ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସ୍ବତନ୍ତ୍ର କ୍ୟୁଆର୍ କୋଡ ମାଧ୍ୟମରେ କରିହେବ ପ୍ରବେଶ
ଲକ୍ଷ୍ନୌ,୧୯।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅତ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ସେହି ବ୍ୟକ୍ତିମାନେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇ ପାରିବେ ଯେଉଁମାନେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଦ୍ୱାରା…
ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଭାଜପା: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୯।୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଶୁକ୍ରବାର ଭାଜପା ଉପରେ ବର୍ଷଛନ୍ତି। ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ ଭାଜପା ଚାହୁଁଥିବା ରାହୁଲ କହିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ…
ଆଉ ଦୁଇ ଦିନ ଦିଲ୍ଳୀ, ପଞ୍ଜାବ, ହରିଆଣାରେ ପ୍ରବଳ ଶୀତ ସହ ରହିବ ଘନକୁହୁଡି
ନୂଆଦିଲ୍ଲୀ,୧୯।୧: ଡିସେମ୍ବର ୨୯ ତାରିଖରୁ ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଫଳରେ ଉତ୍ତର ଭାରତ ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ରାଜଧାନୀ…
ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର
ଲକ୍ଷ୍ନୌ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଉ କିଛି ଦିନ ବାକି ଅଛି। ୨୨ ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତିର ଉଦ୍ଘାଟନୀ ସମାରୋହକୁ ନେଇ ପ୍ରତ୍ୟେକ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ଭକ୍ତଙ୍କ ସହ…
ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଖାରଜ: ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା
ନୂଆଦିଲ୍ଲୀ,୧୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁଣି ଫେରି ପାଇବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ମୋଦି ଉପନାମ’ ସମ୍ପର୍କିତ ବିବାଦୀୟ ମନ୍ତବ୍ୟରେ ରାହୁଲଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ…
୨୩ ଦେଶୀ ବନ୍ଧୁକ ଜବତ
ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ…
ଦକ୍ଷିଣ ଭାରତ ରାଜ୍ୟରେ ଖସୁଛି ତାପମାତ୍ରା: ତାମିଲନାଡୁରେ ୧ ଡିଗ୍ରୀ
ଚେନ୍ନାଇ,୧୯।୧: ସାଧାରଣତଃ ଉତ୍ତର ଭାରତରେ ପ୍ରବଳ ଶୀତ ହେବା ସହ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଆସିଥାଏ। ହେଲେ ଚଳିତ ବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଜାନୁଆରୀ ମାସରେ ତାପମାତ୍ରା ଶୂନ ଡିଗ୍ରୀ ପାଖାପାଖି ହେବା ପ୍ରଥମ ଘଟଣା ଘଟିଛି।…
ଗୁଜରାଟ ଡଙ୍ଗା ବୁଡ଼ି ମାମଲାରେ ସରକାରଙ୍କ କଡ଼ା ପଦକ୍ଷେପ: ୧୮ ଜଣଙ୍କ ନାମରେ ରୁଜୁ ହେଲା ମାମଲା
ବଡ଼ୋଦରା,୧୯।୧: ଗୁଜରାଟ ବଡ଼ୋଦରା ଜିଲା ଅଧୀନ ହାରନି ହ୍ରଦରେ ଡଙ୍ଗା ବୁଡ଼ି ୧୪ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ୧୦ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ କଂଗ୍ରେସ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏହି ପରିପ୍ରେକ୍ଷୀରେ…
ବଡ ଖବର: ନୀତୀଶଙ୍କୁ ଭେଟିବାକୁ ହଠାତ୍ ପହଞ୍ଚିଲେ ଲାଲୁ-ତେଜସ୍ବୀ, ରାଜନୀତି ସରଗରମ
ପାଟନା,୧୯।୧: ବିହାର ରାଜନୀତିକୁ ନେଇ ଏକ ବଡ ଖବର ଆସିଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବା ପାଇଁ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଅଛନ୍ତି।…
‘ବିରାଜମାନ ହେଲେ ମୋ ରାମଲାଲା’, ଫଟୋ ଶେୟାର କରି ହୃଦୟ ଜିତିଲେ ପାକିସ୍ତାନର ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୯।୧: ସାରା ବିଶ୍ୱରେ ରାମ ମନ୍ଦିର ବିଷୟରେ ଚର୍ଚ୍ଚା ହେଉଛି। ଭଗବାନ ରାମ ରାମନଗରୀକୁ ଆସୁଥିବାରୁ ସମସ୍ତେ ଖୁସି ଅଛନ୍ତି। ଏହି ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ ରାମଲାଲାଙ୍କ…
ଏସ୍ସିବିରେ ପ୍ରଥମ ହାପଲୋ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ଜୀବନ ଗଲା
କଟକ,୧୯ା୧: ଏସ୍ସିବି ମେଡିକାଲରେ ପ୍ରଥମ ହାପଲୋ ବୋନ୍ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କର ଶୁକ୍ରବାର ଭୋର୍ରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୯ ତାରିଖରେ ଖୋର୍ଦ୍ଧା ଜିଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସ୍ସିବିରେ ପ୍ରଥମ…
ଇସ୍ରାଏଲ ସୈନିକଙ୍କ ମୁଣ୍ଡକୁ ୮ ଲକ୍ଷ ଟଙ୍କାରେ ନିଲାମ କଲା ହମାସ, ଯନ୍ତ୍ରଣାଦାୟକ ଘଟଣା ବିଷୟରେ ବଖାଣିଲେ ପିତା
ଜେରୁଜେଲମ,୧୯।୧: ଇସ୍ରାଏଲ-ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଶପଥ ନେଇଛି ଯେ ହମାସ ଆତଙ୍କବାଦୀଙ୍କୁ ହଟାଇବା ପର୍ଯ୍ୟନ୍ତ ଏହା ବନ୍ଦ ହେବ ନାହିଁ। ଏହି ସମୟରେ ଜଣେ ଇସ୍ରାଏଲ ସୈନିକଙ୍କ ପିତାଙ୍କ ଯନ୍ତ୍ରଣା ସାମ୍ନାକୁ…
Archives


