ମୁଭି ‘ସାମ ବାହାଦୂର’କୁ ନେଇ ଏମିତି କହିଲେ ସଚିନ
ମୁମ୍ବାଇ,୩।୧୨: ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ନିର୍ମିତ ମୁଭି କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି। ଦର୍ଶକେ ଏହି ମୁଭିକୁ ବହୁତ ପସନ୍ଦ କରୁଛନ୍ତି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଉପରେ ଆଧାରିତ ଏହି…
୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା
ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ଆସନରେ ଆଗୁଆ ରହିଛି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନର ଭାଜପା ନେତା…
ଉଭେଇ ଗଲା ଆମ୍ ଆଦମୀ ପାର୍ଟି
ନୂଆଦିଲ୍ଲୀ,୩।୧୨: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାଜପା ଜଲୱା ଦେଖାଇଥିବା ବେଳେ ତେଲଙ୍ଗାନାକୁ କଂଗ୍ରେସ କବ୍ଜା କରିଛି। ଏସବୁ ଭିତରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ଖାତା…
ତେଲଙ୍ଗାନା ଡିଜିପିଙ୍କୁ ସସପେଣ୍ଡ କଲେ ନିର୍ବାଚନ କମିଶନ
ହାଇଦ୍ରାବାଦ,୩।୧୨: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ତେଲଙ୍ଗାନା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ଉଦ୍ଧୃତ କରି ରବିବାର ଏହି ସୂଚନା ଦିଆଯାଇଛି। ନ୍ୟୁଜ ଏଜେନ୍ସି…
ଜେଲରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗ୍ୟାଙ୍ଗଷ୍ଟର ନିହତ
ଧାନବାଦ,୩।୧୨: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ସିଂ, କଂଗ୍ରେସ ନେତା ନୀରଜ ସିଂ ଏବଂ ଝରିଆ କଂଗ୍ରେସ ବିଧାୟକ ପୂର୍ଣ୍ଣିମା ନୀରଜ ସିଂଙ୍କ ସ୍ବାମୀଙ୍କ ସମେତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରବିବାର ଧାନବାଦ ଜେଲରେ ବନ୍ଦୀମାନଙ୍କ ମଧ୍ୟରେ…
ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୩।୧୨: ଛତିଶଗଡ ଏବଂ ତେଲଙ୍ଗାନାରେ ଭୋଟ ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ମଧ୍ୟପ୍ରଦେଶ, ଛତିଶଗଡ ରାଜସ୍ଥାନରେ ଭାଜପା ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ତେଲଙ୍ଗାନାରେ କଂଗ୍ରେସ ବହୁ ସଂଖ୍ୟାରେ ଜିତିଥିବା ଜଣାପଡିଛି। ନିର୍ବାଚନ ଫଳାଫଳ ଉପରେ ଦେଶ ତଥା ବିଶ୍ୱର ନଜର…
ପ୍ରଥମ ରୋଜଗାର ଟଙ୍କାରେ ବହି ଓ ପତ୍ରିକା କିଣିଥିଲି: ଗାଳ୍ପିକ ତପନ ମହାପାତ୍ର
ପ୍ରଥମ ରୋଜଗାର କଥା ଭାବି ଦେବାବେଳେ ଗୋଟେ ଜହ୍ନ ଜହ୍ନ ରାତି ଯେମିତି ମୋ ଚାରିପଟେ ଫିଟି ପଡୁଛି। ହଁ, ମୁଁ ‘ଜହ୍ନମାମୁଁ’ ପତ୍ରିକା କଥା କହୁଛି। ପିଲା ଆଖିରେ, ପ୍ରଥମ ଦେଖାରେ କେତେ ନିଜର ଲାଗୁଥିଲା ସେ! ତା’ର ପ୍ରଚ୍ଛଦ,…
ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ
କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍ ଏ, ବିଟା କ୍ୟାରୋଟିନ୍, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି…
ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ଅଶୋକ ଗେହଲୋଟ
ଜୟପୁର,୩।୧୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ ଭବନରେ ପହଞ୍ଚି ଅପରାହ୍ନ ୫ଟା ୩୦ରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟି(ଭାଜପା) ରାଜସ୍ଥାନରେ ବିଜୟ ଆଡକୁ ଗତି କରୁଥିବା ଜଣାପଡିଛି। ଟ୍ରେଣ୍ଡରେ ଏହା କଂଗ୍ରେସଠାରୁ…
ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…
ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା ଭୂମିକା ରହିଥିବା ବିଶ୍ୱାସ କରାଯାଏ। ଯେମିତିକି: *ବାସ୍ତୁଶାସ୍ତ୍ର ଅନୁଯାୟୀ, ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କର…
ନିର୍ବାଚନ ଫଳାଫଳ ଦେଖି ଖୁସିରେ ଗଦଗଦ କଙ୍ଗନା: ଭଗବାନ ରାମଙ୍କ ସହ ମୋଦିଙ୍କୁ କଲେ ତୁଳନା
ନୂଆଦିଲ୍ଲୀ,୩।୧୨:ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା ଏବଂ ଛତିଶଗଡ ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭାଜପା ବିଜୟ ନିକଟତର ହୋଇଛି। ତିନୋଟି ରାଜ୍ୟରେ ଭାଜପାର ବିଜୟ ଉତ୍ସବ ପାଳନ କରି କଙ୍ଗନା ରାନାୱତ ପ୍ରଧାନମନ୍ତ୍ରୀ…
ମୋ ପୁଅ ଆଥଲେଟ୍ ହେଲେ ଏହି ଷ୍ଟାର କ୍ରିକେଟର୍ଙ୍କୁ ଫଲୋ କରିବାକୁ କହିବି: ବ୍ରାଏନ୍ ଲାରା
ନୂଆଦିଲ୍ଲୀ,୩।୧୨: ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ମହାନ ବ୍ରାଏନ ଲାରା ନିଜ ପୁଅକୁ ଏକ ବଡ଼ କଥା କହିଛନ୍ତି। ଯଦି ତାଙ୍କ ପୁଅ ଆଥଲେଟ ହୁଅନ୍ତି, ତେବେ ସେ ତାଙ୍କ ପୁଅକୁ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାର ଉଦାହରଣ ଭାବରେ…
Archives


