Home Left

ଆଜି ବଡ଼ ଘୋଷଣା କରିପାରନ୍ତି ଧୋନୀ: ପ୍ରଶଂସକ ହେଲେ ଭାବପ୍ରବଣ

ଚେନ୍ନାଇ,୧୨।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି ଆଇପିଏଲ ୨୦୨୪ର ଶେଷ ଘରୋଇ ଲିଗ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳୁଛି। ସୁପର ରବିବାରର ଏହା ପ୍ରଥମ ମ୍ୟାଚ ହେବ। ଏହି ମ୍ୟାଚ ପୂର୍ବରୁ ଚେନ୍ନାଇ ପ୍ରଶଂସକମାନଙ୍କୁ ମ୍ୟାଚ ପରେ ପଡ଼ିଆରେ ରହିବାକୁ…

ରାଜନୈତିକ ଉଷ୍ମତା ମଧ୍ୟରେ ସମାଜବାଦୀ ପାର୍ଟି ବିଧାୟକଙ୍କ ଘରେ ପହଞ୍ଚିଲେ ଶାାହା, ସାମ୍ନାକୁ ଆସିଲା ଭିଡିଓ

ରାଏବରେଲି,୧୨।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ରାଏବରେଲି ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମାଜବାଦୀ ପାର୍ଟି ବିଧାୟକ ମନୋଜ ପାଣ୍ଡେଙ୍କ ଘରେ ପହଞ୍ଚିଥିଲେ। ଏଠାରେ ସେ ଏସପି ବିଧାୟକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏହା ସହିତ ରାଏବରେଲିର ଭାଜପା…

ପ୍ଲେ ଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ: ଗିଲ

ନୂଆଦିଲ୍ଲୀ,୧୨।୫: ଆଇପିଏଲ୍‌ ପ୍ଲେଅଫ୍‌ ଖେଳିବ ଗୁଜରାଟ ଟାଇଟନ୍ସ। ଏଭଳି କିଛି ବିଶ୍ୱାସ ରଖିଛନ୍ତି ଅଧିନାୟକ ଶୁଭମନ ଗିଲ। ଏଯାବତ ଦଳ ୧୨ ମ୍ୟାଚ୍‌ରେ ୧୦ ପଏଣ୍ଟ ସହ ୮ମ ସ୍ଥାନରେ ରହିଛି। ହେଲେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ବିଜୟ ପରେ…

କେକେଆର୍‌ ଯିବେ ରୋହିତ!

ନୂଆଦିଲ୍ଲୀ,୧୨।୫: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ୨୦୨୪ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ହେଁ ଏହାର ବିବାଦ ପିଛା ଛାଡ଼ୁନାହିଁ। ଟୁର୍ନାମେଣ୍ଟ ଆରମ୍ଭରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମନାନ୍ତର ନେଇ ଖବର ଆସିଥିଲା। ଏବେ ଦଳ ବାହାର ହେବା…

ରାହୁଲ ବାବା ଆପଣ ପରମାଣୁ ବୋମାକୁ ଡରୁଛନ୍ତି ଯଦି ଡରନ୍ତୁ: କଂଗ୍ରେସକୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ,୧୨।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହା ରବିବାର କହିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ରଖିବୁ। କୌଶାମ୍ବି ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ତଥା ଏମପି…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଓ୍ବାର୍ଡ-୨ର ଲୁଣିଖିଆ ମୌଜାରୁ ରବିବାର ଏକ ଅଜଣା ଯୁବକଙ୍କ ମୃତଦେହ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜଣେ ଯୁବକ ସେହି ଅଞ୍ଚଳରେ…

ବଡ଼ ଅଡୁଆରେ ଫସିଲେ ଅଲ୍ଲୁ ଅର୍ଜୁନ, ବିଧାୟକ ବନ୍ଧୁଙ୍କ ଘରକୁ ଯିବାକୁ ନେଇ…

ହାଇଦ୍ରାବାଦ: ଅଡୁଆରେ ଫସିଛନ୍ତି ଦକ୍ଷିଣ ଭାରତୀୟ ସିନେମାର ମେଗାଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କ ବିରୋଧରେ ଆନ୍ଧ୍ର ପ୍ରଦେଶରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ତେବେ ଏହି କାରଣରୁ ତାଙ୍କୁ ଜେଲ ଯିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଆନ୍ଧ୍ରପ୍ରଦେଶର ନାଘାଂଲ ଆସନରେ ଆଲ୍ଲୁଙ୍କ ବନ୍ଧୁ…

ଫ୍ୟାନ୍‌ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଶ୍ୟାମଳ ଗ୍ରାମର ପ୍ରକାଶ ଥାଟୋଇଙ୍କର ଶନିବାର ରାତିରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ୍‌ ସଜାଡୁଥିବା ସମୟରେ ଏହି ଅଘଟଣା ଘଟିଥିଲା। ସେ…

ରେକର୍ଡ କଲେ ନେପାଳ ପର୍ବତାରୋହୀ, ଏଭ୍‌ରେଷ୍ଟ ଚଢ଼ିଲେଣି ଏତିକି ଥର…

କାଠମାଣ୍ଡୁ,୧୨ା୫: ନେପାଳର ‘ଏଭରେଷ୍ଟ ମ୍ୟାନ୍‌’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି। ୫୪ ବର୍ଷୀୟ ଶେର୍ପା ପର୍ବତାରୋହୀ ତଥା ଗାଇଡ୍‌ ଗତ…

ଧୋନୀ ଚାହିଁଲେ ବି ହୋଇପାରିବେ ନାହିଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ଜାଣନ୍ତୁ କାରଣ?

ନୂଆଦିଲ୍ଲୀ,୧୨।୫: ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ୨୦୨୪ ଟି୨୦ ବିଶ୍ୱକପ୍‌ ପରେ ଶେଷ ହେବାକୁ ଯାଉଛି। ନିକଟରେ ବିସିସିଆଇ ସଚିବ ଜୟ ଶାହା ଏନେଇ ସୂଚନା ଦେଇ ଖୁବ୍‌ଶୀଘ୍ର ନୂଆ କୋଚ୍‌ ଲାଗି ଆବେଦନ ମଗାଯିବ ବୋଲି…

ଅବାଧ ନିର୍ବାଚନ ପାଇଁ ପ୍ରଶାସନର ଜୋର୍‌ଦାର ପ୍ରୟାସ

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୋଲିସ ସକ୍ରିୟ ହୋଇ ଉଠିଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଫ୍ଲାଗ୍‌ମାର୍ଚ୍ଚ ଆଦି କରି ଲୋକଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ କନ୍ଧମାଳ ପ୍ରଶାସନର ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି…

ଏକ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ”ପିଏମ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା”

ନୂଆଦିଲ୍ଲୀ,୧୨ା୫: ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଅଗ୍ରଗତି ବିଷୟରେ ଅବଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?