Home Left

ପଞ୍ଚତାରକା ହୋଟେଲରେ ଏନ୍‌ଆର୍‌ଆଇ ମହିଳାଙ୍କୁ ବଳାତ୍କାରକଲେ ସିଇଓ

ନୂଆଦିଲ୍ଲୀ,୧୫।୧: ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଜଣେ ଏନ୍‌ଆର୍‌ଆଇ ମହିଳାଙ୍କୁ ତାଙ୍କର ଜଣେ ସହକର୍ମୀ ତଥା ସିଇଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନୂଆଦିଲ୍ଲୀର ଏକ ଘରୋଇ ସଂସ୍ଥାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ…

ଡିପଫେକ୍‌ ଭିଡିଓର ଶିକାର ହେଲେ ତେନ୍ଦୁଲକର, ସରକାରଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ,୧୫।୧: ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସମଗ୍ର ପ୍ରସଙ୍ଗକୁ ବ୍ୟାଖ୍ୟା…

ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ: ଗସ୍ତ ବାତିଲ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ,୧୫।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ମାସ ତଳେ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। ପରେ ସେ ମୁମ୍ବାଇର ଏକ ଡାକ୍ତରଖାନାରେ…

ଗାଈକୁ ବିୟର ପିଆଇଲେ ମାର୍କ ଜୁକରବର୍ଗ

ଓ୍ବାଶିଂଟନ,୧୫।୧: ଫେସବୁକ ଏବଂ ଇନଷ୍ଟାଗ୍ରାମର ମାଲିକ ମାର୍କ ଜୁକରବର୍ଗ ତାଙ୍କ ପ୍ଲାଟଫର୍ମ ଏବଂ ଧନ ପାଇଁ ବେଶ ଜଣାଶୁଣା। କିନ୍ତୁ ଏଥର ମାର୍କ ଜୁକରବର୍ଗ ଏମିତି କିଛି କରିଛନ୍ତି, ଯାହା ପରେ ସେ ନିଜେ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।…

ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ

ଜୁନାଗଡ଼,୧୫।୧(ଅଂଶୁମାନ ଯୋଶୀ) କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ ଚାଷ ଠିକ ସମୟରେ ଅମଳ ହୋଇଥିଲେ ମଧ୍ୟ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ପଡିରହିଛି। ବିଶେଷ…

ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ…

ଖୁବ୍ ଶୀଘ୍ର ଭିତରକନିକା ଜାତୀୟ ଉଦ୍ୟାନକୁ ହେବ ରେଳ ସଂଯୋଗ

ଭୁବନେଶ୍ୱର,୧୫।୧: ଓଡ଼ିଶାର ଜୈବ ବିବିଧତା ହଟସ୍ପଟ୍ ଏବଂ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଭିତରକନିକା ଜାତୀୟ ଉଦ୍ୟାନ ଖୁବ୍ ଶୀଘ୍ର ରେଳ ଦ୍ୱାରା ସଂଯୋଗ ହେବ। ପ୍ରସ୍ତାବିତ ଯାଜପୁର ରୋଡ୍-ଧାମରା ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳ – ଭଦ୍ରକର…

ସ୍ଲୋ ଇଣ୍ଟରନେଟ ଯୋଗୁ ଟେନସନ୍‌ ହେଉଛନ୍ତି କି? ଫୋନରେ କରନ୍ତୁ ଏହି ସେଟିଂ କରନ୍ତୁ, ପାଇବେ ହାଇ ସ୍ପିଡ୍‌

ଆଜି ଅଧିକାଂଶ ଲୋକଙ୍କ ପାଖରେ ୫ଜି ସ୍ମାର୍ଟଫୋନ ଅଛି କିନ୍ତୁ ସମସ୍ତେ ଦୁର୍ବଳ ଏବଂ ଖରାପ ନେଟୱାର୍କ ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଯଦି ଆପଣ ନେଟୱାର୍କ ଥିବା ସତ୍ତ୍ୱେ ସ୍ଲୋ ଇଣ୍ଟରନେଟ ଯୋଗୁ ଅସୁବିଧାରେ ପଡ଼ନ୍ତି, ତେବେ ଆମେ ଆପଣଙ୍କୁ କହିବୁ…

କଟାମୁଣ୍ଡରେ ୧୮ ମାସ ବଞ୍ଚିଲା ଗଞ୍ଜା

ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ। ଭାବିଲେ କାହାର ମୁଣ୍ଡ କଟିଗଲେ ସେ ଦୀର୍ଘଦିନ ଧରି ବଞ୍ଚି ରହିପାରେ କି? ମାତ୍ର ଏକ ଗଞ୍ଜା ସହିତ ଏପରି ଘଟିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମାଂସ ବିକ୍ରି କରିବା ପାଇଁ ମାଲିକ ଗଞ୍ଜାକୁ ହତ୍ୟା…

ଝିଟିପିଟିର ଏମିତି ରୂପ ଦେଖି ଲୋକେ ଭୟଭୀତ; ଡାଇନୋସର ସହ ହେଉଛି ତୁଳନା

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଭୟ ଲାଗେ। ଯଦିଓ ଏହି ଜୀବମାନେ ବିପଜ୍ଜନକ ନୁହଁନ୍ତି କିନ୍ତୁ ସେମାନଙ୍କର ଚେହେରା ଭୟଭୀତ କରିଥାଏ। ଏହିପରି ଗୋଟିଏ ପ୍ରାଣୀ ହେଉଛି ଡ୍ରାଗନ ଝିଟିପିଟି। ଏହି ଝିଟିପିଟିକୁ ଫ୍ରିଲ-ନେକ୍ଡ ଝିଟିପିଟି ବା ଫ୍ରିଲ…

ଗରିଲା ଏନକ୍ଲୋଜରରେ ପଡ଼ିଗଲା ଶିଶୁ, ଆଉ ତା’ପରେ ଘଟିଲା ଏମିତି…ଦେଖନ୍ତୁ ଭିଡିଓ

ମଣିଷ ପରି ପଶୁମାନଙ୍କର ମଧ୍ୟ ଭାବନା ଥାଏ ଏବଂ ସେମାନେ ଭଲ ଏବଂ ମନ୍ଦ ମଧ୍ୟ ବୁଝନ୍ତି। କିନ୍ତୁ ସେମାନେ ପ୍ରକାଶ କରିବାକୁ ସକ୍ଷମ ନୁହଁନ୍ତି। ଅନେକ ଥର ଏହା ଘଟେ ଯେ ଯଦି କୌଣସି ବାହାର ଲୋକ କିମ୍ବା ମଣିଷ…

ଶେଷ ହେଲା ଗର୍ଭଗୃହ, ଶୋଭା ପାଉଛି ସୁନାର କବାଟ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୨ରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ରାମ ମନ୍ଦିରର ଗର୍ଭ ଗୃହ ଏବେ ପ୍ରସ୍ତୁତ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋଗୁଡ଼ିକ ଶ୍ରୀ ରାମ ଜନ୍ମଭୂମି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri