Home Left

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ

ବରଗଡ଼,୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗ୍ରାମର ଅଞ୍ଜଳି ଭୋଇ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି। ମୃତ ଅଞ୍ଜଳିଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ୱନାଥ ଭୋଇଙ୍କ ବିରୋଧରେ…

T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ…

ଶରଦ ପାଓ୍ବାରଙ୍କ ସମ୍ପର୍କୀୟଙ୍କ କମ୍ପାନୀରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୫।୧: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ୨୫ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଏନ୍‌ସିପି ନେତା ଶରଦ ପାଓ୍ବାରଙ୍କ ଭାଇଙ୍କ ନାତି ତଥା ବିଧାୟକ ରୋହିତ ପାଓ୍ବାରଙ୍କ ମାଲିକାନାରେ ଥିବା କମ୍ପାନୀରେ…

ବାଘ ନଖ, ଦାନ୍ତ ସହ ବାଘ ତେଲ ଜବତ, ଜଣେ ଗିରଫ

ମାଲକାନଗିରି,୫ା୧ (ଦୁର୍ଯ୍ୟୋଧନ ପାତ୍ର): ବାଘ ନଖ, ବାଘ ଦାନ୍ତ ଓ ବାଘ ତେଲ ଚୋରାଚାଲାଣ ବେଳେ ମାଲକାନଗିରି ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶୁକ୍ରବାର ଏହାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ…

ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ

ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଙ୍ଗାବାଡି ଗ୍ରାମର ପୂର୍ଣ୍ଣ ଗାୈଡ ଓରଫ ଚିଆଁ, ମେଦିନିପୁର…

ସରକାରୀ ଅର୍ଥରେ ଦଳୀୟ ପ୍ରଚାର: ଭାଜପା

କଟକ,୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ଜନସାଧାରଣଙ୍କ ଟିକସ ଅର୍ଥକୁ ଅପବ୍ୟବହାର କରି ଦଳୀୟ ଭିତ୍ତିରେ ଖର୍ଚ୍ଚ କରାଯାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏନେଇ କଟକ ଦୋଳମୁଣ୍ଡାଇସ୍ଥିତ ଏକ ହୋଟେଲରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ…

ବର୍ଷକରେ ୨୫ଶହ କୋଟିର ଠକେଇ, ୬୧ ଗିରଫ

ଭୁବନେଶ୍ୱର,୫।୧ (ସୂର୍ଯ୍ୟକାନ୍ତ ବେହେରା) : ୨୦୨୩ରେ ରାଜ୍ୟରେ ବଡ଼ ବଡ଼ ଠକେଇ ହୋଇଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବହୁ ଘଟଣାର ପର୍ଦ୍ଦାଫାସ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍‌ଲାଇନ୍‌ ଚିଟ୍‌ଫଣ୍ଡ୍‌, କ୍ରିପ୍ଟୋ ପୋଞ୍ଜି ସ୍କାମ୍‌ ଆଦି ସାଇବର…

ଶିକ୍ଷାନୁଷ୍ଠାନ ବଦଳାଇପାରିବେ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର: ଆବେଦନ ଆରମ୍ଭ

ଭୁବନେଶ୍ୱର, ୫।୧(ଅସମାପିକା ସାହୁ) – ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ର ଚାହିଁଲେ ନିଜ ଶିକ୍ଷାନୁଷ୍ଠାନ ବଦଳାଇପାରିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଯୋଗ ଦେବା ସହ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି। ଯେଉଁ ଛାତ୍ରୀଛାତ୍ର ଗୋଟିଏ…

ଘରୋଇ କଳହରୁ ଜୀବନ ହାରିଲେ ବୃଦ୍ଧ

ବେଲଗୁଣ୍ଠା,୫ା୧(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଘରୋଇ କଳହରୁ ଜଣେ ୮୦ ବର୍ଷର ବୃଦ୍ଧ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ସାଦେରା ଗ୍ରାମର ରଘୁ ବିଷୋୟୀ (୮୦)। ରଘୁଙ୍କ ଦୁଇ ଝିଅ ଅନ୍ୟତ୍ର ବାହାହୋଇ ଚାଲିଯାଇଥିବା…

ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ସୁସ୍ମିତା, ଖାସ୍‌ ବାର୍ତ୍ତା ଲେଖି…

ବମ୍ବେ: ବ୍ରେକ୍‌ଅପ୍‌ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍‌ଙ୍କ ଜନ୍ମଦିନ ଉପଲକ୍ଷେ…

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକାଙ୍କୁ କରିଥିଲେ ହତ୍ୟା: ପାରୋଲରେ ଖଲାସ ହେଲେ ଅଲିମ୍ପିକ ଧାବକ ପିଷ୍ଟୋରିଅସ୍‌

ପ୍ରିଟୋରିଆ,୫ା୧: ଦକ୍ଷିଣ ଆଫ୍ରିକୀୟ ଆଥ୍‌ଲେଟ ଓସ୍କାର ପିଷ୍ଟୋରିଅସ୍‌ ଜେଲ୍‌ରୁ ପାରୋଲରେ ଆସିଛନ୍ତି। ବର୍ତ୍ତମାନ ସେ ତାଙ୍କ ବାସଭବନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଡିପାର୍ଟମେଣ୍ଟ ଅଫ୍‌ କରେକସନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶ୍ୱ ପ୍ରସିଦ୍ଧ ଡବଲ ଆମ୍ପ୍ୟୁଟି ଅଲିମ୍ପିକ ଧାବକ ଦକ୍ଷିଣ…

ବ୍ୟାଟିଂ କରୁଥିବା ବେଳେ ମୁଣ୍ଡରେ ଲାଗିଲା ଆଘାତ: ହସ୍ପିଟାଲରେ ଏହି କ୍ରିକେଟର

ମେଲବୋର୍ନ,୫ା୧: ମେଲବୋର୍ନ ଷ୍ଟାର ଦଳର ଉଇକେଟକିପର ସାମ୍‌ ହାର୍ପର ମୁଣ୍ଡରେ ଆଘାତ ପାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ମେଲେବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ଟ୍ରେନିଂ ସେସନ ବେଳେ ନେଟ୍ସରେ ବ୍ୟାଟିଂ କରୁଥିବା ବେଳେ ସାମ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି। ତୁରନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri