ମାର୍ଚ୍ଚରେ ରିଲିଜ ହେବ ଶୈତାନ
ମୁମ୍ବାଇ: ଯଦି ଆପଣ ଅଜୟ ଦେବଗନଙ୍କର ଜଣେ ପ୍ରଶଂସକ ଅଟନ୍ତି ଏବଂ ଆପଣ ତାଙ୍କୁ ସିଲଭର ସ୍କ୍ରିନରେ ଦେଖିବା ପାଇଁ ଅପେକ୍ଷା କରନ୍ତି, ତେବେ ଏଠାରେ ଆପଣଙ୍କ ସମସ୍ତଙ୍କ ପାଇଁ ଏକ ଖୁସି ଖବର। ଆଚ୍ଛା, ଏଥର ଏହି ସୁଖ ୩ଗୁଣ…
ଝିଅ, ପୁଅଙ୍କୁ ହରାଇ ଶୂନ୍ୟ ହୋଇଗଲା ମା’ କୋଳ
ବଡ଼ୋଦରା,୧୯।୧: ଗୁଜରାଟ ବଡ଼ୋଦରା ଜିଲା ଅଧୀନ ହାରନି ହ୍ରଦରେ ଡଙ୍ଗା ବୁଡ଼ି ୧୪ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତ ଛାତ୍ରୀଛାତ୍ରଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ଏଭଳି ସ୍ଥିତିରେ ଗୁଜରାଟ…
ଫେକ୍ ଇନଷ୍ଟାଗ୍ରାମ ଆକାଉଣ୍ଟର ଶିକାର ହେଲେ ବିଦ୍ୟା
ମୁମ୍ବାଇ: ବିଦ୍ୟା ବଲାନ ବଲିଉଡର ଆଗ ଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କ ସଚ୍ଚୋଟତା ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ଏହି ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଜଡିତ ରହିଛନ୍ତି। ସୋସିଆଲ…
ରାମ ରହିମଙ୍କୁ ମିଳିଲା ୫୦ ଦିନର ପାରୋଲ
ନୂଆଦିଲ୍ଲୀ,୧୯।୧: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂ ପୁଣି ଥରେ ପାରୋଲ ପାଇଛନ୍ତି। ଏଥର ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ମିଳିଛି। ଏହିପରି ଭାବରେ ଗତ ୪ ବର୍ଷ ମଧ୍ୟରେ ନବମ ଥର ରାମ…
ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ବିମାନ ଉଡାଣ ଅବତରଣ ମନା
ନୂଆଦିଲ୍ଲୀ,୧୯।୧: ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ହେତୁ ଦିଲ୍ଲୀ ବିମାନବନ୍ଦରରେ ୧୯ରୁ ୨୬ ଜାନୁଆରୀ ମଧ୍ୟରେ ସକାଳ ୧୦ଟା ୨୦ରୁ ୧୨ଟା ୪୫ମଧ୍ୟରେ କୌଣସି ବିମାନ ଚଳାଚଳ କରିବ ନାହିଁ। ଏହାର ଅର୍ଥ ଏହି ସମୟ ମଧ୍ୟରେ ଏଠାରୁ କୌଣସି ବିମାନ ଉଡ଼ାଣ…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସ୍ବତନ୍ତ୍ର କ୍ୟୁଆର୍ କୋଡ ମାଧ୍ୟମରେ କରିହେବ ପ୍ରବେଶ
ଲକ୍ଷ୍ନୌ,୧୯।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅତ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେବଳ ସେହି ବ୍ୟକ୍ତିମାନେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇ ପାରିବେ ଯେଉଁମାନେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ଦ୍ୱାରା…
ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି ଭାଜପା: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୯।୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଶୁକ୍ରବାର ଭାଜପା ଉପରେ ବର୍ଷଛନ୍ତି। ଆଦିବାସୀଙ୍କୁ ଜଙ୍ଗଲରେ ସୀମିତ ରଖିବାକୁ ଏବଂ ସେମାନଙ୍କୁ ଶିକ୍ଷା ତଥା ଅନ୍ୟାନ୍ୟ ସୁବିଧାଠାରୁ ଦୂରରେ ରଖିବାକୁ ଭାଜପା ଚାହୁଁଥିବା ରାହୁଲ କହିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ…
ଆଉ ଦୁଇ ଦିନ ଦିଲ୍ଳୀ, ପଞ୍ଜାବ, ହରିଆଣାରେ ପ୍ରବଳ ଶୀତ ସହ ରହିବ ଘନକୁହୁଡି
ନୂଆଦିଲ୍ଲୀ,୧୯।୧: ଡିସେମ୍ବର ୨୯ ତାରିଖରୁ ଦେଶରେ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଫଳରେ ଉତ୍ତର ଭାରତ ସମେତ ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏନେଇ ରାଜଧାନୀ…
ରାମଙ୍କ ଅଯୋଧ୍ୟାରେ ଲକ୍ଷ୍ମଣ ହେଲେ ବେଘର, ପ୍ରାଣ ପ୍ରତିଷ୍ଠା ପାଇଁ ସାମିଲ ହେବାକୁ ପହଞ୍ଚିଥିଲେ, ମିଳିଲାନି ଘର
ଲକ୍ଷ୍ନୌ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଉ କିଛି ଦିନ ବାକି ଅଛି। ୨୨ ଜାନୁଆରୀରେ ହେବାକୁ ଥିବା ପ୍ରଭୁ ରାମଙ୍କ ମୂର୍ତ୍ତିର ଉଦ୍ଘାଟନୀ ସମାରୋହକୁ ନେଇ ପ୍ରତ୍ୟେକ ଭାରତୀୟ ବହୁତ ଉତ୍ସାହିତ ଅଛନ୍ତି। ଭକ୍ତଙ୍କ ସହ…
ରାହୁଲଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଖାରଜ: ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମନା
ନୂଆଦିଲ୍ଲୀ,୧୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପୁଣି ଫେରି ପାଇବା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ‘ମୋଦି ଉପନାମ’ ସମ୍ପର୍କିତ ବିବାଦୀୟ ମନ୍ତବ୍ୟରେ ରାହୁଲଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ…
୨୩ ଦେଶୀ ବନ୍ଧୁକ ଜବତ
ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ…
ଦକ୍ଷିଣ ଭାରତ ରାଜ୍ୟରେ ଖସୁଛି ତାପମାତ୍ରା: ତାମିଲନାଡୁରେ ୧ ଡିଗ୍ରୀ
ଚେନ୍ନାଇ,୧୯।୧: ସାଧାରଣତଃ ଉତ୍ତର ଭାରତରେ ପ୍ରବଳ ଶୀତ ହେବା ସହ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଆସିଥାଏ। ହେଲେ ଚଳିତ ବର୍ଷ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଜାନୁଆରୀ ମାସରେ ତାପମାତ୍ରା ଶୂନ ଡିଗ୍ରୀ ପାଖାପାଖି ହେବା ପ୍ରଥମ ଘଟଣା ଘଟିଛି।…
Archives


