Home Left

ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏମିତିରେ ମୁନାଓ୍ବାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା…

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ ସେମାନେ…

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ ଜଡିତ…

ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଇଣ୍ଡଷ୍ଟ୍ରି ଏବଂ ଚଳଚ୍ଚିତ୍ରରେ ତାଙ୍କର…

୬ ବର୍ଷ ପରେ ମିଶିଲା ମନ, ପୁଣି ଏକାଠି ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ,୨।୧୨: ‘ଦି କପିଲ ଶର୍ମା ଶୋ’ର ପ୍ରସିଦ୍ଧ ଡା. ଗୁଲାଟି ଚରିତ୍ରରେ ନଜର ଆସୁଥିବା ସୁନୀଲ ଗ୍ରୋଭର ପୁଣି କପିଲ ଶର୍ମାଙ୍କ ସହିତ ନଜର ଆସିବେ। ଦୀର୍ଘ ଦିନର ଲଢେଇ ପରେ ଦୁଇ ଷ୍ଟାର କମେଡିଆନ ନେଟଫ୍ଲିକ୍ସର ଏକ ନୂଆ ପ୍ରୋଜେକ୍ଟ…

ଜାଣନ୍ତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ କ୍ରୁ ମେମ୍ବର ଜଙ୍ଘ ତଳେ କାହିଁକି ରଖିଥାନ୍ତି ହାତ

ବିମାନରେ ଯାତ୍ରା କରିବା ଏକ ନିଆରା ଅନୁଭୂତି। ଲୋକମାନେ ମଧ୍ୟ ଏହି ଯାତ୍ରା ସମୟରେ ବହୁତ କିଛି ଶିଖିବାକୁ ପାଇଥାନ୍ତି। ଯଦି ଆପଣ ବିମାନ ଭିତରେ ଥିବା ବିଭିନ୍ନ ଜିନିଷକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ, ସେଗୁଡ଼ିକ ବହୁତ ଆଶ୍ଚର୍ଯ୍ୟଜନକ।…

ନମ୍ବର ଓ୍ବାନ୍‌ ଯୋଗାଡ଼: ବାଇକ୍‌ରେ କାରଭଳି ଅନୁଭବ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ  କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ଦେଶୀ ଯୋଗାଡ଼ର ଅନେକ ଭିଡିଓ ରହିଛି। ସ୍ବଦେଶୀ ଜ୍ଞାନକୌଶଳ  ବ୍ୟବହାର କରାଯାଇ ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି।  ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ,  ବାଇକ୍‌ରେ …

ଅଟୋ ଚଳାଇବାବେଳେ ମହମ୍ମଦ ରଫିଙ୍କ ଗୀତ ଗାଇଲେ ଡ୍ରାଇଭର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨।୧୨: କିଏ ପ୍ୟାଶନ ଭାବେ ଗୀତ ବୋଲିଥାଏ ତ କାହାକୁ ଖୁସି ଲାଗିଲେ ଗୀତ ବୋଲିଥାଏ। ହେଲେ ନିକଟରେ ଏକ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ ଗୀତ ବୋଲୁଛନ୍ତି। ସେ ବି…

ଅନିଶ୍ଚିତତାରେ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌

ସୋନପୁର,୨।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂ ରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନି। ସହରବାସୀଙ୍କ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ଯାଞ୍ଚ: ୧୦ ଗ୍ୟାସ୍‌ ସିଲିଣ୍ଡର ଜବତ, ୨୭ ହଜାର ଜରିମାନା

ଦାରିଙ୍ଗବାଡ଼ି,୨।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ହୋଟେଲ ରହିଥିବା ବେଳେ ଏକାଧିକ ଜଳଖିଆ ଦୋକାନ ଏବଂ ମିଲ୍ସ ହୋଟେଲ ରହିଛି। ହେଲେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ…

ପ୍ରଥମ ଦିନରେ ଇତିହାସ ରଚିଲା ଆନିମଲ, ବିଶ୍ୱବ୍ୟାପୀ କଲା ବମ୍ପର ରୋଜଗାର, ଭାଙ୍ଗିଲା ପଠାନ ରେକର୍ଡ

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଫିଲ୍ମ ଆନିମଲ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଫିଲ୍ମଟି ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହା ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ…

ରେଳଟ୍ରାକରେ ଶୋଇଗଲେ ବୃଦ୍ଧ, ଉପର ଦେଇ ମାଡିଗଲା ଟ୍ରେନ; ହେଲେ ଜିଅନ୍ତା ଫେରିଲେ!

ଗୁନା,୨।୧୨: ମଧ୍ୟପ୍ରଦେଶର ଗୁନା ରେଲଓ୍ବେ ଷ୍ଟେଶନରେ ଏପରି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଶରୀରର ରୁମ ଟାଙ୍କୁରି ଉଠିବ। ହଠାତ୍‌ ଜଣେ ୭୦ବର୍ଷିୟ ବୃଦ୍ଧ ରେଳଟ୍ରାକରେ ଆସି ଶୋଇ ପଡିଥିଲେ। କିଛି କହିବା ପୂର୍ବରୁ ଆଖି ପିଛୁଳାକେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri