‘ମିମିକ୍ରି ହେଉଛି ଏକ କଳା, ପ୍ରଧାନମନ୍ତ୍ରୀ ମଧ୍ୟ ଏଭଳି କରିଛନ୍ତି’, ସଫେଇ ଦେଲେ ଟିଏମ୍ସି ନେତା
ନୂଆଦିଲ୍ଲୀ,୨୦।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମିମିକ୍ରି କରି ବିବାଦରେ ଛନ୍ଦି ହୋଇପଡିଥିବା ଟିଏମ୍ସି ଏମ୍ପି କଲ୍ୟାଣ ବାନାର୍ଜୀ ବୁଧବାର ସଫେଇ ଦେଇଛନ୍ତି। ସେ କହିଛନ୍ତି, ମୁଁ କାହାକୁ ଆଘାତ ପହଞ୍ଚାଇବାକୁ ଚାହିଁନି। ଧନଖର ଜୀ ମୋ ଠାରୁ ବୟସରେ ବଡ। ମୁଁ…
ଜି. ଉଦୟଗିରିରେ ତୁଷାରପାତ: ୫ଡିଗ୍ରୀ ତଳେ ତାପମାତ୍ରା
ଜି. ଉଦୟଗିରି ୨୦।୧୨(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଅଞ୍ଚଳରେ ଏକ ସପ୍ତାହ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ବୁଧୁବାର ସବୁଠାରୁ ଅଧିକ ଥଣ୍ଡା ପଡ଼ିଛି । ଏଣେ ସହରର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି । ଜି.…
ପୁଅ ସମିର ରିଜଭିଙ୍କ ନିଲାମ ରାଶିର ପରିମାଣ ଶୁଣି ଖୁସିହେଲେ ରୋଗଗ୍ରସ୍ତ ପିତା
ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଆୟୋଜିତ ହୋଇଥିବା ନିଲାମରେ ମେରୁଟ ଖେଳାଳିଙ୍କ ଉପରେ ବହୁ ପରିମାଣରେ ଧନ ବର୍ଷା ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ ମେରୁଟର ଯୁବ କ୍ରିକେଟର ସମୀର ରିଜଭିଙ୍କୁ ୮ କୋଟି ୪୦…
ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କଲାଣି ଶାହାରୁଖଙ୍କ ଡଙ୍କି, ଆଡଭାନ୍ସ ବୁକିଂରେ ରେକର୍ଡ
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ ଚଳିତ ବର୍ଷର ତୃତୀୟ ବ୍ଲକବଷ୍ଟର ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପଠାନ ଏବଂ ଯବାନର ବଡ ସଫଳତା ପରେ ବର୍ତ୍ତମାନ ଅଭିନେତା ‘ଡଙ୍କି’ ସହିତ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛନ୍ତି। କିଙ୍ଗ୍ଖାନଙ୍କ ଏହି ଚଳଚ୍ଚିତ୍ରକୁ ନେଇ…
ମିଚେଲ ଷ୍ଟାର୍କଙ୍କୁ ପ୍ରତି ବଲରେ ମିଳିବ ୭.୩ ଲକ୍ଷ, ପିଏସ୍ଏଲ୍ର ସବୁଠାରୁ ଦାମୀ ଖେଳାଳିଙ୍କଠାରୁ ଅଧିକ ଗୋଟିଏ ମ୍ୟାଚର ଫି’
ନୂଆଦିଲ୍ଲୀ,୨୦।୧୨: ଆଇପିଏଲ୍ ୨୦୨୪ ନିଲାମରେ କୋଲକାତା ନାଇଟ ରାଇଡର୍ସ ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟିରେ କିଣିଛି। ଏହିପରି ଭାବରେ ମିଚେଲ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ୍ରେ ମିଚେଲଙ୍କ ଏକ ବଲର ମୂଲ୍ୟ…
ନୂଆବର୍ଷରେ ଆପଣଙ୍କ ପ୍ରିୟଜନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଏ ସବୁ ଉପହାର, ସମ୍ପର୍କରେ ପଡିପାରେ ଫାଟ
କିଛି ଦିନ ମଧ୍ୟରେ ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି । ନୂଆବର୍ଷ ଆସିବା ମାତ୍ରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇଯାଏ। ଲୋକମାନେ ନୂଆ ବର୍ଷରେ ନିଜ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଉପହାର ଦିଅନ୍ତି। ବିଶ୍ୱାସ କରାଯାଏ ଯେ…
ଗାଜା ଷ୍ଟ୍ରିପରେ ଇସ୍ରାଏଲର ଆକ୍ରମଣ: ୪୫ ଜଣଙ୍କର ମୃତ୍ୟୁ, ୧୭ ଦିନ ପୂର୍ବରୁ ଜନ୍ମ ହୋଇଥିବା ଶିଶୁର ବି ଗଲା ଜୀବନ
ଜେରୁଜେଲମ,୨୦।୧୦: ବର୍ତ୍ତମାନ ବିଶ୍ୱ ଦୁଇଟି ବଡ଼ ଯୁଦ୍ଧର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟ ପଟେ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ୫…
ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ଶୀତ, ସ୍ଥାନେ ସ୍ଥାନେ ତୁଷାରପାତ
ଦାରିଙ୍ଗବାଡ଼ି,୨୦।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେବା ସହ ବୁଧବାର ଦାରିଙ୍ଗବାଡିରେ ସର୍ବନିମ୍ମ ତାପମାତ୍ରା ୮ ଡିଗ୍ରୀ ରହିଛି । ମାତ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍ ତାପମାତ୍ରା…
ଘନ କୁହୁଡିରେ ପ୍ରେମି ଯୁଗଳଙ୍କ ଲଭଷ୍ଟୋରୀ, ଭାଇରାଲ ହେଉଛି ଭିଡିଓ
ସାଧାରଣତଃ ପଢିବା ବୟସରେ ଅଧିକାଂଶ ଛାତ୍ରୀଛାତ୍ର ସାଇକେଲ ଯୋଗେ ସ୍କୁଲ ଏବଂ ଟ୍ୟୁସନକୁ ଯାଆନ୍ତି। ଶୀତଦିନେ ବିଦ୍ୟାଳୟକୁ ଯିବା ଏକ କଷ୍ଟକର କାର୍ଯ୍ୟ ବୋଲି କୁହାଯାଏ। କିନ୍ତୁ ଯେତେବେଳେ କେହି ଆପଣଙ୍କ ସହିତ ଭ୍ରମଣ କରନ୍ତି ଏହି ରାସ୍ତା ସହଜ ହୋଇଯାଏ।…
ଜେରାଲ୍ଡଙ୍କ ଉପରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ନିଲାମୀରେ କିଣାଗଲା ୮ ଖେଳାଳି, ଜାଣନ୍ତୁ ଦଳରେ କିଏ କିଏ ସାମିଲ
ଦୁବାଇ,୨୦।୧୨: ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍ ୨୦୨୪ ପାଇଁ ହୋଇଥିବା ନିଲାମରେ ଦକ୍ଷିଣ ଆଫ୍ରିକାର ଜେରାଲ୍ଡ କୋଏଟଜିଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ଭାବରେ କିଣିଛି। ଏମଆଇ ୫ କୋଟି ଟଙ୍କା ଦେଇ ସେମାନଙ୍କ ଦଳରେ ସାମିଲ କରିଛି। କୋଏଟଜିଙ୍କ ମୂଳ ମୂଲ୍ୟ…
ମୋଦିଙ୍କୁ ଭେଟି ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ଷ୍ଟାଲିନ
ନୂଆଦିଲ୍ଲୀ,୨୦।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଘୂର୍ଣ୍ଣିବଳୟ ମିଚୋଙ୍ଗ ଏବଂ ଦକ୍ଷିଣ ଜିଲାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ସେ ଦାବି କରିଥିଲେ। ଏଥିପାଇଁ ବିପର୍ଯ୍ୟୟ…
ସରିଲାଣି ଅବଧି, ୩୯ ପ୍ରକଳ୍ପ ଅଧାପନ୍ତରିଆ
ଯାଜପୁର,୨୦।୧୨(ହର୍ଷବର୍ଦ୍ଧନ ବେହେରା): ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ଼ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗ ଉପରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ବିଭାଗର ଯାଜପୁର ଜିଲା ପାଣିକୋଇଲି…
Archives


