କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୩: ବର୍ତ୍ତମାନ ସମୟ ବଦଳିଛି। ଏବେ ସୋସିଆଲ ମିଡିଆର ଯୁଗ। ଏଥିରେ, ଅନେକ ପ୍ରକାରର ଟ୍ରେଣ୍ଡ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ସେହିପରି ଗତକାଲି ଠାରୁ ଏକ୍ସ’ରେ ଏକ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏକ୍ସ ଖୋଲୁ ଖେଶଲୁ ଆପଣ ନିଜର ଫଇଡ୍‌ ରେ ଏହି ସମ୍ପର୍କିତ ହଜାର ହଜାର ପୋଷ୍ଟ ଦେଖିପାରିବେ। ନେତା ହୁଅନ୍ତୁ କି ଅଭିନେତା କିମ୍ବା ସାଧାରଣ ଜନତା। ସମସ୍ତେ ଏହି ଟ୍ରେଣ୍ଡକୁ ଫଲୋ କରୁଛନ୍ତି।

ଏକ୍ସରେ #clickhere ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏହି ଫିଚରରେ ଆପଣ ଗୋଟିଏ ଫଷଟାରେ ଏକ ତୀର ଚିହ୍ନ କିମ୍ବା ଆରୋ ମାର୍କ ଦେଖିବାକୁ ପାଇ ପାରିବେ। ତୀର ଚିହ୍ନର ଶେଷରେ Alt ଲେଖାଯାଇଛି। Alt ଟେଷ୍ଟ ଫିଚରରେ ଆପଣ ୪୨୦ ଶବ୍ଦ ପର୍ଯ୍ୟନ୍ତ ଆପଣଙ୍କର ମତାମତ ଲେଖିପାରିବେ ଏବଂ ସେହି ଫଟୋ ଦ୍ୱାରା କୌଣସି ସମ୍ପର୍କରେ ବ୍ୟାଖ୍ୟା କରିପାରିବେ। କହିରଖୁଛୁ କି, ଏହି Alt text feature ୨୦୧୬ରେ ଏକ୍ସ’ରେ ଲଞ୍ଚ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ହେବ ଭାରତୀୟ ସେନା: ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରିବେ ମୋଦି

ନୂଆଦିଲ୍ଲୀ,୧୬।୫: ଭାରତର ସଫଳ ସାମରିକ ଅଭିଯାନ ‘ଅପରେସନ ସିନ୍ଦୁର’ ପରେ ଦେଶର ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କାର ବୃଦ୍ଧି ହୋଇପାରେ ବୋଲି ସରକାରୀ ସୂତ୍ର...

ବିରାଟଙ୍କ ସନ୍ୟାସକୁ ନେଇ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୫: ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ତାଙ୍କ ଟେଷ୍ଟ ଅବସର ପୂର୍ବରୁ ତାଙ୍କ ସହ...

ସଂସଦରେ ମିଛ କହୁଥିଲେ ପାକିସ୍ତାନ ମନ୍ତ୍ରୀ, ପୋଲ ଖୋଲିଦେଲା ନିଜ ଦେଶର ମିଡିଆ

ଇସଲାମାବାଦ,୧୬।୫: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ପାକିସ୍ତାନୀ ସିନେଟରେ ଏକ ବିଦେଶୀ ଖବରକାଗଜର ଏକ ନକଲି ଚିତ୍ର ଦେଖାଇ ଦାବି କରିଥିଲେ...

ବାଇକ୍‌ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ

ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍‌ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି।...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

ଲାଡେନଙ୍କ ସ୍ବପ୍ନ ପୂରଣ କରିବାକୁ ଚାହୁଁଛନ୍ତି ଅସୀମ ମୁନିର, ପହଲଗାମ ଆକ୍ରମଣ କ’ଣ ସମାନ ଷଡ଼ଯନ୍ତ୍ରର ଏକ ଅଂଶ କି? ବୁଝନ୍ତୁ ଏହାର…

ଇସଲାମାବାଦ,୧୬।୫: ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ...

ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲେ FBIର ପୂର୍ବତନ ନିର୍ଦ୍ଦେଶକ? ସମୁଦ୍ର ଜାହାଜରେ ଲେଖାଥିଲା ‘86 47’, ଜାଣନ୍ତୁ କ’ଣ ଏହାର ଅର୍ଥ

ଓ୍ବାଶିଂଟନ,୧୬।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଧମକ ମିଳିଛି କି? ଆମେରିକାର ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ...

କାର୍ ଭିତରେ ଯନ୍ତ୍ରୀଙ୍କ ମୃତଦେହ, ପୋଲିସର ତଦନ୍ତ ଆରମ୍ଭ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ବରଗଡ ସହର ଉପକଣ୍ଠ ହଳଦୀପାଲି ଛକରେ ଏକ ହୁଣ୍ଡାଇ କ୍ରେଟା ଗାଡି ଭିତରେ ଶୁକ୍ରବାର ସକାଳୁ ଜଣେ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri