା

କଟକ,୧୪ା୧୦ (କାର୍ତ୍ତିକ ସାହୁ): ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଅତିରିକ୍ତ ମୁଖ୍ୟ…

୪୨% ଚର୍ମରୋଗୀ ନିଦ୍ରାହୀନତାର ଶିକାର

ନୂଆଦିଲ୍ଲୀ,୧୪ା୧୦: ଚର୍ମ ରୋଗ ଥିବା ୪୨ ପ୍ରତିଶତ ରୋଗୀ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚର୍ମ ରୋଗର ପ୍ରଭାବ ଆକଳନ କରିବା ଲାଗି ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ଜର୍ମାନୀର ବର୍ଲିନରେ…

ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଭାଗନେବେ ଭଉଣୀଭାଇ

ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ପୂର୍ବରୁ ଜାତୀୟସ୍ତରରେ କ୍ରସ୍‌ବୋ ଶୁଟିଂ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଥିବା ଭାଇଭଉଣୀ ବର୍ତ୍ତମାନ ୧୦ତମ ବିଶ୍ୱ କ୍ରସ୍‌ବୋ ଶୁଟିଂରେ ଭାଗନେବା ପାଇଁ ଚୟନ ହୋଇଛନ୍ତି ା ଇଣ୍ଡିଆନ କ୍ରସ୍‌ବୋ ଶୁଟିଂ ଆସୋସିଏଶନ ପକ୍ଷରୁ ଉତ୍ତରପ୍ରଦେଶର ଆଗ୍ରା…

କଂଗ୍ରେସକୁ ଫେରିବେ ପଞ୍ଜାବର ପୂର୍ବତନ ମନ୍ତ୍ରୀ

ଚଣ୍ଡିଗଡ଼,୧୪।୧୦: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ରାଜ କୁମାର ଭେର୍କା ପୁଣି ପୁରୁଣା ଦଳକୁ ଫେରିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୨ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ…

କାର୍ଗୋ ପରିଚାଳନାରେ ଧାମରା ବନ୍ଦରର ରେକର୍ଡ

ଭଦ୍ରକ,୧୪।୧୦(ସନାତନ ରାଉତ): ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଅଧୀନରେ ଥିବା ଆଦାନୀ ଧାମରା ବନ୍ଦର କାର୍ଗୋ ପରିଚାଳନା କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ୨୪ ଘଣ୍ଟା ମଧ୍ୟରେ ୨,୨୬,୬୧୦ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା କରି…

ଅବସରପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ପ୍ରଦ୍ୟୋତ କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୧୪।୧୦(ବନ୍ଦନା ସେଠୀ): ଅବସରପ୍ରାପ୍ତ ମୁଖ୍ୟ ଆୟକର ଆୟୁକ୍ତ ତଥା ୧୯୭୦ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା ଅଧିକାରୀ ପ୍ରଦ୍ୟୋତ କୁମାର ମିଶ୍ରଙ୍କର ଦିଲ୍ଲୀଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ମିଶ୍ର ଜଣେ ଦକ୍ଷ, କର୍ତ୍ତବ୍ୟପରାୟଣ ଓ କର୍ମଚାରୀ…

୧ଲକ୍ଷ ୩୫ ହଜାରରେ ବିକ୍ରିହେଲା ସାମୁଦ୍ରିକ କଉ

ଭୋଗରାଇ,୧୪ା୧୦(ପ୍ରଦୀପ ଦାସ): ୧୧ଦିନ ବ୍ୟବଧାନ ପରେ ପୁଣି ଏକ ବିଶାଳକାୟ ସାମୁଦ୍ରିକ କଉ ମାଛ ଗଭୀର ସମୁଦ୍ରରୁ ଧରାଯାଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମତ୍ସ୍ୟ ଅବତରଣ କେନ୍ଦ୍ରର ଟ୍ରଲର ମାଲିକ ସାବାଦ ଅଲ୍ଲୀଖାଁଙ୍କ ଟ୍ରଲରରେ ମତ୍ସଜୀବୀମାନେ ଏହି ବିରଳ ପ୍ରଜାତିର ମାଛକୁ…

ଅନ୍ତେବାସୀ ହେଲେ ଜୀବନସାଥୀ

ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦାସ୍ଥିତ କୁଷ୍ଠାଶ୍ରମରେ ଥିଲେ ଅନ୍ତେବାସୀ। ହେଲେ ଏବେ ପାଲଟିଯାଇଛନ୍ତି ଜୀବନସାଥୀ। ବର ୬୫କୁ କନ୍ୟା ୬୩। ପ୍ରେମ ପାଇଁ ବୟସର କୌଣସି ପରିସୀମା ନ ଥାଏ ତାହା ଆଜି ପ୍ରମାଣିତ କରିଛନ୍ତି…

ଡାଟା ଚୋରି ଯୋଗୁ ପିଲା ହଇରାଣ

ବଲାଙ୍ଗୀର, ୧୪ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସରକାରୀ ମେଡିକାଲ କଲେଜରେ ଆଡ୍‌ମିଶନ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ର଼୍ୟାକେଟକୁ ବଲାଙ୍ଗୀର ସାଇବର ପୋଲିସ ଟିମ୍‌ ପର୍ଦ୍ଦାଫାଶ କରିଛି। ଭୁବନେଶ୍ୱରରେ ରହି ଏହି ର଼୍ୟାକେଟ ରାଜ୍ୟବ୍ୟାପୀ ଠକାଇରେ ସକ୍ରିୟ ରହିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri