ଏଏଫ୍ସି ଏସିଆନ୍ କପ୍ ଫୁଟ୍ବଲ୍: ୨୬ ଜଣିଆ ଭାରତୀୟ ଦଳ ଘୋଷିତ
ନୂଆଦିଲ୍ଲୀ,୩୦।୧୨: କାତାରରେ ଖେଳାଯିବାକୁ ଥିବା ବେଳେ ଏଏଫ୍ସି ଏସିଆନ୍ କପ୍ ଫୁଟ୍ବଲ୍ ଟୁର୍ନାମେଣ୍ଟ ପାଇଁ ଶନିବାର ୨୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତୀୟ ଦଳର ମୁଖ୍ୟ କୋଚ୍ ଇଗୋର ଷ୍ଟିମାକ୍ ଏହି ଦଳ ଘୋଷଣା କରିଛନ୍ତି। ଏଏଫ୍ସି ଏସିଆନ୍…
ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ନେଇ ବଢୁଛି ଅସନ୍ତୋଷ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନ ହେଲା ଭୁବନେଶ୍ୱର-କେନ୍ଦୁଝର ମେମୁ ଟ୍ରେନ୍ ବିଳମ୍ବରେ କେନ୍ଦୁଝରରେ ପହଞ୍ଚୁଥିବାରୁ ଜନଅସନ୍ତୋଷ ବଢୁଛି। ଟ୍ରେନ୍ କେନ୍ଦୁଝର ଗଡ଼ ରେଳ ଷ୍ଟେଶନରେ ରାତି ୯.୪୦ ରେ ପହଞ୍ଚିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଶୁକ୍ରବାର ରାତି ୧୨.୩୦ରେ ପହଞ୍ଚିଥିଲା।…
କରୋନା ଲକ୍ଷଣଥିଲେ ଜିରୋ ନାଇଟ ସେଲିବ୍ରେଶନ ଘରେ କରନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୩୦।୧୨: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ଏହା ବିଶେଷ ଚିନ୍ତାଜନକ…
ଶ୍ମଶାନରେ ଜଳୁଥିବା ଚିତା ପାଖରେ ଶୋଇଛନ୍ତି ବୃଦ୍ଧ, କାରଣ ଜାଣିଲେ କୋହ ସମ୍ଭାଳି ପାରିବେନି…
କାନପୁର,୩୦।୧୨: ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କୁ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥାଏ। ସେତେବେଳେ ଶ୍ମଶାନର ମାହୋଲ କିଛି ଏପରି ଥାଏ ଭୟ ଲାଗିଥାଏ। ଶ୍ମଶାନରେ ନୀରବତା ପାଟି ଚିରୁଥିବାବେଳେ ସେଥିରେ ତାଳ ଦେଇଥାନ୍ତି ମୃତ ବ୍ୟକ୍ତିଙ୍କ ପରିବାର। ତେବେ ଏଭଳି…
ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ କରିଥାନ୍ତି ନୂଆବର୍ଷ
ଆଉ ଦିନକ ପରେ ପାଳନ ହେବ ଇଂରାଜୀ ନୂଆବର୍ଷ। ଏହି ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ବାଗତ କରିଥାନ୍ତି।…
ନୂଆବର୍ଷ ପୂର୍ବରୁ କର୍ମଚାରୀଙ୍କ ମନରେ ଛନକା: ବିଳମ୍ବରେ ଅଫିସ୍ ଆସିଲେ ଦରମା ବନ୍ଦ
ଭୁବନେଶ୍ୱର,୩୦।୧୨: ଏଣିକି ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ନୂଆବର୍ଷ ପୂର୍ବରୁ ବିଏମ୍ସି କର୍ମଚାରୀଙ୍କୁ ତାଗିଦ୍ କରି ଏପରି ନିର୍ଦ୍ଦେଶନାମା ଜାରି କରିଛି । ତେବେ ବିଏମ୍ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ…
ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ
ଭୁବନେଶ୍ୱର,୩୦।୧୨: ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଏମ୍ପି ମାନସ ମଙ୍ଗରାଜଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ସେ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ତାଙ୍କୁ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ…
କାନରୁ ଆସୁଥିଲା ଏମିତି ଶବ୍ଦ, ଟେଷ୍ଟ ପରେ ଜଣାପଡ଼ିଲା ବୁଢ଼ିଆଣୀ ବସେଇଥିଲା…
ପ୍ରାୟ ସମସ୍ତ ପ୍ରକାର କୀଟ ଆମ ଚାରିପାଖରେ ରହିଛନ୍ତି, ଯଦିଓ ସେମାନେ ଆମର କୌଣସି କ୍ଷତି କରନ୍ତି ନାହିଁ। ହେଲେ କେବେକେବେ ଏପରି ଘଟେ ସେମାନେ ଆମ ଅଜଣାତରେ ଅନେକ କ୍ଷତି କରି ବସନ୍ତି। ବ୍ରିଟେନର ଜଣେ ମହିଳାଙ୍କ ସହ ଠିକ୍…
ବିବାହରେ ଯୋଗଦେଲେ ୩୦୦ପାଉଣ୍ଡ, ରଶମ-ଖାଦ୍ୟ-ରହିବା ପାଇଁ ରହିଛି ଅଲଗା ଚାର୍ଜ, ନିମନ୍ତ୍ରଣ କାର୍ଡ ଦେଖି ଅତିଥି ହତବାକ୍
ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ…
ପାକିସ୍ତାନରେ ପୋଲିଓ ଆତଙ୍କ
ଇସଲାମାବାଦ,୩୦।୧୨: ପାକିସ୍ତାନର ୪ଟି ଜିଲାରେ ପୋଲିଓ ଜୀବାଣୁ ଚିହ୍ନଟ ହୋଇଛି। ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ସେବା ନିୟମାବଳୀ ଏବଂ ସମନ୍ବୟ ମନ୍ତ୍ରଣାଳୟ ଅନୁଯାୟୀ, ସେଠାକାର ୪ ଜିଲାର ପରିବେଶ ନମୁନାରେ ପୋଲିଓ ଜୀବାଣୁ ଦେଖିବାକୁ ମିଳିଛି। ସିହ୍ନୁଆ ନ୍ୟୁଜ ଏଜେନ୍ସିର ସୂଚନାଅନୁଯାୟୀ…
ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…
ବେଙ୍ଗାଲୁରୁ,୩୦।୧୨: ରୁମମେଟ୍ କିମ୍ବା ଫ୍ଲାଟମେଟ୍ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍ ସହ ରୁମ୍ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ…
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିଲେ ଏହି ଦ୍ରୁତ ବୋଲର
ସେଞ୍ଚୁରିଅନ୍,୩୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଜେରାଲ୍ଡ କୋଏଟଜୀ ଦଳରୁ ବାଦ୍ ପଡିଛନ୍ତି। ଜାନୁୟାରୀ ୨ରୁ ଭାରତ…
Archives


