Odisha Elections 2024

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି ପର୍ଯ୍ୟନ୍ତ ଓଡ଼ିଶାରେ କିଛି ପରିବର୍ତ୍ତନ ହୋଇନାହିଁ। ଫୁଲବାଣୀରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଏଭଳି କିଛି କହିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ।

ଖାର୍ଗେ ଆହୁରି କହିଛନ୍ତି, ଦଳିତ, ଆଦିବାସୀ, ପଛୁଆ ବର୍ଗର ଲୋକେ ଯେପରି ଥିଲେ ସେପରି ଅଛନ୍ତି। ଭାଜପା କଥାରେ ଏହି ଦଳ ଚାଲିଛି। ଯୁବ ବର୍ଗଙ୍କ ପାଖରେ ରୋଜଗାର ନାହିଁ। ମା’ମାନେ ଆଜି ହଇରାଣ ହରକତ ହେଉଛନ୍ତି। ଆଜି ଆମେ କଥା କହିବା, ପଢିବା ଲେଖିବା ପାଇଁ ଭାରତୀୟ ସମ୍ବିଧାନ କ୍ଷମତା ଦେଇଛି, କିନ୍ତୁ ମୋଦି ସରକାର ସମ୍ବିଧାନ ବଦଳାଇବାକୁ ଚାଁହୁଛନ୍ତି। ମୋଦି ସରକାର ଆସିଲେ ଆମେ କାହାକୁ କିଛି କହି ପାରିବା ନାହିଁ। ପୁଣି ବ୍ରିଟିଶ ରାଜ ଚାଲିବ। ଏଥିରୁ ବଞ୍ଚିବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାର ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଅକାଳ ବିୟୋଗ

ସୁନ୍ଦରଗଡ,୧।୬(ଜୟ ନାରାୟଣ ମେଣ୍ଡୁଳି): ଧରିତ୍ରୀର ରାଉରକେଲା ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଶନିବାର ଭୋରରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୦ ବର୍ଷ ବୟସ...

ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଭୋଟ ଦେଇଛନ୍ତି।...

ଭୋଟ ଦେବାକୁ ଆସି ବୃଦ୍ଧ ମୃତ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ...

୯ଟା ସୁଦ୍ଧା ୭.୬୯% ଭୋଟିଂ, ଜାଣନ୍ତୁ କେଉଁଠି କେତେ ପ୍ରତିଶତ

ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳ ୯ଟା ସୁଦ୍ଧା ୭.୬୯% ଭୋଟିଂ ହୋଇଛି। ବାଲେଶ୍ବରରେ ୭.୪୬%, ଭଦ୍ରକରେ...

ଗୋଲରାହାଟ-ସବଳଙ୍ଗ ୯ନଂ. କେନାଲ ବନ୍ଧ ରାସ୍ତା ମରଣଯନ୍ତା

ଡେରାବିଶ, ୧ା୬ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଡେରାବିଶ ବ୍ଲ୍ଳକ ଅଧୀନ ଗୋଲରାହାଟଠାରୁ ସବଳଙ୍ଗ ଯାଏ ଯାଇଥିବା...

ରେଶମ ଚାଷ ପାଇଁ ମିଳୁନି ପ୍ରୋତ୍ସାହନ

ପଟ୍ଟାମୁଣ୍ଡାଇ,୧ା୬(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବ୍ରାହ୍ମଣୀ ନଦୀ ପାଶର୍‌ବ ଉର୍ବର ଚାଷଜମିରେ କ୍ରମଶଃ ବେଣାଗଛ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ...

ଚାଷବାସ ଉଜାଡୁଛି ସମୁଦ୍ର ଜୁଆର

କେନ୍ଦ୍ରାପଡ଼ା, ୧ା୬ (ଜଗନ୍ନାଥ ଧଳ): ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି।...

ଯୁବକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର

ବାଉଁଶୁଣୀ,୧।୬(ଦେବାଶିଷ ନେପାକ): ଶନିବାର ବାଦୀକଟା ଗ୍ରାମରେ ଛୁରା ମାଡରେ ଗୁରୁତର ହୋଇ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୁବକଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri