Home Left

ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇ ଥିଲେ ବି ଅଯୋଧ୍ୟା ଯାଇ ପାରିବେନି ଜୁନିୟର ଏନଟିଆର!

ଚେନ୍ନାଇ: ଜାନୁଆରୀ ୨୨,୨୦୨୪ ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ଯୋଗ ଦେବାକୁ ବଲିଉଡ, ସାଉଥ ଫିଲ୍ମ ଇଣ୍ଢଷ୍ଟ୍ରିରୁ ବହୁ ତାରକାଙ୍କୁ ନିମନ୍ତ୍ରଣ ପଠାଯାଇଛି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ରଜନୀକାନ୍ତ, ୟଶ ଏବଂ ମୋହନଲାଲ ମଧ୍ୟ ଏହି…

ଧାନ କଟ୍‌ନୀକୁ ବିରୋଧ: ପାକ୍ସରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଡ୍‌ଭେଲା,୧୮ା୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ଗୁଡ୍‌ଭେଲା ବ୍ଲକ ଅଧୀନ ନୂଆପଡ଼ା ପାକ୍ସରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ବିନା କଟ୍‌ନୀରେ ଧାନ ଉଠି ପାରିବନି ଜାଣିବା ପରେ ନୂଆପଡ଼ା ଗ୍ରାମର ଅଶୋକ ମେହେର(୩୫) ବିଷ ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ…

କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA

ଭୁବନେଶ୍ୱର,୧୮।୧: କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍‌ ପ୍ରକ୍ରିୟା ଓ ମାର୍କ ପ୍ରକାଶ କରିବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କକୁ ସାର୍ବଜନୀନ କରିବାକୁ…

ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ: ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

କଟକ,୧୮ା୧ (କାର୍ତ୍ତିକ ସାହୁ) ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ତଣ୍ଡିତ କରିଛନ୍ତି। ଅଭିଯୁକ୍ତ…

ଭଡାରେ ଜିନିଷ ନେଇ ଟି-୨୦ ଓ୍ବାର୍ଲଡ କପ ହୋଷ୍ଟ କରିବ ଆମେରିକା, ଚମକାଇବା ଭଳି ତଥ୍ୟ ଦେଲା ଆଇସିସି

ନୂଆଦିଲ୍ଲୀ,୧୮।୧: ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଚଳିତ ବର୍ଷ ଜୁନରେ ହେବାକୁ ଥିବା ଟି -୨୦ ବିଶ୍ୱକପ ସମ୍ପର୍କରେ ଆଇସିସି ଏକ ବଡ଼ କଥା କହିଛି। ଯେଉଁଥିରେ କୁହାଯାଇଥିଲା ଯେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା…

ଏପ୍ରିଲ ୩୦ ସୁଦ୍ଧା ସରିବ ନାଟମଣ୍ଡପ ମରାମତି

କଟକ,୧୮ା୧(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ୨୦୨୪ ଏପ୍ରିଲ ୩୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଆମିକସ୍‌ କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତ ଆମିକସ୍‌ କ୍ୟୁରି ନାଟମଣ୍ଡପ ମରାମତି…

ଭଦୋଦରା ଡଙ୍ଗା ଓଲଟିବା ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା

ଭଦୋଦରା,୧୮।୧: ଗୁଜୁରାଟର ଭଦୋଦରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହର୍ନି ହ୍ରଦରେ ଏକ ଡଙ୍ଗା ଓଲଟି ପଡିଛି। ଉକ୍ତ ଡଙ୍ଗାରେ ୨୩ଜଣ ଛାତ୍ର ଏବଂ ୪ଜଣ ଶିକ୍ଷକ ଥିଲେ। ପ୍ରଥମେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଏବେ…

ବୋରାସମ୍ବର କ୍ରିକେଟ କପ୍‌ : ସେମିରେ ପହଞ୍ଚିଲା ଭୁବନେଶ୍ୱର ବାପୁଜୀ କ୍ଲବ

ପଦ୍ମପୁର,୧୮।୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡ଼ିଆରେ ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଚାଲିଥିବା ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍‌ର ଗ୍ରୁପ୍‌ ‘ବି’ର ଦ୍ୱିତୀୟ ମ୍ୟାଚ୍‌ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲବର୍ଗା ସିଟି ଇଲେଭେନ (କର୍ନାଟକ) ମଧ୍ୟରେ…

ଗୁରୁତର ଉଦ୍ଧାର କିନ୍ନରଙ୍କ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ସାଥୀ

ବଡବିଲ,୧୮।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଡର୍ବି ଛକରୁ ଗତ ସୋମବାର ସନ୍ଧ୍ୟାରେ ବଡବିଲ ଷ୍ଟେଶନ ରୋଡ ଅଞ୍ଚଳରେ ରହୁଥିବା କିନ୍ନର ସିନୁ ନାଏକ(୩୫)ଙ୍କୁ ମୁମୂର୍ଷୁ ଅବସ୍ଥାରେ ବଲାଣୀ ପୋଲିସ ଉଦ୍ଧାର କରିଥିଲା। ବୁଧବାର କେନ୍ଦୁଝର ଜିଲା ମୁଖ୍ୟ…

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ୍‌‌ ବସ୍‌‌ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୧: ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଜଗନାଥ ଏକ୍ସପ୍ରେସ୍‌‌ ବସ୍‌‌ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଶୀତତାପ ନିୟନ୍ତ୍ରିତ ବସ୍‌‌ ଚାଲିବ। ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟେକ…

ଓଲଟିଲା ଛାତ୍ରଙ୍କୁ ନେଇ ଯାଉଥିବା ଡଙ୍ଗା, ୬ ମୃତ ଉଦ୍ଧାର କାର୍ଯ୍ୟ ଜାରି

ଭଦୋଦରା,୧୮।୧: ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଏବେ ପର୍ଯ୍ୟନ୍ତ ମିଳିଥିବା…

ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା

ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି ଖବରଦାତା। ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri