ଗୁରୁତର ଉଦ୍ଧାର କିନ୍ନରଙ୍କ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ସାଥୀ
ବଡବିଲ,୧୮।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଡର୍ବି ଛକରୁ ଗତ ସୋମବାର ସନ୍ଧ୍ୟାରେ ବଡବିଲ ଷ୍ଟେଶନ ରୋଡ ଅଞ୍ଚଳରେ ରହୁଥିବା କିନ୍ନର ସିନୁ ନାଏକ(୩୫)ଙ୍କୁ ମୁମୂର୍ଷୁ ଅବସ୍ଥାରେ ବଲାଣୀ ପୋଲିସ ଉଦ୍ଧାର କରିଥିଲା। ବୁଧବାର କେନ୍ଦୁଝର ଜିଲା ମୁଖ୍ୟ…
ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୧: ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଜଗନାଥ ଏକ୍ସପ୍ରେସ୍ ବସ୍ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର ଦେଇ ପୁରୀକୁ ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ। ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟେକ…
ଓଲଟିଲା ଛାତ୍ରଙ୍କୁ ନେଇ ଯାଉଥିବା ଡଙ୍ଗା, ୬ ମୃତ ଉଦ୍ଧାର କାର୍ଯ୍ୟ ଜାରି
ଭଦୋଦରା,୧୮।୧: ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି। ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହର୍ନି ହ୍ରଦରେ ଓଲଟି ଯାଇଥିବା ସୂଚନା ମିଳିଛି। ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ। ଏବେ ପର୍ଯ୍ୟନ୍ତ ମିଳିଥିବା…
ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା
ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍ପିଙ୍କୁ ଭେଟିଛନ୍ତି ଖବରଦାତା। ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ…
କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ମନା
ନୂଆଦିଲ୍ଲୀ,୧୮ା୧: ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର ସରକାର। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ…
ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଲେ ବୃଦ୍ଧ: ୨ ଦିନ ପରେ ଚାଲିଗଲା ଜୀବନ
ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଏଟା ଜିଲାରେ ଏକ ଅଜବ ଘଟଣା ଘଟିଛି। ଜୀବିତ ଥିବାବେଳେ ତାଙ୍କର ଶେଷ ରୀତିନୀତି କରିଥିବା ବୃଦ୍ଧଙ୍କର ଦେହାନ୍ତ ହୋଇଛି। ହାକିମ ସିଂ ନାମକ ବୃଦ୍ଧ ବଞ୍ଚି ଥାଉଥାଉ ୮୦୦ ଲୋକଙ୍କୁ ମୃତ୍ୟୁ ଭୋଜି ଦେଇଥିଲେ। ଏହି ଭୋଜିରେ…
ଭାଇଙ୍କ ବଲରେ ୬ ମାରିବା ପରେ କ୍ରିକେଟ ପଡିଆରେ ଦେଖିବାକୁ ମିଳିଲା ଦୁଇ ଭାଇ ୟୁସୁଫ-ଇରଫାନଙ୍କ ମଧ୍ୟରେ ଥିବା ବଣ୍ଡିଂ
ନୂଆଦିଲ୍ଲୀ,୧୮।୧: ବଡ ଭାଇ ୟୁସୁଫ ପଠାନଙ୍କ ବଲରେ ଏକ ଶକ୍ତିଶାଳୀ ଛକା ମାରି ଇରଫାନ ପଠାନ ତାଙ୍କ ଦଳକୁ ବିଜୟ ଦେଇଥିଲେ, କିନ୍ତୁ ଛକା ମାରିବା ପରେ ଇରଫାନ ତାଙ୍କ ବଡ଼ ଭାଇ ୟୁସୁଫଙ୍କୁ ପଡିଆ ଭିତରେ ହିଁ ଆଲିଙ୍ଗନ କରିଥିଲେ।…
ଇଡିର ଚତୁର୍ଥ ସମନ ପରେ ବି ହାଜର ହେଲେନି କେଜ୍ରିୱାଲ: କହିଲେ, ଏହା ବେଆଇନ
ନୂଆଦିଲ୍ଲୀ,୧୮।୧: ଅବକାରୀ ନୀତି ସହ ଜଡିତ ଏକ ପ୍ରସଙ୍ଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପଠାଇଥିବା ସମନ ଉପରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ହାଜର ହୋଇନାହାଁନ୍ତି। କେଜ୍ରିୱାଲ ଏହି ସମନକୁ ବେଆଇନ ଆଖ୍ୟା ଦେଇଛନ୍ତି। ଦୁଇ ବର୍ଷ ଧରି ଏହି ମାମଲାରେ ଅନୁସନ୍ଧାନ…
ହଳଦୀ ମିଶା କ୍ଷୀର ଶରୀର ପାଇଁ ଅମୃତତୁଲ୍ୟ; ଜାଣନ୍ତୁ ଉପକାରିତା…
ହଳଦୀ ନିଜର ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାୟୋଟିକ୍ ଗୁଣ ପାଇଁ ପରିଚିତ। ସେହିପରି କ୍ଷୀରରେ ଥାଏ ପ୍ରଚୁର ପ୍ରୋଟିନ୍, ଭିଟାମିନ୍ ଓ କ୍ୟାଲ୍ସିୟମ୍, ଯାହା ଆମ ଶରୀର ପାଇଁ ଅମୃତତୁଲ୍ୟ। ଯେବେ ଏହି ଦୁଇଟି ଜିନିଷ ମିଶିଯାଏ, ଏହା ଶରୀର ପାଇଁ କେତେ…
ଟି-୨୦ ବିଶ୍ୱକପରୁ କାହାର ବି କଟିପାରେ ଟିକେଟ୍: କୋଚ ଦେଲେ ସଙ୍କେତ
ନୂଆଦିଲ୍ଲୀ,୧୮।୧: ଚଳିତ ବର୍ଷ ଜୁନ୍ରେ ଟି-୨୦ ବିଶ୍ୱକପ ୨୦୨୪ ଖେଳାଯିବ। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ସମସ୍ତ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛି। ବର୍ତ୍ତମାନ ଭାରତୀୟ ଖେଳାଳିଙ୍କ ପାଇଁ କେବଳ ଆଇପିଏଲ ୨୦୨୪ ବାକି ଅଛି। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ…
କୁମାରୀ ମା’ ହେବାକୁ ଚାହୁଁଛନ୍ତି ଏହି ବଲିଉଡ ସୁପରଷ୍ଟାରଙ୍କ ଝିଅ
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଲାଡଲି ତ୍ରିଶାଲା ଦତ୍ତ କୌଣସି କାରଣକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ପୁଣି ଥରେ ସଞ୍ଜୁ ବାବାଙ୍କ ଝିଅ ଖବରରେ ଅଛନ୍ତି। ବାସ୍ତବରେ ତ୍ରିଶାଲା ବିବାହ ବିନା ବା କୁମାରୀ ମା’ ହେବାକୁ…
ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ସହ ମିଶି କାମ କରିବ ଭାରତୀୟ ରେଲଓ୍ବେ
ବେର୍ନ/ନୂଆଦିଲ୍ଲୀ,୧୮।୧: ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଭାରତୀୟ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା…
Archives


