୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା
ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ ): ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକତ୍ୱରେ ମଙ୍ଗଳବାର ପଦ୍ମପୁର ବନ୍ଦ ଡାକରାକୁ ସଫଳ କରିବା ପାଇଁ ସ୍ଥାନୀୟ ଟାଉନ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ…
କଟକକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ସମ୍ବଲପୁର
ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଂ ଦ୍ବାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସୋମବାର ତୃତୀୟ ଦିବସରେ ୟୁନିୟନ ସ୍ପୋଟିଂ କଟକ ଏବଂ ଏମ୍ଏମସିସି ସମ୍ବଲପୁର ମଧ୍ୟରେ ମ୍ୟାଚ ହୋଇଥିଲା। କଟକ ଟସ୍…
ଦିଲ୍ଲୀ ମଦ ଦୁର୍ନୀତି ମାମଲା: କବିତାଙ୍କୁ ସମନ ଜାରି କଲା ଇଡି
ହାଇଦ୍ରାବାଦ,୧୫।୧: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତା କବିତାଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି ସମନ ଜାରି କରିଛି। ବୁଧବାର (ଜାନୁଆରୀ ୧୬)ରେ ଏହି ମାମଲାରେ ପଚରାଉଚରା ପାଇଁ…
ଆଇସିସି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ହାରିଯାଉଛି କାହିଁକି? ଜିତିବାର ଫର୍ମୂଲା କହିଲେ ଯୁବରାଜ
ନୂଆଦିଲ୍ଲୀ,୧୫।୧: ଟିମ ଇଣ୍ଡିଆ ଗତ ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଛି। ଭାରତୀୟ ଦଳ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୧୩ ଜିତିଛି, କିନ୍ତୁ ସେବେଠାରୁ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ନାହିଁ। ଯଦିଓ ଟିମ ଇଣ୍ଡିଆ…
ଧନୁଯାତ୍ରା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରଠାରୁ ଆରମ୍ଭ ହେଉଛି। ଧନୁଯାତ୍ରା ମହୋତ୍ସବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ବିଶ୍ୱ ପ୍ରସିଦ୍ଧ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ…
ଭାରତରେ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାର ରାମ ମନ୍ଦିରରେ ଚଳିତ ମାସ ୨୨ ତାରିଖରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କାର୍ୟ୍ୟକ୍ରମ ଅବସରରେ ସମ୍ପୂର୍ଣ୍ଣ ଦେଶରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ସଂଘ…
୧୮ରୁ ସମୂହ ଛୁଟିରେ ଯିବେ ପ୍ରାଣୀ ଚିକିତ୍ସକ
ଛତ୍ରପୁର,୧୫ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ଆସନ୍ତା ୧୮ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ଜିଲା ସଂଘ ପକ୍ଷରୁ କୁହାଯାଇଛି। ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା…
ଯଶସ୍ବୀଙ୍କୁ ରୋହିତଙ୍କ ଠାରୁ ମିଳିଲା ଖାସ୍ ଆଡଭାଇସ୍, କହିଲେ ଏଭଳି ସିନିୟର ଥିଲେ…
ନୂଆଦିଲ୍ଲୀ,୧୫।୧: ଭାରତୀୟ ଖେଳାଳି ଯଶସ୍ବୀ ଜସୱାଲଙ୍କ ପ୍ରତିଭା କାହାଠାରୁ ଲୁଚି ନାହିଁ। ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ୨୦୦ ଷ୍ଟ୍ରାଇକ ହାରରେ ଯୁବ ଭାରତୀୟ ଓପନର୍ ବ୍ୟାଟିଂ କରିଥିଲେ ଏବଂ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଲିଭାଇଥିଲେ। ସେ…
ଦରବୃଦ୍ଧି ସତ୍ତ୍ୱେ ଗହମ ଆମଦାନୀ କରିବେ ନାହିଁ ସରକାର: ରିପୋର୍ଟ
ନୂଆଦିଲ୍ଲୀ,୧୫।୧: ଡିସେମ୍ବର ମାସରେ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ସହିତ ଗହମର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୂଲ୍ୟବୃଦ୍ଧି ପରେ ମଧ୍ୟ ଭାରତ ସରକାରଙ୍କର ଗହମ ଆମଦାନୀ ନେଇ…
ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ
ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ ଭେଟିବା…
ନିଜର ୪ ଛୁଆଙ୍କୁ ମାରିବା ପରେ ୩୦ ଲୋକଙ୍କୁ ଗୋଡେଇ କାମୁଡିଲା ପୋଷା କୁକୁର
ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜରେ ଏକ ପୋଷା କୁକୁର ଆତଙ୍କ ସୃଷ୍ଟି କରିଛି। ପ୍ରଥମେ ତାର ଚାରି ପିଲାଙ୍କୁ ମାରିବା ପରେ ଗାଁର ୩୦ ଲୋକଙ୍କୁ ଗୋଡେଇ କାମୁଡିଥିଲା। କୁକୁର ଦ୍ୱାରା ଭୟଭୀତ ହୋଇ ଲୋକମାନେ ତାକୁ ହତ୍ୟା କରିଥିଲେ। ମୋହନଲାଲଗଞ୍ଜର…
ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଯଦି କରିନାହାନ୍ତି ତେବେ କରିନିଅନ୍ତୁ ଏହି କାମ, ସହଜରେ ହୋଇଯିବ ଆବେଦନ
ନୂଆଦିଲ୍ଲୀ,୧୫।୧: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ ସମସ୍ତ ଡାକ୍ତରଖାନାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ଅଟେ। ଏଥିପାଇଁ ଆପଣଙ୍କୁ…
Archives


