ଏଏସ୍ଡିସିକୁ ବେଷ୍ଟ ପ୍ରାକ୍ଟିସ ଇନ୍ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ
ଭୁବନେଶ୍ୱର,୧୬।୧୦: ଆଦାନୀ ଫାଉଣ୍ଡେଶନର ପ୍ରମୁଖ ସଂସ୍ଥା ଆଦାନୀ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର(ଏଏସ୍ଡିସି)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ପ୍ରାକ୍ଟିସ ଇନ୍ ଡିଜିଟାଲ ଟ୍ରାନ୍ସଫର୍ମେଶନ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସିଆଇଆଇ-ଟାଟା କମ୍ୟୁନିକେଶନ୍ସ ସେଣ୍ଟର ଫର୍ ଡିଜିଟାଲ ଟ୍ରାନ୍ସଫର୍ମେଶନ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର…
ମାତ୍ର ୨୬ ବର୍ଷରେ ଆଖିବୁଜିଲେ ପୂର୍ବତନ ମିସ ୱାଲର୍ଡ ପ୍ରତିଯୋଗୀ
ମୋଣ୍ଟେଭିଡିଓ,(୦୭):ପୂର୍ବତନ ମିସ ୱାଲର୍ଡ ପ୍ରତିଯୋଗୀ ଶେରିକା ଦେ ଅର୍ମାସଙ୍କ ଦେହାନ୍ତ ହୋଇଛି। ସେ ୨୦୧୫ରେ ମିସ ୱାଲର୍ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ଶେରିକା ଦେ ଅର୍ମାସ ଗର୍ଭାଶୟ କ୍ୟାନସର୍ ଯୁଦ୍ଧରେ ହାରିଯାଇଥିଲେ। ଅକ୍ଟୋବର ୧୩ରେ ୨୬ ବର୍ଷ ବୟସରେ ମୃତ୍ୟୁବରଣ…
ବୋଲେରୋ-ଟ୍ରକ୍ ମୁହାଁମୁହିଁ: ୨ ମୃତ, ୨ ଗୁରୁତର
ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ଫୁଗୁଡା ଛକ ବୁଲାଣିଠାରେ ସୋମବାର ଭୋର୍ରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା…
ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ
ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ…
ଗ୍ରାଣ୍ଡ୍ ବଜାରରେ ଟିଏମ୍ ହୋଲ୍ସେଲ ଷ୍ଟୁଡିଓ
କଟକ,୧୬।୧୦: ରାଜ୍ୟର ସର୍ବପୁରାତନ ତଥା ଜଣାଶୁଣା ଗାର୍ମେଣ୍ଟ ବ୍ୟବସାୟ ସଂସ୍ଥା ଟିଏମ୍ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଟିଏମ୍ ହୋଲ୍ସେଲ ଷ୍ଟୁଡିଓ’ ରବିବାର ଫୁଲନଖରା ନିକଟସ୍ଥ ଗ୍ରାଣ୍ଡ୍ ବଜାରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଜୈନ ଶ୍ୱେତାମ୍ବର ତେରାପନ୍ଥ…
ସୌଭାଗ୍ୟ ନଗରରେ ଖିମ୍ଜୀ ଜୁଏଲର୍ସର ନୂତନ ଶୋ’ରୁମ୍
ଭୁବନେଶ୍ୱର,୧୬।୧୦ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର ନୂତନ ଶୋ’ରୁମ୍ ରବିବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍ଜୀ ଜୁଏଲର୍ସର ଚେୟାରମ୍ୟାନ୍ ଦୀନେଶ ଖିମ୍ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
କଂଗ୍ରେସର ମାନିଫେଷ୍ଟୋ ଗ୍ୟାରେଣ୍ଟି ଟିସୁ ପେପରଠାରୁ ବି ଖରାପ: କବିତା
ହାଇଦ୍ରାବାଦ୍,୧୬।୧୦(୦୭): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ) ସଭାପତି କେ ଚନ୍ଦ୍ରଶେଖର ହାଇଦ୍ରାବାଦରେ ଦଳର ମାନିଫେଷ୍ଟୋ ଘୋଷଣା କରିଛନ୍ତି। ମାନିଫେଷ୍ଟୋ…
ଇସ୍ରାଏଲକୁ ପ୍ରଶ୍ନ କଲେ ନିକ୍କି ହେଲି
ଓ୍ବାଶିଂଟନ,୧୬।୧୦: ଆମେରିକାରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଗାଜାର ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇ ଥିବାରୁ ଇସଲାମ ଦେଶଗୁଡ଼ିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଗାଜାର ନିରୀହ ନାଗରିକମାନେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧର ଶିକାର…
ଶତାବ୍ଦୀର ମୂକସାକ୍ଷୀ କୁଞ୍ଜକାନ୍ତ ମନ୍ଦିର
ଢେଙ୍କାନାଳ ,୧୬ା୧୦(ରତନ ନାୟାର): ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ସପ୍ତମ ସଂସ୍କରଣ ରବିବାର ସ୍ଥାନୀୟ କୁଞ୍ଜକାନ୍ତ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଐତିହ୍ୟକୁ ଜାଣିବା ଓ ତାହା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ରଖି ଜନ ସଚେତନତା ସୃଷ୍ଟି…
ଦେଶର ୧ କୋଟି ୪୦ ଲକ୍ଷ ରିଟେଲର ଡିଜିଟାଲ ତାଲିମ ପାଇବେ: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୬ା୧୦(ସୁନିତ୍ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶାରଦୀୟ ନବରାତ୍ର୍ର ଶୁଭ ଅବସରରେ ଭୁବନେଶ୍ୱରଠାରେ କୋକାକୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍ଏସ୍ଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ…
ବ୍ୟକ୍ତି ନୁହେଁ, ବହି ପୁରସ୍କୃତ ହେଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ
ଶାରଳା ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ସାହିତି୍ୟକ ଭୀମ ପୃଷ୍ଟି ମନୋନୀତ ହୋଇଛନ୍ତି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳୁଛି। ଯାଜପୁର ଜିଲା ଧର୍ମଶାଳା କଏମାରେ ୧୯୫୯ ଜାନୁୟାରୀ ୧୧ରେ ଜନ୍ମ ଗ୍ରହଣ…
ତୁଷାରଙ୍କ ‘ଟାଇପୋଗ୍ରାଫି’ରେ ସେଲିବ୍ରିଟିଙ୍କ ଚିତ୍ର
ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା): ଅନେକ ସେଲିବ୍ରିଟି ଓ ରାଜନେତାଙ୍କୁ ସେମାନଙ୍କ ଚିତ୍ର ଆଙ୍କି ଉପହାର ଦିଅନ୍ତି ନିଆରା ଶିଳ୍ପୀ ତୁଷାର ବେହେରା। ତେବେ ସେ ଆଙ୍କୁଥିବା ଚିତ୍ରଗୁଡ଼ିକର ସ୍ବତନ୍ତ୍ରତା ରହିଛି। ଟାଇପୋଗ୍ରାଫିରେ ଚିତ୍ରଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ଜଣେ ବ୍ୟକ୍ତି ବା ବସ୍ତୁର ଚିତ୍ରକୁ…
Archives


