Love story: 12th Failର ରିଅଲ ଯୋଡିଙ୍କ ଫଟୋ ଭାଇରାଲ
ମୁମ୍ବାଇ: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍ ହୋଇଛି। ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍ ଆଇପିଏସ ମନୋଜ ଓ ଆଇଆରଏସ ଶ୍ରଦ୍ଧା…
ରେଳ ଷ୍ଟେଶନରେ ଟ୍ରେନ୍କୁ ଅପେକ୍ଷା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସରଳତାକୁ ଲୋକେ କରୁଛନ୍ତି ପସନ୍ଦ
ନୂଆଦିଲ୍ଲୀ,୧୧।୧:ଆଜିକାଲି ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କ ପରିବାର ସହିତ ହାଇଦ୍ରାବାଦ ରେଳ ଷ୍ଟେଶନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ଫଟୋରେ ତାଙ୍କର ସରଳତାକୁ…
ରାସ୍ତାକଡ଼ରେ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳ ତଳୁ ବାହାରିଲେ ଅନେକ ମୂଷା: ଭୟଙ୍କର ଭିଡିଓ ଦେଖିଲେ ଲୋମଟାଙ୍କୁରି ଉଠିବ
ନ୍ୟୁୟର୍କ ସିଟି ମେଟ୍ରୋ ଷ୍ଟେଶନରେ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ କମ୍ବଳ ଘୋଡାଇ ହୋଇ ଶୋଇଥିବା ବ୍ୟକ୍ତିଙ୍କ କମ୍ବଳରୁ ପ୍ରବଳ ମୂଷା ବାହାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟିକ୍ଟକ୍ ୟୁଜର୍ସ @ six4bk78 ଙ୍କ ଏହାର…
Viral Video: ବିଲେଇ-ସାପ ମଧ୍ୟରେ ମୁହାଁମୁହିଁ ଲଢେଇ; ଫଳାଫଳ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ବିଲେଇ ଏବଂ ସାପ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପକୁ ଭୟଭୀତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ବିଲେଇମାନେ କିପରି ଚତୁର ପ୍ରଣାଳୀ ଗ୍ରହଣ କରନ୍ତି ତାହା ଭିଡିଓରେ ଦର୍ଶାଯାଇଛି। ଭିଡିଓଟି…
ଉପରକୁ ଉଠିଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଘରୋଇ ଦଳକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ସହିତ ସିରିଜ ୧-୧ରେ ବରାବର ହୋଇଥିଲା। ବର୍ତ୍ତମାନ ଆଇସିସି ଟେଷ୍ଟର ର଼୍ୟାଙ୍କିଂ ପ୍ରକାଶ…
ଦୁନିଆର ସବୁଠୁ ଶାନ୍ତିପୂର୍ଣ୍ଣ ଯୁଦ୍ଧ, ୩୦ ବର୍ଷ ଧରି ସଂଘର୍ଷ ଚାଲିଥିଲେ ବି କାହାର ହୋଇ ନ ଥିଲା ମୃତ୍ୟୁ
ଯୁଦ୍ଧ ବିଷୟରେ ଉଲ୍ଲେଖ କରିବା ମାତ୍ରେ ସବୁ ସ୍ଥାନରେ ଗଦାଗଦା ମୃତଦେହ, ବୋମା ବିସ୍ଫୋରଣ ଏବଂ ସୈନିକମାନେ ଗୁଳି ଚଳାଇବାର ଚିନ୍ତା ମନକୁ ଆସେ। ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍ ଯୁଦ୍ଧ ସମସ୍ତଙ୍କ ସାମ୍ନାରେ ଅଛି। ଯେଉଁଥିରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ…
ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା
ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ…
ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍ କୋଟ୍ସ
ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ…
ଏକନାଥ ଶିନ୍ଦେ ଭାଜପାର ଗୋଲାମ: ସଞ୍ଜୟ ରାଉତ
ମୁମ୍ବାଇ,୧୧।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ…
ରାହୁଲ ଦ୍ରାବିଡଙ୍କ କୋଚ୍ କିଏ ଜାଣନ୍ତି? ଯିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଡେବ୍ୟୁ, ୯୧ ରନ୍ରେ ୮ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୧।୧: ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି ରାହୁଲ ଦ୍ରାବିଡ। ହେଲେ କ’ଣ ଆପଣ ଦ୍ରାବିଡଙ୍କ କୋଚ୍ଙ୍କୁ ଜାଣନ୍ତି, ଯିଏ କି ତାଙ୍କୁ ଭାରତୀୟ ଟିମ୍ ଲାଗି ଖେଳିବା ଲାଗି ସଠିକ୍ ମାର୍ଗଦର୍ଶନ ଦେଇଥିଲେ। ହୁଏତ ନା। କହିରଖିବୁ,…
ସନ୍ନ୍ୟାସ ନନେଇ କୋଚ୍ ହେଲେ ଏହି ଭେଟେରାନ ଭାରତୀୟ କ୍ରିକେଟର, ଟିମ୍ ଇଣ୍ଡିଆ ବିପକ୍ଷରେ କରିବେ କାମ
ନୂଆଦିଲ୍ଲୀ,୧୧।୧: ଚଳିତ ମାସରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଖେଳାଯିବ। ଏହାପରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ ଟେଷ୍ଟ ମ୍ୟାଚ୍ର ସିରିଜ ଖେଳିବ। ଏହି ସିରିଜର ଠିକ୍ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ…
ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ବଢିଲା ମାଳଦ୍ୱୀପ ପ୍ରେମ: ଜିନ୍ପିଙ୍ଗ କହିଲେ, ପୁରୁଣା ସମ୍ପର୍କ
ବେଜିଂ,୧୧।୧: ଭାରତ ସହ ବିବାଦ ମଧ୍ୟରେ ଚାଇନା ପ୍ରତି ମାଳଦ୍ୱୀପ ପ୍ରେମ ପ୍ରଦର୍ଶନ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୋଇଜୁ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଥିଲେ। ସେଠାରେ ସେ କେବଳ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ନାହାଁନ୍ତି, ବରଂ ଉଭୟ…
Archives


