Odisha Elections 2024

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ପୋଷ୍ଟର ବିବାଦ ନୁହେଁ, କେବଳ ଦଳ ପରିବର୍ତ୍ତନ ପାଇଁ ହତ୍ୟା କରାଯାଇଛି। ମୋ ସ୍ବାମୀ ବିଜେଡିରେ ଥିଲେ, ଭାଜପାରେ ମିଶିବାରୁ ଏପରି କାଣ୍ଡ ଘଟିଛି।

ମୁଖ୍ୟ ଅଭିଯୁକ୍ତ ଦୈତାରୀଙ୍କୁ ଫାଶି ଦିଆଯାଉ, ନଚେତ ମୁଁ ତାକୁ ହାଣିବି। ମୋର ଆଉ କିଛି ନାହିଁ, ସବୁ ସରିଗଲା। ଏବେ ନ୍ୟାୟ ଚାହୁଁଛି ବୋଲି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଥ୍‌ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ...

ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ

କେନ୍ଦ୍ରାପଡ଼ା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଅନ୍ତମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି...

ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍‌

ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍‌ ରହିଥିଲା। ସେଥିରୁ ୪ଟି ବସ୍‌ ଜଳି...

ପୁରୀ ଗୁଣ୍ଡିଚା ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ପୁରୀ,୧।୬: ପୁରୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଏପରି ଘଟଣା ଦେଖିବାକୁ ମିଳିଛି। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ...

ସାଲେପୁରରେ ନିର୍ବାଚନୀ ହିଂସା: ଭାଜପା ଏଜେଣ୍ଟଙ୍କୁ ପନିକିରେ ହାଣିଲେ

ଭୁବନେଶ୍ୱର,୧।୬: କେନ୍ଦ୍ରାପଡ଼ା ଲୋକସଭା ଅଧୀନ ସାଲେପୁର ମାଳଶାସନ ୧୮୪ ଏବଂ ୧୮୫ ନମ୍ବର ବୁଥରେ ନିର୍ବାଚନୀ ହିଂସା ଘଟିଛି। ଭାଜପା ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଏବଂ...

ବାଇକ୍‌କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ

ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍‌. ନିରଞ୍ଜନଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ପ୍ରିଜାଇଡିଂ ଅଫିସର ନିଲମ୍ବିତ

କଟକ,୧ା୬(କାର୍ତ୍ତିକ ସାହୁ): କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ...

ପୁରୀ ବାଣ ବିସ୍ଫୋରଣ: ଏସ୍‌ସିବିରେ ଆଉ ଜଣେ ଆଖି ବୁଜିଲେ

କଟକ,୧।୬(ଶିଳ୍ପା ପ୍ରିୟଦର୍ଶିନୀ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉଜଣଙ୍କର ଶନିବାର ମୃତ୍ୟୁ ଘଟିଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri