ଏନ୍ଏମ୍ଏମ୍ଏସ୍ ଆପ୍ରେ ଚାଲିଛି ପୁରୁଣା ଫଟୋ ଅପ୍ଲୋଡ
ନାଉଗାଁ,୩୧ା୧୨(ସୁଧା ବେହୁରା)ଏମ୍ଜିଏନ୍ଆର୍ଇଜିଏସ୍(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ସ୍ବଚ୍ଛତା ସହ ଗ୍ରାମାଞ୍ଚଳ ଲୋକଙ୍କୁ ଠିକ୍ଭାବେ କାମ ଯୋଗାଇବା ଉଦ୍ଦେଶ୍ୟରେ ଏମ୍ଜିଏନ୍ଆର୍ଇଜିଏସ୍ ଡିଭିଜନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏମ୍ଏମ୍ଏସ୍ ଆପ୍କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ କମିଶନରଙ୍କୁ ନିର୍ଦ୍ଦେଶ…
୧ରୁ କଡ଼ାକଡ଼ି ହେବ ଧରପଗଡ଼
ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର)ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ଓ ପରବର୍ତ୍ତୀ ସମୟରେ ଦୁର୍ଘଟଣା, ମୃତକ ଓ…
ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହୋଇନାହିଁ ଗୋଟିଏ ହେଲେ ଷ୍ଟିଲ୍, ସୂଚନା ଦେଲେ ମନ୍ଦିର ସ୍ଥପତି
ମୁମ୍ବାଇ,୩୦ା୧୨: ଅଯୋଧ୍ୟାରେ ଭବ୍ୟ ବିଶାଳ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଉଦଘାଟନ କରିବେ ଏବଂ ରାମଲାଲାଙ୍କୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିର କିପରି ନିର୍ମାଣ ହେଉଛି,…
ଦ୍ୱିତୀୟ ଦିନିକିଆ: ରିଚାଙ୍କ ୯୬ ସତ୍ତ୍ୱେ ହାରିଲା ଭାରତ
ମୁମ୍ବାଇ,୩୦ା୧୨:ଉଇକେଟ କିପର ବ୍ୟାଟର ରିଚା ଘୋଷଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୩ ରନରେ ହାରିଛି ଭାରତ। ଏହା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ…
ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି! ନବନିଯୁକ୍ତ ଶିକ୍ଷକଙ୍କର ହେବ ପୁନଃଯାଞ୍ଚ
ଭୁବନେଶ୍ୱର, ୩୦।୧୨: ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଇଛି ଶିକ୍ଷା ବିଭାଗ। ଗତମାସରେ ବିହାର ସରକାର ପ୍ରାୟ ଏକ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଶିକ୍ଷା ବିଭାଗକୁ ଅଭିଯୋଗ ମିଳିଥିଲା ଯେ, ପରୀକ୍ଷା…
ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓଏସଏସସି
ଭୁବନେଶ୍ୱର, ୩୦।୧୨: ବିଭିନ୍ନ ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବୈଷୟିକ ପଦବୀଗୁଡ଼ିକ ଓଡିଶାର ଇଏସଆଇ ସ୍କିମ୍ ନିର୍ଦ୍ଦେଶାଳୟ ଅଧୀନରେ ପୂରଣ ହେବ। ଖାଲି ଥିବା ପଦବୀ…
ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼…
ଇସ୍ତଫା ଦେଲେ କିରିକୁଟି ସରପଞ୍ଚ
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଦେଇଛନ୍ତି। ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ…
ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି ନିଷ୍ପତ୍ତି
ଭୁବନେଶ୍ୱର,୩୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବର୍ଷର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା…
କ୍ରୁଟ୍ ମୋ’ ବସ୍ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍
ଭୁବନେଶ୍ୱର,୩୦ା୧୨: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍ ସହିତ ୫୫ ମିଡି ବସ୍ (୨୫ ନୂତନ ଏବଂ ୩୦…
ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ୨୦୨୧ ସଂଶୋଧନ, ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀ ଦେବେ ଶାରୀରିକ ପରୀକ୍ଷା
ନୂଆଦିଲ୍ଲୀ,୩୦।୧୨: ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ପାଇଁ ନିୟମାବଳୀ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିପତ୍ତିକାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ଜରୁରିକାଳୀନ ସେବା ଉତ୍ସର୍ଗୀକୃତ ଓ ତତ୍ପର ସେବା ପ୍ରଦାନ କରିଥାଏ । ଏହି ସେବା ପ୍ରଦାନ ନିମନ୍ତେ…
ଆଉ ଏବେ ନାହିଁ ଭୟ, କମି ଯିବ ବୟସ, ବୈଜ୍ଞାନିକ ବାହାର କଲେ ଉପାୟ…
ଓ୍ବାଶିଂଟନ,୩୦।୧୨ : ବଢ଼ନ୍ତା ବୟସକୁ ମନ୍ଥର କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । କେହି କେହି ଜିମ ଯାଇ ବ୍ୟାୟାମ କରନ୍ତି, ଆଉ କେତେକ ନେଚରପାଥିର ସାହାଯ୍ୟ ନେଇଥାନ୍ତି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଠାରୁ ଆରମ୍ଭ…
Archives


