ୟୁପିଆଇ ଦେୟ ଉପରେ ଲାଗୁହେବ ଅତିରିକ୍ତ ଶୁକ୍ଳ
ଭୁବନେଶ୍ୱର,୬।୧,(ଅନୁରାଧା ମହାରଣା): ଖୁବ୍ ଶୀଘ୍ର ଦେଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଦେୟ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ। ଯଦିଓ ସମସ୍ତଙ୍କୁ ଏହି ଫି ଦେବାକୁ ପଡିବ ନାହିଁ ମାତ୍ର ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ଉକ୍ତ ଫି ଲାଗୁ କରିବାକୁ ନ୍ୟାଶନାଲ…
ରକ୍ତ ବିକ୍ରି ମନା
ଭୁବନେଶ୍ୱର, ୬।୧(ଅସମାପିକା ସାହୁ): ଏବେ ରକ୍ତ ଆଉ ବିକ୍ରି ହୋଇପାରିବ ନାହିଁ। କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଗାଇଡ୍ଲାଇନ୍ ଜାରି କରିବା ସହ ସବୁ ରାଜ୍ୟ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୬।୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍…
ଓଡ଼ିଶାର କୃତୀ ଆଥ୍ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ
ଭୁବନେଶ୍ୱର, ୬।୧(ତପନ ସ୍ବାଇଁ): ଗତ ଡିସେମ୍ବରରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ କୃତୀତ୍ୱ ଅର୍ଜନ କରିଥିବା ଓଡ଼ିଶାର ଆଥଲେଟ୍ ଓ ପାରା ଆଥଲେଟ୍ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ୩୨ ଆଥଲେଟଙ୍କୁ…
ଏମ୍ସିଏଲ୍ର ବାର୍ଷିକ ଖଣି ସୁରକ୍ଷା ପକ୍ଷ
ତାଳଚେର,୬ା୧ (ମନୋଜ ନନ୍ଦ): ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇଥିଲା। ୨୦୨୪ ଜାନୁୟାରୀ ୫ରୁ…
୩୦ ନା ୩୧ ବାସ୍ତବତା କ’ଣ
ବଲାଙ୍ଗୀର, ୬ା୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ମାଗୁରବେଡାଠାରେ ଗତ ବୁଧବାର ଲୋୟର ସୁକ୍ତେଲ ବୃହତ୍ ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଉଦ୍ଘାଟନ କରି ବଲାଙ୍ଗୀର ଜିଲା ବିକାଶରେ…
ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି
ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): କ୍ରମାଗତ ଭାବେ ଭାରତର ଫରେକ୍ସ ରିଜର୍ଭ (ବୈଦେଶିକ ମୁଦ୍ରା ଭଣ୍ଡାର) ରେ ବୃଦ୍ଧି ଘଟି ଚାଲିଛି। ଏପରିକି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୨.୭୫୯ ବିଲିୟନ ଡଲାରକୁ ବୃଦ୍ଧି ପାଇ ମୋଟ…
ଫେଣ୍ଟାନିଲ ଇଞ୍ଜେକ୍ଶନ ବଦଳରେ ପାଣି :୧୦ ରୋଗୀ ମୃତ
ଓ୍ବାଶିଂଟନ,୬।୧: ଆମେରିକାର ଓରେଗନ୍ ହସ୍ପିଟାଲକୁ ଯୋଗାଇଦିଆଯାଉଥିବା ଯନ୍ତ୍ରଣା ଉପଶମ ଇଞ୍ଜେକ୍ଶନ ଫେଣ୍ଟାନିଲ୍ ଇଣ୍ଟ୍ରାଭେନସ୍ (ଆଇଭି) ସ୍ଥାନରେ ଜଣେ ନର୍ସ ଷ୍ଟେରିଲାଇଜ୍ ହୋଇ ନ ଥିବା ଟ୍ୟାପ୍ ପାଣିକୁ ଇଞ୍ଜେକ୍ଶନ ଭାବେ ରୋଗୀଙ୍କୁ ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫେଣ୍ଟାନିଲ୍…
ମାଲିକଙ୍କ ଲଫାପାରେ ରଖିଥିବା ୩ ଲକ୍ଷ ଟଙ୍କାକୁ ଚଳୁକଲା କୁକୁର, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…
ବେଳେବେଳେ ଏକ ଛୋଟ ଅସାବଧାନତା ବହୁତ ଭାରୀ ପଡ଼ିଥାଏ। ଯାହା ଲାଗି ଅନୁତାପ କରିବାକୁ ପଡ଼ିଥାଏ। ଆମେରିକାର ପେନସିଲଭାନିଆରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ କୁକୁର ନିଜ ମାଲିକଙ୍କର ୩ ଲକ୍ଷ ଟଙ୍କା ଚଳୁ…
ଆଜି ଦଶପଲ୍ଲାରୁ ଗଡ଼ିବ ରେଳ: ରେଳ ମନ୍ତ୍ରୀ କରିବେ ଶୁଭାରମ୍ଭ
ନୟାଗଡ଼,୬।୧(ଲୋକନାଥ ମିଶ୍ର): ଆଜି ଦଶପଲ୍ଲାରୁ ଗଡ଼ିବ ରେଳ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଦଶପଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ସାକାର ହେବାକୁ ଯାଉଛି।
ଯୋଧପୁର-ଭୋପାଳ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
କୋଟା,୬।୧: ରାଜସ୍ଥାନରୁ ଏକ ବଡ ଖବର ଆସୁଛି । ଯୋଧପୁର-ଭୋପାଳ ଯାତ୍ରୀବାହୀ ଟ୍ରେନର ଦୁଇଟି କୋଚ ଶୁକ୍ରବାର ବିଳମ୍ବିତ ରାତିରେ କୋଟା ଜଙ୍କସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଅନେକ ଯାତ୍ରୀ…
ନିଲାମ ହେଲା ଗ୍ୟାଙ୍ଗ୍ଷ୍ଟର ଦାଉଦ ଇବ୍ରାହିମ୍ଙ୍କ ସମ୍ପତ୍ତି: ୧୫ ହଜାରର ପ୍ଲଟ ୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି
ମୁମ୍ବାଇ,୫।୧: ଗ୍ୟାଙ୍ଗ୍ଷ୍ଟର ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ଶୁକ୍ରବାର ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦…
Archives


