Home Left

ବଢ଼ିଛି ହଳଦୀପତ୍ରର ଚାହିଦା, ହ୍ରାସ ପାଉଛି ହଳଦୀ ଅମଳ

ଦାରିଙ୍ଗବାଡି, ୩ା୧୨ (ଅରୁଣ ସାହୁ)ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେମିତି ପରିଚିତ ସେମିତି ଜୈବିକ ହଳଦୀ ଚାଷ ପାଇଁ ବିଶ୍ୱ ବିକ୍ଷାତ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ସବୁଠି ରହିଛି। ହଳଦିରେ ଥିବା କୁରକୁମିନ କ୍ୟାନ୍ସର…

ଭଙ୍ଗା କୁଡ଼ିଆରେ ଜୀବନ

କାଏମା,୩ା୧୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡ଼ା ଗ୍ରାମର ପ୍ରଫୁଲ୍ଲ ତରାଇଙ୍କ ପରିବାର ଏକ ଜରିପାଲ ପକାଯାଇଥିବା ଘରେ ରହୁଛନ୍ତି। ହେଲେ ତାଙ୍କୁ ପକ୍କାଘର ମିଳି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ୩ ପିଲା ଓ ସ୍ବାମୀସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର।…

ଡିସେମ୍ବର ୯ ପର୍ଯ୍ୟନ୍ତ ହେବ ଭୋଟର ତାଲିକା ସଂଶୋଧନ

ଭୁବନେଶ୍ୱର,୨ା୧୨: ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନପତ୍ର…

କାର୍ଯ୍ୟରେ ଅବହେଳା: ଦୁଇ ପ୍ରଧାନଶିକ୍ଷକଙ୍କ ବଦଳି

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଧାରରେ ବଦଳି କରାଯାଇଛି। ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜଙ୍ଗିରା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ପାତ୍ରଙ୍କୁ ଝୁମ୍ପୁରା…

ଫଟୋ ଶେୟାର କରି ଦିଲ୍ଲୀକୁ ମନେ ପକାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବାଦଶାହା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ଦ୍ୱିତୀୟ ଗୀତ ‘ନିକ୍‌ଲେ ଥେ କଭି ହମ୍‌ ଘର୍‌ ସେ’ ନିକଟରେ ରିଲିଜ ହୋଇଛି। ‘ପଠାନ’ ଏବଂ ‘ଯବାନ’ ପରେ ଏହା…

କେଇ ମିନିଟ୍‌ରେ କରିପାରିବେ ଜହ୍ନର ପରିକ୍ରମା, ଗୁଗୁଲ୍‌କୁ ଯାଇ ସର୍ଚ୍ଚ କରନ୍ତୁ…

ସମସ୍ତେ ଜହ୍ନକୁ ଯିବାକୁ ସ୍ବପ୍ନ ଦେଖିଥାନ୍ତି। ହେଲେ ଏହା ସମ୍ଭବପର ନୁହେଁ। ଆଜି ଆମେ ଆପଣଙ୍କୁ ଏଭଳି କୌଶଳ ବିଷୟରେ କହିବୁ, ଯାହାଦ୍ୱାରା ଘରେ ବସି ଜହ୍ନର ପରିକ୍ରମା କରିହେବ। ଆଶ୍ଚର୍ଯ୍ୟ ହେଉଛନ୍ତି କି। ବାସ୍ତବରେ ଏହା ସମ୍ଭବ। ଏଥିଲାଗି ଗୁଗୁଲ୍‌…

ଡିସେମ୍ବର ୯ରେ ହେବ ୧୬୫ ଖେଳାଳିଙ୍କ ଭାଗ୍ୟପରୀକ୍ଷା

ନୂଆଦିଲ୍ଲୀ,୨।୧୨: ୨୦୨୪ ଫେବୃୟାରୀ-ମାର୍ଚ୍ଚରେ ଆୟୋଜିତ ହେବ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)। ଏହାକୁ ନେଇ ଡିସେମ୍ବର ୯ରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୧୬୫ ଖେଳାଳି ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…

ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସଦର ଥାନା ଅନ୍ତର୍ଗତ ଉପରକାଇପୁର ଗ୍ରାମର ଅଭିଯୁକ୍ତ ସଞ୍ଜୁ ଦେହୁରୀ(୩୦)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ହଜାର…

କେନ୍ଦୁଝରରୁ ଟ୍ରକ ଚୋରି କରି ଝାଡ଼ଖଣ୍ଡରେ ବିକୁଥିଲେ: ୨ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ଶନିବାର ସିରିଜ ଟ୍ରକ ଚୋରି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସରଜୁଲ ହୁସେନ (୪୦) ଓ ମାଇତୁଲ ସାଇ । ସେମାନଙ୍କ ଘର ଝାଡଖଣ୍ଡ ପଶ୍ଚିମ ସିଂଭୂମ…

ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ…

କଂଗ୍ରେସରେ ଯୋଗଦେଲେ ଜୟରାମ ପାଙ୍ଗି

କୋରାପୁଟ,୨ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର କଂଗ୍ରେସରେ ଯୋଗଦେଇଛନ୍ତି। ଗତ ୩ ମାସ ହେଲା ଶ୍ରୀ ପାଙ୍ଗି କଂଗ୍ରେସରେ ଯୋଗଦେବେ…

ସାଳନ୍ଦୀ ନଦୀବନ୍ଧ ମରାମତି ଦାବି

ଭଦ୍ରକ,୨।୧୨(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ମୋଟ ୯ ପଞ୍ଚାୟତବାସୀ ସାଳନ୍ଦୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri