ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ଅବସ୍ଥା ଗୁରୁତର
କାଠମାଣ୍ଡୁ,୧୪।୧୦: ଶନିବାର ନେପାଳରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଯେଉଁଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମନାଙ୍ଗ ଏୟାରର ଏହି ହେଲିକପ୍ଟରଟି ସୋଲୁଖମ୍ବୁ ଆଡକୁ ଉଡାଣ ଭରିଥିବା ବେଳେ ଲେବୁଚେ ପାହାଡ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ…
ଶୁଖିଲା ପଡ଼ିଛି ୭ କୋଟିରେ ନିର୍ମିତ ବିଷ୍ଣୁଗୁଡ଼ା ଡ୍ୟାମ୍
ରାୟଗଡ଼ା,୧୪।୧୦(ଆଶିଷ ରଞ୍ଜନ ପଣ୍ଡା): ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ରାୟଗଡ଼ା ବ୍ଲକର ପିତାମହଲ ପଞ୍ଚାୟତ ତେନ୍ତୁଳିଗୁଡ଼ାରେ ୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବିଷ୍ଣୁଗୁଡ଼ା ଡ୍ୟାମ୍ । ପଞ୍ଚାୟତର ୭ରୁ ୮ଖଣ୍ଡ ଗ୍ରାମବାସୀ ଉପକୃତ ହେବା ସହ…
୯୧ କୋଟିର କ୍ଷତିପୂରଣ ପାଇବେ ଏହି ପୂର୍ବତନ କ୍ରିକେଟର
ଲଣ୍ଡନ,୧୪।୧୦: ଇଂଲଣ୍ଡର ପୂର୍ବତନ କ୍ରିକେଟର ଏଣ୍ଡ୍ରିୟୁ ଫ୍ଲିଣ୍ଟଫ ଖୁବ୍ଶୀଘ୍ର ୯ ମିଲିୟନ ପାଉଣ୍ଡ (୯୧ କୋଟି ଟଙ୍କା) କ୍ଷତିପୂରଣ ପାଇବେ। ଏହି କ୍ଷତିପୂରଣ ତାଙ୍କୁ ବିସିସିଆଇ ପ୍ରଦାନ କରିବ। ବାସ୍ତବରେ, ବିସିସିର ଏକ ଶୋ ‘ଟପ ଗିଅର୍’ର ଶୁଟିଂ ବେଳେ ଫ୍ଲିଣ୍ଟଫଙ୍କର…
୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ
ନୂଆଗାଁ,୧୪।୧୦ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ଗୁଡୁପାଙ୍ଗି ଗ୍ରାମବାସୀଙ୍କୁ ପ୍ରଶାସନ ଅଣଦେଖା କରୁଛି। ଦୀର୍ଘ ୮ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ସେଥିପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧି ଦୃଷ୍ଟି ଦେଉ ନ…
ଟ୍ରାନ୍ସଫର୍ମର ଛାଡି ଦୌଡ଼ିଲେ
ପାଟଣା,୧୪।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅଁଳାଢ଼ିଆ ଜଙ୍ଗଲ ନିକଟ ରାସ୍ତାରେ କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମ ଚୋରି କରିନେଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରେ ଟ୍ରାନ୍ସଫର୍ମର ଏବଂ…
ମାଆ ହେବା ପରେ ପ୍ରଥମଥର ଆଉଟିଂରେ ବାହାରିଲେ ଇଲିଆନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଏବେ ତାଙ୍କ ମଦରହୁଡ ଏନଜୟ କରୁଛନ୍ତି। ଏବେ ସେ ତାଙ୍କ ପୁଅ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଏହାସହ ସେ ମାଆ ହେବାର ଅନୁଭବକୁ ଲଗାତାର ଭାବେ ତାଙ୍କ ଫ୍ୟାନଙ୍କ ସହ ଶେୟାର କରୁଛନ୍ତି।…
ପଞ୍ଜାବ ପୋଲିସକୁ ସଫଳତା, ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଆଇଇଡି ସମେତ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
ଚଣ୍ଡିଗଡ଼,୧୪।୧୦: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ ସେଲକୁ ବହୁତ ବଡ ସଫଳତା ମିଳିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଏବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।…
ନିର୍ଦ୍ଧାରିତ ସମୟରେ ରିଲିଜ୍ ହେବ ଶାହାରୁଖଙ୍କ ‘ଡଙ୍କି’
ମୁମ୍ବାଇ: ବଲିଉଡର କିଙ୍ଗ୍ ଖାନ ତଥା ଶାହାରୁଖ ଖାନ ଚଳିତ ବର୍ଷ ଇଣ୍ଡଷ୍ଟ୍ରିକୁ ‘ପଠାନ’ ଏବଂ ‘ଯବାନ’ ଭଳି ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’କୁ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।…
ଢିଙ୍କି ସାଜିଥିଲା ମହିଳାଙ୍କ ବ୍ୟାୟାମର ମାଧ୍ୟମ
ପଟ୍ଟାମୁଣ୍ଡାଇ, ୧୩ା୧୦(କଳ୍ପତରୁ ନାୟକ): ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତ୍ତନ ହେଉଛି। ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେଶିନ୍ର ବ୍ୟବହାର ବହୁଳ ଭାବରେ ବଢ଼ି…
ନୋବେଲ ପୁରସ୍କାର ବିଜୟିନୀ ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକ୍ଙ୍କର ପରଲୋକ
ଓ୍ବାଶିଂଟନ,୧୪।୧୦: ନୋବେଲ ପୁରସ୍କାର ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକ୍ଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ପରିବାର ଏବଂ ପିଲାଦିନର ଅନୁସନ୍ଧାନରେ ଗ୍ଲୁକ୍ ନିଜର କବିତା ‘ଦ ଇନଫଲିବଲ ଭଏସ’ ସହିତ ଜଣାଶୁଣା। ତାଙ୍କୁ ସାହିତ୍ୟରେ ୨୦୨୦ରେ ନୋବେଲ ପୁରସ୍କାର ପ୍ରଦାନ…
ନିର୍ମାଣର ୨ ମାସରେ ଲୁଣାଘେରି ବନ୍ଧ ରାସ୍ତା ନଷ୍ଟ
କୁଜଙ୍ଗ,୧୪।୧୦(ମନୋଜ ପ୍ରଧାନ): ଏରସମା ବ୍ଲକ ମାହାଙ୍ଗା ନଦୀ ନିକଟ ବାଲିତୁଠରୁ ଢିଙ୍କିଆକୁ ସଂଯୋଗ କରୁଥିବା ଲୁଣା ଘେରିବନ୍ଧ ରାସ୍ତା ନିର୍ମାଣ ସରିବାର୨ ମାସ ମଧ୍ୟରେ ନଷ୍ଟ ହୋଇଯାଇଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ନେଇ ଅଭିଯୋଗ ହୋଇଛି। ୩ କିଲୋମିଟର…
ଭାରତ-ଶ୍ରୀଲଙ୍କା ମଧ୍ୟରେ ପୁଣି ଆରମ୍ଭ ହେଲା ଫେରି ସେବା
ନୂଆଦିଲ୍ଲୀ/କଲମ୍ବୋ,୧୪।୧୦: ତାମିଲନାଡୁର ନାଗାପଟ୍ଟିନମ ଏବଂ ଶ୍ରୀଲଙ୍କାର କାନକେସନ୍ତୁରାଇ ମଧ୍ୟରେ ଫେରି ସେବାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନାଗାପଟ୍ଟିନମ ଏବଂ କାନକେସନ୍ତୁରାଇ ମଧ୍ୟରେ ଫେରି ସେବା ଆରମ୍ଭକୁ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ…
Archives


