ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା
ନୂଆଦିଲ୍ଲୀ ,୧୯ା୧: ଟାଟା ଗ୍ରୁପ୍ ସଫଳତାର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରୟୋଜକ ଅଧିକାର ବଜାୟ ରଖିଛି ଏବଂ ୨୦୨୮ ପର୍ଯ୍ୟନ୍ତ ଚୁକ୍ତିନାମାକୁ ବଢ଼ାଇ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଧିକାର ସୁରକ୍ଷିତ କରିଛି। ଚୁକ୍ତି ଅନୁଯାୟୀ…
ରାମ ମନ୍ଦିର ଉଦଘାଟନ: ଜାନୁଆରୀ ୨୨ରେ ସମସ୍ତ କାର୍ଯ୍ୟାଳୟ ଛୁଟି ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ରାମ ମନ୍ଦିର ସମାରୋହର ଅବସରରେ ଜାନୁଆରୀ ୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛି। ଏହିଦିନ ଅନେକ ରାଜ୍ୟ ଛୁଟି ଘୋଷଣା କରି କର୍ମଚାରୀ ମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି। କେନ୍ଦ୍ର…
ବିଷ ଦେଇ ୭ କୁକୁରଙ୍କୁ ହତ୍ୟା
ଭୁବନେଶ୍ୱର,୧୯।୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଅମାନୁଷିକତାର ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟରେ ବିଷ ଦେଇ ୭ କୁକୁରକୁ ହତ୍ୟା କରାଯାଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏଭଳି ନୃଶଂସ ଘଟଣା ଘଟିଥିବାବେଳେ ପଶୁପ୍ରେମୀ ଏହାକୁ ନିନ୍ଦା କରିବା ସହ ଥାନାରେ ଅଭିଯୋଗ…
ମାତୃଭାଷା ଦିବସ ସହ ପାଳନ ହେବ ଓଡ଼ିଆ ଭାଷା ସପ୍ତାହ, ପୁରାତନ ବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା
ଭୁବନେଶ୍ୱର,୧୯ା୧: ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୨୦୨୪ ଫେବ୍ରୁଆରି ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି 5-T ଓ ନବୀନ…
ବିଲ୍କିସ୍ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୯।୧: ବିଲ୍କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ସମୟସୀମା…
ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା
ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍ ବୁଲ୍ କୁକୁର। ଏଥିରେ ଶିଶୁକନ୍ୟାଟିର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା ବେଳେ…
ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ:
ଭୁବନେଶ୍ୱର,୧୯।୧(ସତ୍ୟଜିତ୍ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍ କରି…
ରାତିରେ ବୁଲିହେବ ଭରତପୁର ଜଙ୍ଗଲ
ଭୁବନେଶ୍ୱର, ୧୯।୧(ଅସମାପିକା ସାହୁ) : ଚନ୍ଦକାରେ ଆରମ୍ଭ ହେବ ‘ନକ୍ଚରାଲ ଟ୍ରେଲ୍’। ରାତିରେ ଜଙ୍ଗଲ ବୁଲିବାର ମଜା ନେବେ ଲୋକେ। ଚନ୍ଦକା ବନଖଣ୍ଡ ଅଧୀନ ଭରତପୁର ଜଙ୍ଗଲରେ ରାତିରେ ସଫାରୀ ଚାଲିବ। ଏହା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ପୂର୍ବରୁ…
ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ରଖିଥିଲେ ଶାରୀରିକ ସମ୍ପର୍କ, ଆଉ ଏବେ ପ୍ରତାରଣା ଅଭିଯୋଗ ଆଣିଲେ ପ୍ରେମିକା
ଢେଙ୍କିକୋଟ,୧୯ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୁବତୀ ପ୍ରେମିକଙ୍କ ନାମରେ ଅଭିଯୋଗ କରିଛନ୍ତି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ମୁକ୍ତାପୁର ପଞ୍ଚାୟତ…
ବାରବାଟୀ-କଟକ ନିର୍ବାଚନୀ ମାମଲା ଶେଷ ହେଲା ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ: ୨୫ରେ ପରବର୍ତ୍ତୀ ଶୁଣାଣି
କଟକ,୧୯ା୧(କାର୍ତ୍ତିକ ସାହୁ): ବାରବାଟୀ-କଟକ ନିର୍ବାଚନୀ ମାମଲାରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନା ଶେଷ ହୋଇଛି। ଆବେଦନକାରୀ ତଥା ମାମଲାର ପ୍ରଥମ ପକ୍ଷ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଶୁକ୍ରବାର ଶେଷ ହୋଇଛି। ସାମନ୍ତରାୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ ଗତ ୨…
ଆଗାମୀ ବର୍ଷରେ ୧ ଲକ୍ଷ କୋଟି ଟଙ୍କା ଛୁଇଁବ ଭାରତୀୟ କ୍ରୀଡ଼ା ଶିଳ୍ପର ଆକାର: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୯ା୧: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁରେ ‘ଖେଲୋ ଇଣ୍ଡିଆ ୟୁଥ ଗେମ୍ ୨୦୨୩ ତାମିଲନାଡୁରେ ଉଦଘାଟନ କରିଛନ୍ତି। ‘ଆଗାମୀ ବର୍ଷରେ ଭାରତୀୟ କ୍ରୀଡା ଶିଳ୍ପର ଆକାର ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଏକ ସକରାତ୍ମକ…
ସବୁ ଭାଷାରେ ଡିଜିଟାଲ୍ ରେ ମିଳିବ ପ୍ରତ୍ୟେକ ପାଠ୍ୟକ୍ରମ, ସମସ୍ତ ଶିକ୍ଷା ପ୍ରତିଷ୍ଠାନକୁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୯ା୧: ବିଦ୍ୟାର୍ଥୀମାନଙ୍କୁ ନିଜ ଭାଷାରେ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମ ପାଇଁ ଅଧ୍ୟୟନ ସାମଗ୍ରୀ ଭାରତୀୟ ଭାଷାରେ ଡିଜିଟାଲ୍ ଉପଲବ୍ଧ ହେବ।…
Archives


