Home Left

୨ ଗାଁ ମଧ୍ୟରେ ବିବାଦ, ଥାନାରେ ଅଭିଯୋଗ

ଯାଜପୁର ସଦର,୨୦।୧୨(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁରଠାରେ ଥିବା ଖରସ୍ରୋତା ନଦୀର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ମାପ ଚୁପ ପରେ ବାଲିଘାଟ ରାସ୍ତାକୁ ନେଇ ମାଧପୁର…

ବିଜୁଳି କଟିଲେ ସିଟିସ୍କାନ୍‌ ଠପ୍‌

ଅନୁଗୋଳ, ୨୦।୧୨ (ଅମିତ କୁମାର ସାମଲ): ବିଜୁଳି କଟିଲେ ଠପ୍‌ ହୋଇଯାଉଛି ଗୁରୁତ୍ୱପୂର୍ଣ୍ଣ ସିଟିସ୍କାନ ବ୍ୟବସ୍ଥା। ଜେନେରେଟର ଥିଲେ ବି ବ୍ୟାଟେରି ଚୋରି ହୋଇଯାଇଥିବାରୁ ତାହା କାର୍ଯ୍ୟରେ ଲାଗିପାରୁ ନାହିଁ। ଫଳରେ ସରକାରୀ ମେଡିକାଲରୁ ନିଃଶୁଳ୍କ ସେବା ପାଇ ନ ପାରି…

୮ ବେଆଇନ ଇଟାଭାଟି ଉଚ୍ଛେଦ

ଢେଙ୍କାନାଳ,୨୦।୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରୁ କୁରୁଣ୍ଟି ମଧ୍ୟରେ ବ୍ରାହ୍ମଣୀ ନଦୀ କୂଳରେ ଚାଲୁଥିବା ବେଆଇନ ଇଟା ଭାଟିକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋର ୪ଟା ସମୟରେ ଉଚ୍ଛେଦ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌…

ମତ୍ସ୍ୟଜୀବୀଙ୍କ ବଦଳରେ ବଙ୍ଗୀୟ ଲୋକଙ୍କୁ ମିଳୁଛି ସବ୍‌ସିଡି

ପାରାଦୀପ,୨୦।୧୨(ଶରତ ରାଉତ): କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଉକ୍ତ ଯୋଜନାରେ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବଦଳରେ ଅଣପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ମତ୍ସ୍ୟବିଭାଗ…

ନିଲାମୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ରହିଥିଲା ଦବଦବା, କେବଳ ୩ ଖେଳାଳିଙ୍କୁ ମିଳିଛି ୫୪ କୋଟିରୁ ଅଧିକ ଟଙ୍କା

ଦୁବାଇ,୨୦।୧୨: ମଙ୍ଗଳବାର ହୋଇଥିବା ଆଇପିଏଲ ନିଲାମରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କର ଦବଦବା ରହିଥିଲା। କଙ୍ଗାରୁ ଖେଳାଳିଙ୍କ ପାଇଁ ନିଲାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କିଣିଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ ୨୦.୫୦କୋଟିରେ…

ଗୋଆରେ ଯୁବତୀଙ୍କୁ ପ୍ରତାରଣା: ହସ୍ପିଟାଲରୁ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୨୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗୋଆରୁ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଆଣି ମନ୍ଦିରରେ ବିବାହ ପରେ ପ୍ରତାରଣା କରିବା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ୯ମାସ ପରେ ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଛି। ସେ ହେଲେ ଖଲ୍ଲିକୋଟ…

ଦିଲ୍ଲୀରେ ଲଜ୍ୟା: ୯ବର୍ଷ ଶିଶୁକୁ ବଳାତ୍କାର ପରେ ହତ୍ୟାକଲେ ଘର ମାଲିକ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ବର୍ଷର ବାଳିକା ସହ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଝିଅଟି ତାଙ୍କ ପରିବାର ସହିତ ଉତ୍ତର ଦିଲ୍ଲୀର ସ୍ବରୂପ ନଗରରେ ଏକ ଭଡା ଘରେ ରହୁଥିଲେ। ଏଠାରେ ଝିଅର ୫୨ବର୍ଷିୟ ଘର ମାଲିକ ତାଙ୍କୁ…

‘ଲଢ଼ିବାକୁ ଦୃଢ଼ ଆତ୍ମବିଶ୍ବାସ ଦରକାର’

ବାରିପଦା,୧୯ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଡ଼ ମଣିଷ ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ଲଢ଼ିବାକୁ ପଡ଼ିବ। ଏଥିପାଇଁ ଦୃଢ ଆତ୍ମବିଶ୍ୱାସ ଦରକାର ବୋଲି ମଙ୍ଗଳବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଆମ…

ଜେରା ପାଇଁ ଭୁବନେଶ୍ୱରରେ ଆଇବି ଟିମ୍‌

ଭୁବନେଶ୍ୱର,୨୦।୧୨(ସତ୍ୟଜିତ୍‌ ରାଉତ): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମୀର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କ ୫ଦିନିଆ ରିମାଣ୍ଡ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ପୂର୍ବାହ୍ନରେ ଯାଜପୁର ଜିଲାର ରଗଡ଼ି ସବ୍‌ଜେଲରୁ ବୁଖାରୀଙ୍କୁ ଭୁବନେଶ୍ୱରସ୍ଥିତ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୧୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷକରି ମଙ୍ଗବାର ବମ୍ବେ ଷ୍ଟକ୍‌…

ମ୍ୟାଜିକ୍‌ କରିବ ମୟୂରଭଞ୍ଜ: ପାଣ୍ଡିଆନ

ଭୁବନେଶ୍ୱର(ଅନିଲ ଦାସ)/ ବାରିପଦା (ନୀଳାଦ୍ରି ଦଣ୍ଡପାଟ), ୨୦।୧୨: ବିରୋଧୀଙ୍କୁ ଆଦୌ ଟାର୍ଗେଟ ନ କରି ମୟୂରଭଞ୍ଜରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇ ଚାରିଟି ଶବ୍ଦରେ ଜିଣିନେଲେ ମୟୂରଭଞ୍ଜବାସୀଙ୍କ ମନ। ଏ ସରକାର ବିଜେଡି…

ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନ ଉଦ୍‌ଯାପିତ

ଭୁବନେଶ୍ୱର,୨୦।୧୨: ବଜାଜ ଅଟୋର ଅଗ୍ରଣୀ ମଡେଲ ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନ (ନ୍ୟାଶନାଲ ଫିନାଲେ) ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ମୁମ୍ବାଇଠାରେ ଶେଷ ହୋଇଥିବା ‘ପଲ୍‌ସରମାନିଆର ମାଷ୍ଟର୍ସ ଏଡିଶନରେ ଉପସ୍ଥିତ ଲୋକଙ୍କ ପାଇଁ ଏହା ଏକ ଆଡ୍ରେନାଲିନ୍‌-ଫୁଏଲଡ ଏକ୍ସପିରିଏନ୍ସ ପ୍ରଦାନ କରିଥିଲା। ବିଶେଷକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri