Home Left

ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦିଅନ୍ତୁ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ବେଗୁସରାଇ,୧୮ା୧୨: ପ୍ରାଣୀ ହତ୍ୟାର ହିନ୍ଦୁ ଉପାୟ ହେଉଛି ଝଟ୍‌କା। ହିନ୍ଦୁମାନେ ଯେତେବେଳେ ବି ବଳି ଦିଅନ୍ତି ସେମାନେ ଗୋଟିଏ ଷ୍ଟ୍ରୋକ୍‌ରେ କରିଥାଆନ୍ତି। ଏପରି ସ୍ଥଳେ ସେମାନେ ହଲାଲ ମାଂସ ଖାଇ ନିଜକୁ ଅପବିତ୍ର କରିବା ଅନୁଚିତ। ହିନ୍ଦୁମାନେ ହଲାଲ ମାଂସ ଛାଡ଼ିଦେବା…

ବିତର୍କ ନୁହେଁ, ତଦନ୍ତ ହେବ

ନୂଆଦିଲ୍ଲୀ,୧୮ା୧୨: ଭାରତର ନୂଆ ସଂସଦ ଭବନରେ ହୋଇଥିବା ସୁରକ୍ଷା ବିଭ୍ରାଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବିରୋଧୀ ଏନେଇ ପାର୍ଲାମେଣ୍ଟ ଭିତରେ ବିତର୍କ କରାଯାଉ ବୋଲି ଦାବି କରୁଥିବାବେଳେ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…

କ୍ରଶର ୟୁନିଟ୍‌ରେ ଅନୁମତିଠୁ ଅଧିକ କଳାପଥର

ଯାଜପୁର,୧୮ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ତନ୍ମମଧ୍ୟରୁ ୨୫ଟି ଲିଜ୍‌ ଦିଆଯାଇଥିବାବେଳେ ଅନ୍ୟ ଖାଦାନଗୁଡ଼ିକରୁ ଲୁଟ୍‌ ଚାଲିଛି। ଏହିକ୍ରମରେ ସ୍ଥାନୀୟ କ୍ରଶରଗୁଡିକରେ ଅନୁମତି ଓ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ କଳାପଥର…

ବ୍ରହ୍ମବରଦା ହାଟ ଉନ୍ନତୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବ୍ରହ୍ମବରଦା,୧୮ା୧୨(ଯଯାତି କେଶରୀ ବେହେରା): ରସୁଲୁପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ସାପ୍ତାହିକ ହାଟର ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ, ଜିଲାପାଳ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ଚିଠି ଲିଖିଛନ୍ତି ବରିଷ୍ଠ ନାଗରିକ ଚିନ୍ତାମଣି ରାଉତ। ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ୩…

ସିଏମ୍‌ସି ମେୟରଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ

କଟକ,୧୮ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସୁବାସଙ୍କ ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ଏକ ଅଶ୍ଳୀଳ ପୋଷ୍ଟ ଶେୟାର କରାଯାଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବା ପରେ…

‘ସାହିତ୍ୟର ମୌଳିକତା ଫେସ୍‌ବୁକ୍‌ ନଷ୍ଟ ନ କରୁ’

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍‌ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ…

ମାଗଣା ସିଭିଲ ସର୍ଭିସ କୋଚିଂ ଭେଳିକି

ଭୁବନେଶ୍ୱର,୧୮।୧୨(ଅସମାପିକା ସାହୁ): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ହାର କମ୍‌ ରହୁଛି। ଏଥିରେ କିପରି ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର କଲେଜରୁ ଆଇଏଏସ୍‌ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ…

ରୋଷେଇ ଘରେ ସୁଇମିଂର ମଜା ନେଉଛି କୁନି ଝିଅ, ଭିଡିଓ ଦେଖିଲେ…

ଆପଣ ନିଶ୍ଚୟ ବଡ଼ବଡ଼ ଘରେ କିମ୍ବା କିଛି ସୋସାଇଟିରେ ସୁଇମିଂ ପୁଲ୍‌ ଦେଖିଥିବେ। କିନ୍ତୁ ଆପଣ କେବେ କେବେ ନିଜ ପିଲା ନିଜ ରୋଷେଇ ଘରେ ଗାଧୋଇବାକୁ ଉପଭୋଗ କରୁଥିବା ଦେଖିଛନ୍ତି କି? କେବଳ ଏତିକି ନୁହେଁ, ଆପଣ କାହାର ରୋଷେଇ…

ୟୁଏଇକୁ ହରାଇ ବାଂଲାଦେଶ ଚାମ୍ପିୟନ

ଦୁବାଇ, ୧୭ା୧୨: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୧୯୫ ରନ୍‌ରେ ପରାସ୍ତ କରି ବାଂଲାଦେଶ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା  ମ୍ୟାଚରେ ବାଂଲାଦେଶର ଉଇକେଟକିପର-ବ୍ୟାଟର ଆଶିକୁର ରହମନ ଶିବ୍‌ଲି ଫର୍ମ ଜାରି…

ଝାଡ଼ାବାନ୍ତି: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ରାଉରକେଲା,୧୭।୧୨(ସଙ୍ଗୀତା ଜେନା): ରାଉରକେଲାରେ ଝାଡ଼ାବାନ୍ତି ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ଝାଡ଼ାବାନ୍ତିରେ ପୂର୍ବରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ହୋଟେଲ ବ୍ୟବସାୟୀ ପ୍ରଣବ ସ୍ବାଇଁ, ଏମ୍‌ଡି. ଅସଲମ୍‌ ଏବଂ ଗାନ୍ଧୀରୋଡ୍‌ର…

ଦେଶାନ୍ତରୀଙ୍କ ମୃତ୍ୟୁ ପଥ ପାଲଟିଛି ଭୂମଧ୍ୟସାଗର

କାଏରୋ,୧୭ା୧୨: ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ଜାହାଜ ବୁଡ଼ି ୬୧ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ରବିବାର ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷେ କେନ୍ଦ୍ରୀୟ ଭୂମଧ୍ୟସାଗର ଏବେ ବି ଦେଶାନ୍ତରୀଙ୍କ ପାଇଁ ବିଶ୍ୱର…

ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିଲା କୁକୁର

ପୁରୀ,୧୭।୧୨: ପୁରୀ ଜିଲା ହସ୍ପିଟାଲରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ପ୍ରାଦୁର୍ଭାବ। କୁକୁର ମେଡିକାଲରେ ଅବାଧରେ ପଶି ବେଡ୍‌ରେ ଶୋଉଛନ୍ତି। ଏପରିକି ଏକ କୁକୁର ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିବା ଘଟଣା ଏବେ ସାମ୍ନାକୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri