ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨।୧୨: ଆପଲ୍ର ଅଧିକୃତ ରିସେଲର ଆଇ ଡେଷ୍ଟିନିର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଭୁବନେଶ୍ୱରର ପଟିଆସ୍ଥିତ ୟୁଡି ସିଟି ମଲ୍ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ଏସିସିରେ ‘ସାଇବର ନାଇଫ୍’ଟେକ୍ନୋଲୋଜି
ଭୁବନେଶ୍ୱର,୨।୧୨: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ‘ସାଇବର ନାଇଫ୍’ ଟେକ୍ନୋଲୋଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଦକ୍ଷିଣ ଏସିଆର ପ୍ରଥମ ସାଇବର ନାଇଫ୍ ‘ସାଇବର ନାଇଫ୍ ଏସ୍ ୭ଟିଏମ୍ (7…
ବାଂଲାଦେଶ ବିଜୟ ନିକଟତର
ସିଲହେଟ୍, ୨ା୧୨: ବାମହାତି ସ୍ପିନର ତାଇଜୁଲ ଇସ୍ଲାମ ୪ ଉଇକେଟ ସଫଳତା ପରେ ବାଂଲାଦେଶ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ନିକଟତର ହୋଇଛି। ୩୩୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ଶୁକ୍ରବାର ଚତୁର୍ଥ…
ସଭିଏଁ ସମାନ
ସମାଜରେ ସମାନତା ରହିବା ଦ୍ୱାରା ବିକାଶର ପ୍ରଥମ ପାହାଚ ପଡିଥାଏ। ସମାଜରେ ସମାନତା ରହିଲେ ପୃଥିବୀର ସାମଗ୍ରିକ ବିକାଶ ଧାରା ସହଜ ହୋଇ ପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୨ରେ ଅନ୍ତର୍ଜାତୀୟ ଦାସତ୍ୱ ବିଲୋପ ଦିବସ ପାଳନ କରାଯାଇଥାଏ।ଦାସତ୍ୱର…
୨୦୨୪ ଆଇପିଏଲ୍ ନିଲାମରେ ଓଡ଼ିଶାର ୧୬ ଖେଳାଳିଙ୍କ ନାମ ପଞ୍ଜୀକୃତ
ଭୁବନେଶ୍ୱର, ୨।୧୨ (ତପନ ସ୍ବାଇଁ): ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଚଳିତ ମାସ ୧୯ ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ୧୬ ଜଣ ଖେଳାଳିଙ୍କ ନାମ…
ଅଧିକାରୀଙ୍କୁ ବହିଷ୍କାରକଲା ପାରାଗୁଏ
ଅସୁନସିଓନ୍,୨ା୧୨: ଭଣ୍ଡ ବାବା ନିତ୍ୟାନନ୍ଦଙ୍କ କାଳ୍ପନିକ ସାମ୍ରାଜ୍ୟ କୈଲାସା ସହ ଏକ ସହଯୋଗ ଚୁକ୍ତିରେ ସ୍ବାକ୍ଷର କରିବା ଅଭିଯୋଗରେ ପାରାଗୁଏ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛି। ଅର୍ନାଲ୍ଡୋ ଚାମୋରୋ ପାରାଗୁଏ କୃଷିମନ୍ତ୍ରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟ କରୁଥିଲେ।…
ଶିକ୍ଷକଙ୍କୁ ଅପହରଣ, ନିଜ ଝିଅ ସହ ବିବାହ
ପାଟନା,୨ା୧୨: ନିକଟରେ ଗୌତମ କୁମାର ବିହାର ଲୋକ ସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ବୁଧବାର ୩-୪ ଜଣ ବ୍ୟକ୍ତି ତାଙ୍କ ସ୍କୁଲରେ ପହଞ୍ଚତ୍ ଗୌତମଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଏହାର ୨୪ ଘଣ୍ଟା ଭିତରେ ବନ୍ଧୁକ…
ଫୋବର୍ସ ୩୦ ଅଣ୍ଡର ୩୦ ତାଲିକାରେ ଆମେରିକୀୟ ଟିକ୍ ଟକର୍
ଓ୍ବାଶିଂଟନ୍, ୨ା୧୨: ଫୋବର୍ସ ମାଗାଜିନ୍ ଏହାର ବାର୍ଷିକ ‘୩୦ ଅଣ୍ଡର ୩୦’ ତାଲିକା ପ୍ରକାଶ କରିଛି। ଏଥିରେ କଳା, ଶୈଳୀ, ମିଡିଆ, ମ୍ୟୁଜିକ୍ ଓ କ୍ରୀଡ଼ା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ୩୦ ବର୍ଷରୁ କମ୍ ବୟସର ଜଣ…
ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ଜିତାଇଥିବା ଟ୍ରାଭିସ୍ ହେଡ୍ଙ୍କ ବେସ୍ ପ୍ରାଇସ୍ ୨କୋଟି
ନୂଆଦିଲ୍ଲୀ, ୨ା୧୨: ଆଇପିଏଲ ଖେଳାଳି ନିଲାମ ଲାଗି ଅଷ୍ଟ୍ରେଲିଆର ବିଶ୍ୱକପ୍ ହିରୋ ଟ୍ରାଭିସ୍ ହେଡ୍, ପ୍ୟାଟ କମିନ୍ସ ଓ ମିଚେଲ ଷ୍ଟାର୍କଙ୍କ ସମେତ ଆଉଟ ଅଫ୍ ଫେଭର ଭାରତ ପେସ୍ ବୋଲର ହର୍ଶଲ ପଟେଲ ସର୍ବୋଚ୍ଚ ବେସ୍ ପ୍ରାଇସ୍ ତାଲିକାଭୁକ୍ତ ହୋଇଛନ୍ତି।…
ବେଆଇନ ପାର୍କିଂ ନେଉଛି ଜୀବନ
କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ଘଟଣା ରୋକିବା ପାଇଁ ଶୁକ୍ରବାରଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କେନ୍ଦୁଝର ଜିଲା ଘଟଗଁା ଥାନା ଅଞ୍ଚଳରେ ଏକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିବା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ଜାତୀୟ…
ବିଦ୍ୟୁତ୍ ସଂଯୋଗ ନାହିଁ, ଖେଳାହେଲା ମ୍ୟାଚ୍
ରାୟପୁର, ୨ା୧୨: ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରୁ ୫ ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଛି।ଏହାସତ୍ତ୍ୱେ ସେଠାରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହା କିପରି ସମ୍ଭବ ହୋଇପାରୁଛି ସେ ନେଇ…
ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟ୍ବଲ ଲିଗ୍ ଆରମ୍ଭ
ଭୁବନେଶ୍ୱର, ୨।୧୨ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ‘ଗତିକୃଷ୍ଣ ପଣ୍ଡା ମେମୋରିଆଲ’ ଭୁବନେଶ୍ୱର ‘ଏ’ ଡିଭିଜନ ଫୁଟବଲ ଲିଗ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀ ପଡ଼ିଆରେ ଫ୍ଲଡ୍ ଲାଇଟରେ ଅନୁଷ୍ଠିତ ୟୁନିଟ-୬ ଆଥ୍ଲେଟିକ ଆସୋସିଏଶନ…
Archives


