ମମତାଙ୍କୁ ଟାର୍ଗେଟ କଲେ ଶାହା
କୋଲକାତା,୧୬।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ପଶ୍ଚିମ ବଙ୍ଗ ଯାତ୍ରା ସମୟରେ କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା…
ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ନାଏକ(୭୩)। ମିଳିଥିବା ସୂଚନା ମୁତାବକ, ରାମଚନ୍ଦ୍ର ଧାନ ଚାଷ ଦେଖିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ।…
ତେଜସ୍ବୀଙ୍କୁ ଆଶ୍ୱସ୍ତି, କରିବେ ବିଦେଶ ଯାତ୍ରା
ପାଟନା,୧୬।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିହାରର…
ଓ୍ବାଇ ପ୍ଲସ ସିକ୍ୟୁରିଟି ସହ ପ୍ରଥମଥର ନଜର ଆସିଲେ ଶାହାରୁଖ
ମୁମ୍ବାଇ: ବଲିଉଡର କିଙ୍ଗ ଖାନଙ୍କୁ ପ୍ରଥମ ଥର ପାଇଁ ଓ୍ବାଇ ପ୍ଲସ ସୁରକ୍ଷା ସହିତ ଦେଖିବାକୁ ମିଳିଥିଲା। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଦେଇଥିଲା। ଯେତେବେଳେ ସେ ‘କୁଛ କୁଛ ହୋତା…
ମିଜୋରାମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏଏପି
ନୂଆଦିଲ୍ଲୀ,୧୬।୧୦: ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଆମ ଆଦମୀ ପାର୍ଟି(ଏଏପି)। ସୋମବାର ଏଏପି ଏହି ଘୋଷଣା କରିଛି। ଦଳର ଉତ୍ତର-ପୂର୍ବ ରାଜ୍ୟ ଦାୟିତ୍ୱରେ ଥିବା ରାଜେଶ ଶର୍ମା କହିଛନ୍ତ, ରବିବାର ଏଏପି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କ…
ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି
ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ ଚିତ୍ରଣ କରୁଥିବା ଏହି ମୁଭିଟି ହେଉଛି କଙ୍ଗନାଙ୍କ ଡିରେକ୍ଟୋରିଆଲ ଡେବ୍ୟୁ ମୁଭି, ଯାହାର…
ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି
ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ ଏକ ପ୍ରକାର ଆଶ୍ୱସ୍ତି ହୋଇଛନ୍ତି। ଗୁରୁବାର ରାତିରେ ଅମୁଣିଆ ସାହିରେ ବୃନ୍ଦାବନ ଗୌଡ଼ଙ୍କ…
ଚାଇନାର ବେଲ୍ଟ ଏଣ୍ଡ ରୋଡ ଫୋରମ୍ରେ ତୃତୀୟ ଥର ପାଇଁ ସାମିଲ ହେବନି ଭାରତ
ବେଜିଂ,୧୬।୧୦: ଚାଇନା ମଙ୍ଗଳବାର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭର ଏକ ଶିଖର ସମ୍ମିଳନୀ କରୁଛି। ଏହି ସମ୍ମିଳନୀରେ ପାକିସ୍ତାନ, ତାଲିବାନ ଏବଂ ରୁଷିଆ ଅଂଶଗ୍ରହଣ କରିବେ। ଏଥି ସହିତ କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ଶିଖର ସମ୍ମିଳନୀରେ ସାମିଲ…
ପାଲେଷ୍ଟାଇନ୍ ଦୂତାବାସ ପରିଦର୍ଶନ କଲେ ୫ ବିପକ୍ଷ ନେତା
ନୂଆଦିଲ୍ଲୀ,୧୬।୧୦: ଗତ ଦଶ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନବାଦୀ) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସମାଜବାଦୀ ଏମ୍ପି ଜାଭେଦ ଅଲି ଖାନ, ଜେଡିୟୁ ନେତା କେ.ସି…
ରିଜୱାନଙ୍କ ନାଁରେ ଆଇସିସିରେ ଅଭିଯୋଗ
ଇସଲାମାବାଦ,୧୬।୧୦: ପାକିସ୍ତାନୀ ଉଇକେଟ୍ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ସମସ୍ୟା ବଢିପାରେ। ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ ମହମ୍ମଦ ରିଜୱାନ ପଡ଼ିଆରେ ନମାଜ ପଢିଥିଲେ। ବର୍ତ୍ତମାନ ଆଇସିସିରେ ଏହା ବିରୋଧରେ ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ମହମ୍ମଦ ରିଜୱାନଙ୍କ ବିରୋଧରେ…
ଟାଇଗର-୩ ଟ୍ରେଲର ରିଲିଜ୍
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଜଣେ ମହିଳାଙ୍କ ବ୍ୟାକ୍ଗ୍ରାଉଣ୍ଡ ଭଏସ୍ରୁ ଆରମ୍ଭ ହୋଇଛି। ଯେଉଁଥିରେ କୁହାଯାଇଛି, ଦେଶର ଶାନ୍ତି ଏବଂ…
ମିଛ କହି କୋର୍ଟ ଭିତରେ ପଶିଲେ, ବ୍ୟାଗରୁ ପଥର ବାହାର କରି…
ଛତ୍ରପୁର,୧୬।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଏସଡିଜେଏମ୍ଙ୍କ କୋର୍ଟ ହଲରେ ସୋମବାର ପଥର ମାଡ଼ ହୋଇଛି। ଏଥିରେ କମ୍ପ୍ୟୁଟର, ଅନ୍ୟାନ୍ୟ ଆସବାବପତ୍ର ନଷ୍ଟ ହୋଇଛି। ଘଟଣାରେ ସମ୍ପୃକ୍ତ ଭଞ୍ଜନଗର ଥାନା ବଡ଼ କୋଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କୁ ଛତ୍ରପୁର…
Archives


