ଏଏପିରୁ ଇସ୍ତଫା ଦେଲେ ଅଶୋକ ତନୱାର
ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି। ତନୱାର କହିଛନ୍ତି, ଦେଶର ଜଣେ ଦାୟିତ୍ୱବାନ…
ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ
ନୂଆଦିଲ୍ଲୀ,୧୮।୧: ପୂର୍ବତନ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍ପି ମହୁଆ ମୋଇତ୍ରା ପୁଣିଥରେ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୪ ଜାନୁଆରୀ ୧୬ରେ ସେ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ପାଇଥିଲେ। ନ୍ୟୁଜ ଏଜେନ୍ସି…
ବିଭିନ୍ନ ସ୍ଥାନରେ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ
ବାଲେଶ୍ୱର,୧୮ା୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳରେ ଥିବା ବ୍ୟାଙ୍କର ଏଟିଏମ୍ ଭାଙ୍ଗି ଲୁଟ୍ କରିବା ଅଭିଯୋଗରେ ବାଲେଶ୍ୱର ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ କୁମାର ଜେନା, କାଳିନ୍ଦୀ ବୈଇଠା,…
ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କଲେ ଦିଅର
ବାରିପଦା,୧୮ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ମହିଳାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ନେଇ ମୃତକାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଜଣକ…
‘ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼ ହିନ୍ଦୁ ମୋ ନଜରରେ ନାହାଁନ୍ତି’ , ରାଜନୀତି, ଧର୍ମକୁ ନେଇ ଭାଜପା ଉପରେ ବର୍ଷିଲେ ଆରଜେଡି ନେତା
ନୂଆଦିଲ୍ଲୀ,୧୮।୧: ଆରଜେଡି ଏମ୍ପି ମନୋଜ ଝା ଧର୍ମ ଏବଂ ରାଜନୀତି ସମ୍ପର୍କରେ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମନୋଜ ଝା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ଭାଜପା ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଠାରୁ ବଡ଼…
ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ଯୋଗୀ ସରକାର
ଲକ୍ଷ୍ନୌ,୧୮।୧: ଉତ୍ତରପ୍ରଦେଶର ଯୋଗୀ ସରକାର ଆଖୁ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଗୀ କ୍ୟାବିନେଟ ଲୋକ ସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଆଖୁ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ବୃଦ୍ଧି କରିବାକୁ…
ଭାରତ ବିପକ୍ଷ ଟି -୨୦ ସିରିଜରେ ହାରି ମଧ୍ୟ ଖୁସି ଅଛନ୍ତି ଆଫଗାନିସ୍ତାନ ଅଧିନାୟକ, କହିଲେ କାରଣ…
ନୂଆଦିଲ୍ଲୀ,୧୮।୧: ଭାରତ ବିପକ୍ଷ ଟି -୨୦ ସିରିଜରେ ଆଫଗାନିସ୍ତାନକୁ ୩-୦ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଆଫଗାନିସ୍ତାନ ହାରିଥିଲେ ମଧ୍ୟ ସେମାନେ ପୂରା ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ଦଳର ଅଧିନାୟକ ଇବ୍ରାହିମ ଜାଦ୍ରାନ ମଧ୍ୟ ଏଥିରେ ଖୁସି ଅଛନ୍ତି। ତୃତୀୟ…
Viral Video: ବାଘ ବେକରେ ଚେନ୍ ବାନ୍ଧି କୁକୁର ପରି ଘୂରାଉଥିଲା କୁନି ପିଲା, ଆଉ ତା’ ପରେ…
ଅନେକ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁନି ପିଲା ଗୋଟିଏ ଚେନ୍ରେ ଏକ ବାଘ ବନ୍ଧା ଯାଇଥିବା ବେଳେ…
ପ୍ରେମିକଙ୍କୁ ଭେଟିବା ପାଇଁ ବାଂଲାଦେଶରୁ ଭାରତ ଆସିଲେ ଯୁବତୀ: ଯୁବକ ଛୁ’
ଲକ୍ଷ୍ନୌ,୧୮।୧: ବାଂଲାଦେଶର ଜଣେ ମହିଳା ନିଜ ପ୍ରେମିକଙ୍କୁ ଭେଟିବା ପାଇଁ ୟୁପିର ମୁଙ୍ଗରବାଦଶାହପୁର ପୋଲିସ ଷ୍ଟେଷନ ଅଞ୍ଚଳର ଗରିଆନ୍ ଗ୍ରାମକୁ ଆସିଛନ୍ତି। ଟୁରିଷ୍ଟ ଭିସା ଆସିଥିବା ଯୁବତୀ ତାଙ୍କ ପ୍ରେମିକଙ୍କ ଘରେ ୧୫ ଦିନ ହେବ ରହିଆସୁଛି। କିନ୍ତୁ ତାଙ୍କ ପ୍ରେମିକ…
ଟଙ୍କା ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର
ଚାନ୍ଦବାଲି,୧୮ା୧(ଅଶୋକ କୁମାର ପଣ୍ଡା): ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଥିବାବେଳେ ସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ସ୍କୁଲରେ କାମ କରିଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ସେ ସ୍କୁଲରେ ତାଲା ପକାଇଥିବା କହିଛନ୍ତି ଶିକ୍ଷକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…
ଏକାଥରକେ ଯୋଡ଼ି ଶଙ୍ଖ ବଜାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…
କେବେ ଦେଖିଛନ୍ତି କି କେହି ଏକାଥରକେ ଦୁଇଟି ଶଙ୍ଖ ବଜାଇବାର। ଯଦି ନା ତେବେ ଲକ୍ଷ୍ନୌର ୭୭ ବର୍ଷୀୟ ମହେଶଙ୍କୁ ଦେଖନ୍ତୁ ଯିଏ ୧୯୯୦ ପରଠାରୁ ଏକାସାଙ୍ଗରେ ଦୁଇଟି ଶଙ୍ଖ ବଜାଇ ଆସୁଛନ୍ତି। ଦୁଇଟି ଶଙ୍ଖ ବଜାଇବା ହେତୁ ସମଗ୍ର ଉତ୍ତରପ୍ରଦେଶର…
ସଂଯମତା ରକ୍ଷା କର, ମାହୋଲ ବିଗିଡିବା ଭଳି ପଦକ୍ଷେପ ନ ନିଅ: ଆକ୍ରମଣ ପରେ ଇରାନକୁ ଅପିଲ କଲା ପାକିସ୍ତାନ
ଇସଲାମାବଦ,୧୮।୧: ଇରାନ ମଙ୍ଗଳବାର ପାକିସ୍ତାନ ଉପରେ ଆକ୍ରମଣ କରିଥିବାବେଳେ ପାକିସ୍ତାନ ଗୁରୁବାର ଇରାନ ଉପରେ ଆକ୍ରମଣ କରିଛି। ଇରାନ ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ଦେଶର ସୁରକ୍ଷା ବିରୋଧରେ ଆକ୍ରୋଶର ଜବାବରେ ଇରାନ ଦ୍ୱାରା…
Archives


