Home Left

କୁଲଡ଼ିହାରେ ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ

ନୀଳଗିରି, ୧୧।୧(ପ୍ରଶାନ୍ତ ବିଶ୍ୱାଳ)ସବୁଜ ବନାନୀ ସହିତ ପ୍ରାକୃତିକ ପ୍ରାଚୁର୍ଯ୍ୟର ଗନ୍ତାଘର ବିସ୍ତୀର୍ଣ୍ଣ ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ…

ନିଅଁରେ ବ୍ୟବହାର ହେଉଛି ପାଉଁଶ ଇଟା

ନୟାଗଡ଼,୧୧।୧(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରର ପ୍ରତ୍ୟକ୍ଷ ଦେବୀ ମା’ଦକ୍ଷିଣକାଳୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ପାଇଁ ନିଅଁରେ ପାଉଁଶ ଇଟା ବ୍ୟବହାର କରାଯାଉଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ନିଅଁ ଖୋଳାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ…

ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଦଳାଚକଟା

ବଲିଉଡ ପରି ସାଉଥ ସିନେମାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ ରହିଛି। ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଗୁଣ୍ଟୁର କରମ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ପ୍ରମୋଶନ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଦଳାଚକଟା…

ପବନରେ ଚାର୍ଜ ହେବ ମୋବାଇଲ୍‌: ଏହି କମ୍ପାନୀ ଆଣୁଛି ଅଜବ ଟେକ୍ନୋଲୋଜି

ଆମେରିକାରେ ଚାଲିଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଇଭେଣ୍ଟ ତଥା CES 2024ରେ ବିଶ୍ୱର ବିଭିନ୍ନ ସ୍ଥାନରୁ କମ୍ପାନୀଗୁଡିକ ସେମାନଙ୍କର ନୂତନ ଟେକ୍ନୋଲୋଜି ଉପସ୍ଥାପନ କରୁଛନ୍ତି। ଏହି କ୍ରମରେ ସ୍ମାର୍ଟଫୋନ କମ୍ପାନୀ ଇନଫିନିକ୍ସ CES 2024ରେ ଏକ ନୂତନ ଟେକ୍ନୋଲୋଜି ଆଣିଛି, ଯାହାର ନାମ…

ନୂଆ ଜଗନ୍ନାଥ ସଡ଼କରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୧୦ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅନ୍ତର୍ଗତ ନିରାକାରପୁର ଓ ରାମେଶ୍ୱର ପଞ୍ଚାୟତ ଅଞ୍ଚଳରେ ଗତ ୩ରୁ ୪ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ବନ ବିଭାଗ ପକ୍ଷରୁ ଘଉଡ଼ାଇବା ଲାଗି ଚେଷ୍ଟା ସତେ ଏହି ହାତୀପଲ ଅଞ୍ଚଳ…

ମାତ୍ର ୮ ଦିନରେ ରାଜନୀତି ଛାଡିବାର କାରଣ ବଖାଣିଲେ ଅମ୍ବାତି ରାୟୁଡୁ

ହାଇଦ୍ରାବାଦ୍‌,୧୦।୧: ନିକଟରେ କ୍ରିକେଟର୍‌ ଅମ୍ବତି ରାୟୁଡୁ ରାଜନୀତିରେ ଯୋଗ ଦେଇଥିଲେ। ସେ YSRCP ପାର୍ଟିରେ ଯୋଗ ଦେଇଥିଲେ। ମାତ୍ର ୮ ଦିନ ମଧ୍ୟରେ ଦଳ ଛାଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଏବେ ସେ ପୁଣି ଥରେ ୟୁ ଟର୍ନ ନେଇଛନ୍ତି।…

କପିଲ ଦେବଙ୍କ ଯୋଗୁ ଇଡେନ୍‌ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ଶପଥ ନେଇଥିଲେ ଗାଭାସ୍କର, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୦।୧: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା…

ବେଙ୍ଗାଲୁରୁ ସିଇଓଙ୍କ ପୁଅର ଅନ୍ତିମ ସଂସ୍କାର ଶେଷ

ବେଙ୍ଗାଲୁରୁ,୧୦।୧: ଏଆଇ ସିଇଓ ମା’ଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୪ ବର୍ଷୀୟା ପୁଅଙ୍କ ଅନ୍ତିମ ସଂସ୍କାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶେଷ ହୋଇଛି। ମୃତ ଶିଶୁଙ୍କ ବାପା ଭେଙ୍କଟ ରମଣ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି। ମଙ୍ଗଳବାର…

ଜାନୁଆରୀ ୧୫ ପରେ ରାସ୍ତାରେ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି, ଦୁହାଁଳିଆ ଗାଈ ଫେରାଇବାକୁ ଦୁଇଗୁଣା ଜରିମାନା

ଭୁବନେଶ୍ୱର, ୧୦।୧ (ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ଘାରିଛି ବୁଲା ଗୋରୁ ଓ କୁକୁର ଚିନ୍ତା। ସୋମବାର ବିଏମସି ସମେତ ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ…

Viral Video: ଘନକୁହୁଡ଼ିରେ ବି ଫୁଲ୍‌ ସ୍ପିଡ୍‌ରେ ଟ୍ରେନ୍‌ ଚଳାଉଛନ୍ତି ପାଇଲଟ୍‌, ଭିଡିଓ ଦେଖିଲେ…

ଭାରତରେ ଟ୍ରେନ୍‌କୁ ସବୁଠାରୁ ସୁଗମ ସାଧନ ମଧ୍ୟରେ ଗଣାଯାଏ। ଏଥିପାଇଁ ଦେଶର ଅଧିକାଂଶ ଲୋକେ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି।  ବର୍ତ୍ତମାନ ଶୀତଦିନ ଚାଲିଥିବା ବେଳେ ଘନକୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ହେଲେ ଟ୍ରେନ୍‌ ଯାତ୍ରୀଙ୍କୁ ତାର ଡର…

ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ ଆଫ୍ରିକା ତବରେଜ ଶମ୍‌ସିଙ୍କୁ ସେ ଶ୍ରେଷ୍ଠ ବୋଲି ବାଛିଛନ୍ତି। ପିଟିଆଇ ସହ ସାକ୍ଷାତକାରରେ…

ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ

ଚିତ୍ରକୋଣ୍ଡା,୧୦ା୧(କ୍ଷୀରୋଦ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପକ୍ଷୀଗଣନା ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ କରାଯାଇଥିଲା। ବନ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri